ଚିତ୍ରା ରାମକୃଷ୍ଣା

ଉଇକିପିଡ଼ିଆ‌ରୁ
ଚିତ୍ରା ରାମକୃଷ୍ଣା
ଜନ୍ମ୧୯୬୩
ଜାତୀୟତାଭାରତୀୟ
ଶିକ୍ଷାB. Com, FCA
ବୃତ୍ତି(s)ପୂର୍ବତ୍ତନ ପ୍ରବନ୍ଧ ନିର୍ଦ୍ଦେଶକ ଓ ପ୍ରଧାନ ନିର୍ବାହୀ କାର୍ଯ୍ୟକର୍ତା, ନ୍ଯାଶନ୍ଯାଲ  ସ୍ଟକ ଏକ୍ସଚେଞ୍ଜ
ପୂର୍ବ ଅଧିକାରୀରବି ନାରାୟନ 

ଚିତ୍ରା ରାମକୃଷ୍ଣା (ଜନ୍ମ : ୧୯୬୩) ଭାରତର ପ୍ରମୁଖ ପୁଞ୍ଜି ବିନିଯୋଗ କ୍ଷେତ୍ରରେ "ନ୍ୟାସନାଲ ଷ୍ଟାଫ ଏକ୍ସଚେଞ୍ଜ" (ଏନ.ଏସ.ଇ.)ର ମୁଖ୍ୟ କାର୍ଯ୍ୟକାରୀ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଅଟନ୍ତି । ସେ ବିଶ୍ୱର ବଛା ମହିଳାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି , ଯିଏ ପୁଞ୍ଜି ବିନିଯୋଗ କ୍ଷେତ୍ରର ପ୍ରମୁଖ ଅଟନ୍ତି । [୧][୨] (ଏନ.ଏସ.ଇ.)ର ଏମ.ଡ଼ି ଏବଂ ସି.ଇ.ଓ ଚିତ୍ରା ୨ ଡିସେମ୍ବର ୨୦୧୬ରେ ଏହି ପଦବୀ ପାଇଁ ଇସ୍ତଫା ଦେଇଦେଲେ ।

ଏନ.ଏସ.ଇ ୧୯୯୨ ମସିହାରେ ତିଆରି ହୋଇଥିଲା ଏବଂ ୧୯୯୪ ମସିହାରେ ପରିଚାଳନାକୁ ଆସିଥିଲା । ୫୦ ବର୍ଷୀୟ ଚିତ୍ରା "ନ୍ୟାସନାଲ ଷ୍ଟାଫ ଏକ୍ସଚେଞ୍ଜ"ରେ ୧୯୯୧ ମସିହାରେ ଯୋଡ଼ିହେଇଥିବା ଚିତ୍ରା ୧୯୯୦ ଦଶକରେ ଏନ.ଏସ.ଇର ସ୍ଥାପନା କରୁଥିବା ଟିମରେ ସାମିଲ ହେଲେ । ୧୯୮୭ ମସିହାରେ ପ୍ରତିଭୂତି ବଜାରର ନିୟାମକ ସେବୀ ପାଇଁ ନ୍ୟାୟ ଢାଞ୍ଚାର ଉପାୟ ତିଆରି କାରୀ ମାନଙ୍କ ଟିମର ମେମ୍ବର ଥିଲେ । ନଭେମ୍ବର ୨୦୧୨ ମସିହାରେ ଏନ.ଏସ.ଇର ନିର୍ଦ୍ଦେଶକ ମଣ୍ଡଳ , ଚିତ୍ରାଙ୍କ ମଦୋନ୍ନତି ପାଇଁ ନିର୍ଣ୍ଣୟ ନେଲେ । ସେତେବେଳେ ସେ ଜଣେ ସଂଯୁକ୍ତ ପ୍ରବନ୍ଧ ନିର୍ଦ୍ଦେଶକ ଥିଲେ । [୩] [୪] [୫]

ଆମେରିକା ପତ୍ରିକା "ଫର୍ଚ୍ଚୁନ"ରେ ଅକ୍ଟୋବର ୨୦୧୩ ଅଙ୍କରେ ଜାରି ବିଶ୍ୱର ୫୦ ଶକ୍ତିଶାଳୀ ମହିଳା ମାନଙ୍କ ସୂଚୀରେ ୪ଜଣ ଭାରତୀୟ ମହିଳା ସାମିଲ ଅଛନ୍ତି । ସେଥିରୁ (ICICI) ବ୍ୟାଙ୍କର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ "ଚନ୍ଦା କୋଚର" ଭାରତୀୟ ମହିଳା ମାନଙ୍କ ମଧ୍ୟରେ ଶ୍ରେଷ୍ଠରେ ଅଛନ୍ତି । ଫର୍ଚ୍ଚୁନରେ ଜାରୀ ଆନ୍ତର୍ଜାତୀୟ ସ୍ତରରେ ଶକ୍ତିଶାଳୀ ମହିଳା ମାନଙ୍କ ସୂଚୀ ଅନୁସାରେ "ଚନ୍ଦା କୋଚର"ଙ୍କୁ ଚତୁର୍ଥ ସ୍ଥାନ ଦିଆଗଲା ଏବଂ ତାଙ୍କ ପରେ ନ୍ୟାସନାଲ ଷ୍ଟାଫ ଏକ୍ସଚେଞ୍ଜର ଅଧ୍ୟକ୍ଷ ଚିତ୍ରା ରାମକୃଷ୍ଣାଙ୍କୁ ୧୭ତମ ସ୍ଥାନ, (Axix) ବ୍ୟାଙ୍କରେ "ଶିଖା ଶର୍ମା"ଙ୍କୁ ୩୨ ତମ ଏବଂ (HSBC) ବ୍ୟାଙ୍କରେ "ନେନା ଲାଲ କିଦବଈ"ଙ୍କୁ ୪୨ତମ ସ୍ଥାନରେ ରଖ ଗଲା । [୬]

ପୁରସ୍କାର [ସମ୍ପାଦନା]

  • ଫୋର୍ବସଦ୍ୱାରା ୨୦୧୩ର ଶ୍ରେଷ୍ଠ ମହିଳା ପୁରସ୍କାର ପାଇଥିଲେ । 

ଆଧାର [ସମ୍ପାଦନା]

  1. "NSCCL Board". NSE Website. Retrieved 2013-10-28.
  2. "चित्रा रामकृष्ण शेयर बाजार जगत की गिनी चुनी दिग्गज महिलाओं में". लाइव हिंदुस्तान डॉट कॉम. 2012.11.29. Retrieved 2013-10-28. {{cite web}}: Check date values in: |date= (help)
  3. "Most powerful women in Indian business - Business Today - Business News". Businesstoday.intoday.in. 2008-10-19. Retrieved 2013-10-28.
  4. ET Bureau Nov 27, 2012, 05.00AM IST. "Chitra Ramakrishna will head NSE from April 2013 - Economic Times". Webcache.googleusercontent.com. Retrieved 2013-10-28.{{cite web}}: CS1 maint: multiple names: authors list (link)
  5. Special Correspondent (2012-11-26). "Business / Companies : Chitra Ramakrishna to be new CEO, MD of NSE". द हिन्दू. Retrieved 2013-10-28.
  6. "Four Indians among Fortune's list of 50 most powerful women in business". दि इकॉनोमिक टाइम्स. 28 Oct, 2013. {{cite web}}: Check date values in: |date= (help)