ଗୌତମ ଗମ୍ଭୀର
ଦେଖଣା
![]() Gambhir at a book launch in 2012. | ||||||||||||||||||||||||||||||||||||||||||||||||||||||||||||||||||
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ଜନ୍ମ | ୧୪ ଅକ୍ଟୋବର ୧୯୮୧ New Delhi, Delhi, India | |||||||||||||||||||||||||||||||||||||||||||||||||||||||||||||||||
| ଡାକ ନାମ | Gauti | |||||||||||||||||||||||||||||||||||||||||||||||||||||||||||||||||
| ଉଚ୍ଚତା | 5 ft 6 in (1.68 m) | |||||||||||||||||||||||||||||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | Left-handed | |||||||||||||||||||||||||||||||||||||||||||||||||||||||||||||||||
| ବୋଲିଂ ପ୍ରକାର | Right-arm leg break | |||||||||||||||||||||||||||||||||||||||||||||||||||||||||||||||||
| ଭୂମିକା | Opening batsman | |||||||||||||||||||||||||||||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap 249) | 3 November 2004 v Australia | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟେଷ୍ଟ | 17 December 2012 v England | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଦିନିକିଆ (cap 149) | 11 April 2003 v Bangladesh | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଦିନିକିଆ | 27 January 2013 v England | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟି୨୦ (cap 12) | 13 September 2007 v Scotland | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟି୨୦ | 28 December 2012 v Pakistan | |||||||||||||||||||||||||||||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| Years | Team | |||||||||||||||||||||||||||||||||||||||||||||||||||||||||||||||||
| 1999/00–present | Delhi | |||||||||||||||||||||||||||||||||||||||||||||||||||||||||||||||||
| 2008–2010 | Delhi Daredevils | |||||||||||||||||||||||||||||||||||||||||||||||||||||||||||||||||
| 2011–present | Kolkata Knight Riders | |||||||||||||||||||||||||||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 13 March 2013 | ||||||||||||||||||||||||||||||||||||||||||||||||||||||||||||||||||
ଗୌତମ ଗମ୍ଭୀର(ଜନ୍ମ ୧୪ ଅକ୍ଟୋବର ୧୯୮୧) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ହେଉଛନ୍ତି ବାମହାତି ବ୍ୟଟ୍ସମ୍ୟାନ । ଦିଲ୍ଲୀ ତରଫରୁ ସେ ଘରୋଇ କ୍ରିକେଟ ଖେଳନ୍ତି । ବର୍ତ୍ତମାନ ସେ କଲିକତା ନାଇଟ ରାଇଡ଼ର ଆଇପିଏଲ ଦଳର ଅଧିନାୟକ । ସେ ହେଉଛନ୍ତି ପ୍ରଥମ ଭାରତୀୟ ଏକ ମାତ୍ର ବ୍ୟଟ୍ସମ୍ୟାନ ଯିଏ କ୍ରମାଗତ ଭାବେ ୫ଟି ଟେଷ୍ଟରେ ଶତକ ମାରିଥିଲେ । ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ କରାଯାଇଥିଲା ।[୧] ସେହି ୨୦୧୯ ମସିହାର ମାର୍ଚ୍ଚ ମାସରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ରାଜନୀତିରେ ପ୍ରବେଶ କରିଥିଲେ ।[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଗମ୍ଭୀର ହେଉଛନ୍ତି ଦୀପକ ଗମ୍ଭୀର ଓ ସୀମା ଗମ୍ଭୀରଙ୍କ ସୁପୁତ୍ର । ଦଶମ ଶ୍ରେଣୀ ସେ ମଡନ ସ୍କୁଲ(ଦିଲ୍ଲୀ)ରୁ ପାସ କରିଥିଲେ । ଗମ୍ଭୀର ସଞ୍ଜୟ ଭାରଦ୍ୱାଜଙ୍କଠାରୁ କୋଚିଙ୍ଗ ନେଇଥିଲେ । ଅକ୍ଟୋବର ୨୦୧୧ରେ ସେ ନତାଶା ଜୈନଙ୍କୁ ବିବାହ କରିଥିଲେ ।
ଆଧାର
[ସମ୍ପାଦନା]- ↑ http://www.dharitri.com/main/news/95946
- ↑ Dharitri. "କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ ସାମିଲ". Dharitri.com (in ଇଂରାଜୀ). Retrieved 2019-03-22.
