ଗ୍ରେଟା ଟୁନବର୍ଗ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗ୍ରେଟା ଟୁନବର୍ଗ

୨୦୧୯ ଅପ୍ରେଲ ମାସରେ ଟୁନବର୍ଗ
Born (2003-01-03) ୩ ଜାନୁଆରୀ ୨୦୦୩ (ବୟସ ୨୧)
ଷ୍ଟକହୋମ, ସୁଇଡେନ
Occupationପରିବେଶକର୍ମୀ
Years active୨୦୧୮–ବର୍ତ୍ତମାନ
Movementପରିବେଶ ପାଇଁ ସ୍କୁଲ ଧାରଣା
Relatives

ଗ୍ରେଟା ଟୁନବର୍ଗ[a] (ଲୁଆ ତ୍ରୁଟି: expandTemplate: template "post-nominals/GBR" does not exist ।; ଜନ୍ମ ୩ ଜାନୁଆରୀ ୨୦୦୩) ପରିବେଶ ପରିବର୍ତ୍ତନରୁ ସୃଷ୍ଟ ବିପଦ ଉପରେ କାର୍ଯ୍ୟ କରୁଥିବା ଏକ ସୁଇଡିସ ପରିବେଶକର୍ମୀ ।

୨୦୧୮ ଅଗଷ୍ଟରେ ୧୫ ବର୍ଷ ବୟସରେ ଟୁନବର୍ଗ ସ୍କୁଲରୁ ସମୟ ବାହାର କରି ସୁଇଡିସ ସଂସଦ ବାହାରେ ଶକ୍ତିଶାଳୀ ପରିବେଶ ପଦକ୍ଷେପ ପାଇଁ ଥିବା ଏକ ସାଇନ ଧରି ଧାରଣା ଦେଇଥିଲେ । ଧୀରେଧୀରେ ଅନ୍ୟାନ୍ୟ ଛାତ୍ରଛାତ୍ରୀ ସେମାନଙ୍କ ନିଜ ସମ୍ପ୍ରଦାୟରେ ଏକା ଧରଣର ପ୍ରତିବାଦ ଆରମ୍ଭ କରିଥିଲେ । ସେମାନେ ମିଳିତ ଭାବେ ଭବିଷ୍ଯତ ପାଇଁ ଫ୍ରାଇଡେସ ଫର ଫ୍ୟୁଚର ନାମକ ଏକ ସ୍କୁଲ ପରିବେଶ ଧାରଣା ଆନ୍ଦୋଳନ ଆୟୋଜନ କରିଥିଲେ । ଟୁନବର୍ଗ ୨୦୧୮ ଇଉନାଇଟେଡ଼ ନେସନ୍ସ କ୍ଲାଇମେଟ ଚେଞ୍ଜ କନଫରେନ୍ସରେ ଭାଷଣ ଦେବାପରେ ଶିକ୍ଷାର୍ଥୀ ଧାରଣାସବୁ ପ୍ରତି ସପ୍ତାହରେ ବିଶ୍ବର କେଉଁଠି ନା କେଉଁଠି ହେବା ଆରମ୍ଭ ହେଲା । ୨୦୧୯ ମସିହାରେ ଅତି କମରେ ଏକ ମିଲିୟନ (୧୦ ଲକ୍ଷ) ଶିକ୍ଷାର୍ଥୀ ଜଡ଼ିତ ଥାଇ ଦୁଇଟି ମିଳିତ ବହୁ-ନଗରୀ ପ୍ରତିବାଦ ହୋଇଥିଲା ।[୧][୨]

ଟୁନବର୍ଗ ଉଭୟ ସାଧାରଣରେ ଓ ରାଜନୀତିକ ନେତା ଏବଂ ସଂସଦରେ ତାଙ୍କର ସିଧାସଳଖ[୩] କେବଳ ତଥ୍ୟଭିତ୍ତିକ କଥା କହିବା[୪] ପାଇଁ ଜଣା । ସେଥିରେ ସେ ଯାହା ପରିବେଶ ସଙ୍କଟ ବୋଲି ବର୍ଣ୍ଣନା କରିଛନ୍ତି ତା' ପାଇଁ ଅବିଳମ୍ବ ପଦକ୍ଷେପର ଆହ୍ବାନ ଦେଇଛନ୍ତି । ଘରେ ଟୁନବର୍ଗ କାର୍ବନ ଫୁଟପ୍ରିଣ୍ଟ କମାଇବା ପାଇଁ ନିଜ ପିତାମାତାଙ୍କୁ ବିମାନଯାତ୍ରାମାଂସ ଖାଇବାରୁ ବିରତ ହେବା ଭଳି ଜୀବନଯାପନ ପସନ୍ଦ କରାଇଛନ୍ତି ।

ଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]

  1. Cohen, Ilana; Heberle, Jacob (19 March 2019). "Youth Demand Climate Action in Global School Strike". Harvard Political Review (in ଇଂରାଜୀ). Archived from the original on 5 July 2019. Retrieved 30 August 2019.
  2. Haynes, Suyin (24 May 2019). "Students From 1,600 Cities Just Walked Out of School to Protest Climate Change. It Could Be Greta Thunberg's Biggest Strike Yet". Time. Archived from the original on 23 July 2019. Retrieved 22 July 2019.
  3. "'Is my English OK?': Greta Thunberg's blunt speech to UK MPs". SBS News (in ଇଂରାଜୀ). 25 April 2019. Archived from the original on 30 August 2019. Retrieved 30 August 2019.
  4. "The Swedish teen holding world leaders accountable for climate change". France 24 (in ଇଂରାଜୀ). 25 January 2019. Archived from the original on 2 September 2019. Retrieved 30 August 2019.