ଚିଟ୍ଟି ବାବୁ

ଉଇକିପିଡ଼ିଆ‌ରୁ
ଚିଟ୍ଟି ବାବୁ
ଜନ୍ମ
ସାଜିଆଃ ଅଦୀବ

(1964-01-10)୧୦ ଜାନୁଆରୀ ୧୯୬୪
ମୃତ୍ୟୁ୮ ନଭେମ୍ବର ୨୦୧୩(2013-11-08) (ବୟସ ୪୯)[୨]
ଚେନ୍ନାଇ
ବୃତ୍ତି(ହାସ୍ୟ) ଅଭିନେତା
ସକ୍ରିୟ ବର୍ଷ୨୦୦୩–୨୦୧୩

ଚିଟ୍ଟି ବାବୁ (Tamil: சிட்டி பாபு; ସାଜିଆଃ ଅଦୀବ ଭାବରେ ମଧ୍ୟ ଜଣା,[୩] ୧୦ ଜାନୁଆରୀ ୧୯୬୪ – ୮ ନଭେମ୍ବର ୨୦୧୩[୪][୫]) ଜଣେ ଭାରତୀୟ ଅଭିନେତା ତଥା ଉପସ୍ଥାପକ ଥିଲେ, ଯିଏକି ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ କାମ କରୁଥିଲେ । ସେ ସନ୍ ଟିଭିରେ କମେଡି ଶୋ ଅସ୍ତପୋବାତୁ ୟାରୁର ଜଣେ ବିଚାରପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୧୯୬୪ ମସିହାର ଜାନୁଆରୀ ୧୦ ତାରିଖରେ ସେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ସେ ଜରୀନା ଜବୀନଙ୍କୁ ବିବାହ କରିଥିଲେ; ତାଙ୍କର ଦୁଇ ପୁଅ ଓ ଜଣେ ଝିଅ ଥିଲେ ।[୬]

୪୯ ବର୍ଷ ବୟସରେ, ୨୦୧୩ ମସିହାର ନଭେମ୍ବର ୮ ତାରିଖରେ ସେ ମଧୁମେହରେ ପୀଡ଼ିତ ହୋଇ କୋମାକୁ ଚାଲିଯାଇଥିଲେ ଏବଂ ମୃତ୍ୟୁବରଣ କରିଥିଲେ ।[୭]

ଆଧାର[ସମ୍ପାଦନା]

  1. "நானா.. ஹீரோவா? - சிட்டிபாபு கலகலப்பு!". cinema.vikatan.com. Archived from the original on 29 November 2012. Retrieved 2014-07-20.
  2. "Actor Chitti Babu Passes Away - KOLLY TALK". kollytalk.com. Archived from the original on 2014-01-11. Retrieved 2014-07-20.
  3. "Actor Chitti Babu asked to appear in court - The New Indian Express". newindianexpress.com. Archived from the original on 2013-11-09. Retrieved 2014-07-20.
  4. "Actor Chitti Babu passes away". Behindwoods. 8 November 2013.
  5. "Actor Chitti Babu asked to appear in court". The Indian Express. 21 January 2011. Archived from the original on 9 November 2013. Retrieved 6 February 2024.
  6. Meraneed. "Tamil Comedian Chittibabu Passes Away". Archived from the original on 2013-11-09. Retrieved 2014-07-20.
  7. "Tamil Comedian Chitti Babu Dies at 49 | Chitti Babu Dead | Chitti Babu Passed Away | Chitti Babu Died | Tamil Comedian Chitti Babu Dead ~ Speedy Postal". speedypostal.blogspot.in. Retrieved 2014-07-20.

ବାହାର ଲିଙ୍କ୍[ସମ୍ପାଦନା]