ଗ୍ରେଗୋରି ପାଞ୍ଜି

ଉଇକିପିଡ଼ିଆ‌ରୁ
ଗ୍ରେଗୋରି ପାଞ୍ଜି

ଗ୍ରେଗୋରି ପାଞ୍ଜି ବା ପାଶ୍ଚାତ୍ୟ ପାଞ୍ଜି ବା ଖ୍ରୀଷ୍ଟିଆନ ପାଞ୍ଜି, ବିଶ୍ୱ ସାରା ଚଳୁଥିବା ଏକ ସାମାଜିକ ପାଞ୍ଜି । ଏହା ସମଗ୍ର ବିଶ୍ୱରେ ଏକ ମାନକ ପାଞ୍ଜି ଭାବରେ ଗ୍ରହଣ କରାଯାଇଥାଏ ।[୧][୨][୩]

ଆଧାର[ସମ୍ପାଦନା]

  1. Introduction to Calendars Archived 2011-10-19 at the Wayback Machine. । United States Naval Observatory. Retrieved 15 January 2009.
  2. Calendars Archived 2004-04-01 at the Wayback Machine. by L. E. Doggett. Section 2.
  3. ଆନ୍ତର୍ଜାତିକ ମାନକର ତାରିଖ ଓ ସମୟ ISO 8601 ଗ୍ରେଗୋରି ପାଞ୍ଜି ବ୍ୟବହାର କରିଥାଏ, ଭାଗ ୩.୨.୧.