ଚନ୍ଦ୍ରକେତୁଗଡ , କଲିକତା
ଦେଖଣା
Chandraketugarh | |
Chandraketugarh ruins | |
ଅବସ୍ଥାନ | West Bengal, India |
---|---|
ଦିଗବାରେଣି | 22°41′52″N 88°41′18″E / 22.69778°N 88.68833°E |
ପ୍ରକାର | Settlement |
ଇତିହାସ | |
ସ୍ଥାପିତ | 400 BC to 800 BC |
ଅବ୍ୟବହୃତ | 12th century AD |
ଚନ୍ଦ୍ରକେତୁଗଡ, ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାଠାରୁ 35 କିଲୋମିଟର ଦୁରବର୍ତୀ ଏକ ପ୍ରତ୍ନତତ୍ତ୍ୱ ସ୍ଥଳୀ । ଏହା 24 ପ୍ରଗଣା ଜିଲ୍ଲାରେ ଅବସ୍ଥିତ । ଏହା ନିକଟରେ ବେରାଚମ୍ପା ନାମକ ସହର ରହିଛି ଓ ହାରଓୟା ରେଳଷ୍ଟେସନ ମଧ୍ୟ ରହିଛି ।
ଏଠାରେ ବହୁ ବର୍ଷ ଧରି ପ୍ରତ୍ନତତ୍ତ୍ୱ ଖନନ ପରେ ବହୁଳ ପରିମାଣରେ ଏଇତିହାସିକ ସ୍ଥାପତ୍ୟ ମାନଙ୍କ ଭଗ୍ନାବଶେଷ ଉଦ୍ଧାର କର ହେଇଛି । ସେ ସବୁର ଶ୍ରେଣୀ ବିଭାଗ କାର୍ଯ୍ୟ ବର୍ତ୍ତମାନ ଚାଲିଛି ।
ଏଠାରେ ଖ୍ରୀଷ୍ଟ ପୂର୍ବ 400 ମସିହାରୁ 100 ମସିହା ଯାଏ ଚାଲୁଥିବା ଉତ୍ତରାଞ୍ଚଳର ପାଳିସ କରା ବାସନ ଉଦ୍ଧାର ହେଇଥିବାର ଅନୁମାନ କରାଯାଇଥାଏ । ଏଠାରେ ମୌର୍ଯ୍ୟ , କୁଶାଣ ଓ ଗୁପ୍ତ ସମ୍ବ୍ରାଜୀ ସମୟର ବସ୍ତୁ ମଧ୍ୟ ମିଳିଥିନ୍ୱାର କୁହ ଯାଏ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Wari-Bateshwar ruins
- Shunga Empire
ଆଧାର
[ସମ୍ପାଦନା]- Chandraketugarh : A Treasure House of Bengal Terracottas - Enamul Haque. Dhaka, The International Centre for Study of Bengal Art, 2001, 416 p., 678 illustrations including 400 in colour, figures, plates, maps, ISBN 984-8140-02-6. [୧]
- Chandraketugarh : A Lost Civilization - Gourishankar De and Shubhradip De. Kolkata, Sagnik Books, 2004, 109 p., 34 photos, [୨]
ବାହାର ଲିଙ୍କ
[ସମ୍ପାଦନା]- Banglapedia article
- Website concerning Chandraketugarh
- Photos Archived 2008-04-10 at the Wayback Machine.
- Interview with Prof. Archived 2008-04-10 at the Wayback Machine. Joachim K. Bautze Archived 2008-04-10 at the Wayback Machine.
- Timeline of excavation with photos Archived 2017-06-20 at the Wayback Machine.
- collection of relics Archived 2017-04-21 at the Wayback Machine.
- Chandraketugarh Archived 2005-12-22 at the Wayback Machine.
- A plaque of Chandraketugarh
- A travel article on Chandraketugarh by Rangan Datta
- A Travel Article on Archeological Sites near Calcutta by Rangan Datta
- Rangan Datta's Home Page