Jump to content

ଚନ୍ଦ୍ରକାନ୍ତ ପଣ୍ଡିତ

ଉଇକିପିଡ଼ିଆ‌ରୁ

Chandrakant Pandit
ବ୍ୟକ୍ତିଗତ ତଥ୍ୟ
ନାମChandrakant Sitaram "Chad" Pandit
ଜନ୍ମDid not recognize date. Try slightly modifying the date in the first parameter. (age Error: Need valid year, month, day)
Bombay, Maharashtra, India
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାର-
Career statistics
ପ୍ରତିଯୋଗିତା Tests ODIs
ମ୍ୟାଚ ସଂଖ୍ୟା 5 36
ମୋଟ ରନ 171 290
ବ୍ୟାଟିଂ ହାର 24.42 20.71
ଶତକ/ଅର୍ଦ୍ଧଶତକ -/- -/-
ସର୍ବାଧିକ ରନ 39 33*
ବଲ ସଂଖ୍ୟା - -
ଉଇକେଟ - -
ବୋଲିଂ ହାର - -
ଇନିଙ୍ଗସରେ ୫ଟି ଉଇକେଟ - -
ମ୍ୟାଚରେ ୧୦ଟି ଉଇକେଟ - n/a
ସବୁଠୁ ଭଲ ବୋଲିଂ - -
କ୍ୟାଚ/ଷ୍ଟମ୍ପିଙ୍ଗ 14/2 15/15
Source: Cricinfo[୧], 4 February 2006

ଚନ୍ଦ୍ରକାନ୍ତ ସୀତାରାମ ପଣ୍ଡିତ  pronunciation  (ଜନ୍ମ 30 ସେପ୍ଟେମ୍ବର , 1961 ) ଜଣେ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଳି । ସେ ମହାରାଷ୍ଟ୍ରର ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୬ରୁ ୧୯୯୨ ମଧ୍ୟରେ ଭାରତ ପାଇଁ ସେ ୫ ଟେଷ୍ଟ ସହ ୩୬ଟି ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଥିଲେ । 

କ୍ରିକେଟ ଜୀବନ[ସମ୍ପାଦନା]

ଚନ୍ଦ୍ରକାନ୍ତ ପଣ୍ଡିତ ଜଣେ ଷ୍ଟ୍ରୋକ ଖେଳାଳି ଓ ୱିକେଟ କିପର ଭାବରେ ଘରେଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ ପରେ ଜାତୀୟ ଦଳରେ ସ୍ଥାନ ପାଇଥିଲେ । ୮୦ ଦଶକରେ ଭାରତୀୟ ଦଳର ୱିକେଟ କିପର ଶୟଦ କିରିମାନିଙ୍କ ପରେ ତାଙ୍କ ସ୍ଥାନ ଗ୍ରହଣ କରିବାକୁ ଅନେକ ଆଶାୟୀ ବିକେତକିପର ଥିବା ବେଳେ ଚନ୍ଦ୍ରକାନ୍ତ ତାଙ୍କର ଉନ୍ନତ ବ୍ୟାଟିଂ ପାଇଁ ଅଗ୍ରାଧିକାର ପାଇଥିଲେ । କିନ୍ତୁ ସେ ଖେଳିଥିବା ୫ଟି ଟେଷ୍ଟ ମଧ୍ୟରୁ ସେ ୩ଟି କେବଳ ବେଟସମେନ ଭାବରେ ଖେଳିଥିଲେ । କିରଣ ମୋରଙ୍କୁ ସେତେବେଳେ ୱିକେଟ କିପର କରା ଯାଇଥିଲା । ତେବେ ଏକଦିବସୀୟ ଦଳରେ ସେ ୱିକେଟ କିପର-ବେତସମେନ ଭାବରେ ସ୍ଥାନ ପାଇ ୩୫ଟି ମେଚ ଖେଳିଥିଲେ । ମୁମ୍ବାଇ ଦଳ ପାଇଁ ମଧ୍ୟ ସେ ଭଲ ଖେଳି ୨୦୦୩ ଓ ୨୦୦୪ରେ ରଣଜୀ ଟ୍ରଫି ଜିତିବାରେ ମୁଖ୍ୟ ଅବଦାନ ଦେଇଥିଲେ । [୨]


ସକ୍ରିୟ କ୍ରିକେଟରୁ ଅବସର ନେଲା ପରେ ସେ ମୁମ୍ବାଇ ଦଳର କୋଚ ହିସାବରେ କାର୍ଯ୍ୟ କରିଥିଲେ । ସେ ୨୦୧୩ ମସିହା ପାଇଁ ସର୍ବ ଭାରତ ଜୁନିଅର କ୍ରିକେଟ ଚୟନ କମିଟିର ଚେଯାରମେନ ରହିଥିଲେ ।[୩] 


ଆଧାର [ସମ୍ପାଦନା]