ଚରଖାରି ରାଜ୍ୟ
ଚରଖାରି ଇଷ୍ଟେଟ चरखारी रियासत | ||||||
Princely State of British India | ||||||
| ||||||
| ||||||
![]() | ||||||
History | ||||||
• | Established | 1765 | ||||
• | Accession to the Union of India | 1950 | ||||
Area | ||||||
• | 1901 | ୨,୨୭୯ km2 (୮୮୦ sq mi) | ||||
Population | ||||||
• | 1901 | ୧,୨୩,୨୫୪ | ||||
Density | ୫୪.୧ /km2 (୧୪୦.୧ /sq mi) | |||||
![]() {{cite encyclopedia}} : Invalid |ref=harv (help)
|
ଚରଖାରି ଇଷ୍ଟଟ, ବ୍ରିଟିଶ ଶାସନ ସମୟ[୧]ରେ ଏକ ଗଡଜାତ ରାଜ୍ୟ ଥିଲା । ସ୍ୱାଧୀନତା ପରେ ଏହା ଭାରତୀୟ ରାଜ୍ୟ ସମୂହରେ ସାମାର୍ଜିତ ହୋଇ ବର୍ତ୍ତମାନ ଉତ୍ତରପ୍ରଦେଶର ଚରକାୟ ସହର ହିସାବରେ ରହିଛି ।
ଇତିହାସ [ସମ୍ପାଦନା]
1765 ମସିହାରେ ସୌରଭ ସିଂହ ବୁନ୍ଦେଲା ନାମକ ବୁନ୍ଦେଲା ରାଜପୁତଙ୍କଦ୍ୱାରା ସ୍ଥାପିତ ହେଇଥିଲା । ସେ ପାନ୍ନା ରାଜବଂଶ ଜଣେ ବଂଶଜ ଥିଲେ । ଚରଖାଇର ଶେଷ ରାଜା ଜାନୁଆରୀ 1, 1950ରେ ରାଜ୍ୟକୁ ଭାରତୀୟ ରାଜ୍ୟ ସମୂହରେ ସମ୍ମିଳିତ କରିଥିଲେ । [୨]
ଭୌଗୋଳିକ ସ୍ଥିତି ଓ ଜଣ ସଂଖ୍ୟା[ସମ୍ପାଦନା]
1901 ମସିହା ସମୟରେ ଏହାର ଆୟତନ 2,279 ବର୍ଗ କିଲୋମିଟର ରହିଥିଲା । ଏହାର ଜନସଂଖ୍ୟା 113,254 ଥିଲା ଓ ଜନ ଘନତ୍ୱ 54.1 ପ୍ରତି ବର୍ଗ କିଲୋମିଟର ରହିଥିଲା ।
ଶାସକ ସମୂହ [ସମ୍ପାଦନା]
ରାଜା ବିକ୍ରମ ସିଂହଙ୍କ ଅଧୀନରେ ଥିବା ସମୟରେ ଏହା ବ୍ରିଟିଶମାନଙ୍କ କରଡା ରାଜ୍ୟ ରୂପେ ରହିଥିଲା ।[୩]
ରାଜା ସମୂହ [ସମ୍ପାଦନା]
- 1765 - 1782 ଖୁମାନ ସିଂହ
- 1782 - Nov 1829 ବିକ୍ରମଜିତ ସିଂହ
- 1829 - 1860 ରତନ ସିଂହ
- 1860 - 1880 ଯାଇ ସିଂହ ଦେଓ
ମହାରାଜା ସମୂହ [ସମ୍ପାଦନା]
- 1880 - 6 Jul 1908 ମାଲଖାନ ସିଂହ
- 6 Jul 1908 - 1914 ଜୁଇହାର ସିଂହ
- 1914 - 5 Oct 1920 ଗଙ୍ଗା ସିଂହ
- 1920 - 8 Nov 1941 ଅରିମାନ ସିଂହ
- 8 Nov 1941 - 15 Aug 1947 ଯାଏନ୍ଦ୍ର ସିଂହ
ପୁନଶ୍ଚ ପଠନ [ସମ୍ପାଦନା]
- Bundelkhand Agency
- Political integration of India
ଆଧାର [ସମ୍ପାଦନା]
ବାହାର ଲିଙ୍କ [ସମ୍ପାଦନା]
![]() ![]() |
This Indian history-related article is a stub. You can help Wikipedia by expanding it. |