ଗୋସାଇକୁଣ୍ଡ

ଉଇକିପିଡ଼ିଆ‌ରୁ
Gosaikunda
Gosaikunda Lake
ଅବସ୍ଥାନRasuwa district
ପ୍ରାଥମିକ ଭିତରଧାରା35 L/s (460 imp gal/min)
ପ୍ରାଥମିକ ବାହାରଧାରା60 L/s (790 imp gal/min)
ନିଷ୍କାସନ କ୍ଷେତ୍ରସ୍ଥ  ଦେଶNepal
କ୍ଷେତ୍ରଫଳ13.8 ha (34 acres)
ପାଣିର ଆୟତନ1,472,000 m3 (52,000,000 cu ft)
ଭୂମି ଉଚ୍ଚତା4,380 m (14,370 ft)

ଗୋସାଇକୁଣ୍ଡ (गोसाइँकुण्ड), ଏକ ମଧୁରଜଲ ହ୍ରଦ ।ଏହା ନେପାଲ ଦେଶର ଲଂଟାଙ୍ଗ ଜାତୀୟ ପାର୍କରେ ଅବସ୍ଥିତ ।  ଏହାର ଭୌଗୋଳିକ ଅବସ୍ଥିତି  28°05′N 85°25′ ଓ ଏହା ସମୁଦ୍ରପତ୍ତାନଠାରୁ 4,380 ମିଟର ଉପରେ ରହିଛି । ଏହାର ଆୟତନ 34 ଏକର ।[୧] ନିକଟରେ ଥିବା ହ୍ରଦ ସମୂହକୁ ନେଇ ସମୁଦାୟ 4 ବର୍ଗ ମାଇଲର ହରଦଞ୍ଚଳକୁ ରାମସର ଅଞ୍ଚଳ କୁହା ଯାଏ । E September 2007.[୨]

ଗ୍ରୀଷ୍ମ କାଳରେ ହ୍ରଦର ବରଫ ତରଲି ତ୍ରିଶୂଳୀ ନଦୀରେ ପ୍ରବାହିତ ହୁଏ ଏହି ଅଞ୍ଚଳରେ ସମୁଦାୟ 108ଟି ହ୍ରଦ ରହିଛି । 

ଧାର୍ମିକ ତାପ୍ତର୍ଜ୍ୟ[ସମ୍ପାଦନା]

ଗୋସାଇକୁଣ୍ଡ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ବିଶେଷ ତପ୍ତର୍ଜ୍ୟ ବହନ କରିଥାଏ । ପୁରାଣ ଅନୁସାରେ ଶିବ ଓ ଗୌଡ଼ିୟଙ୍କ ଆବାସ ସେଠାରେ ରହିଥିଲା । ଭାଗବତ ପୁରାଣ, ବିଷ୍ଣୁ ପୁରାଣ ରାମାୟଣ ଓ ମହାଭାରତରେ ବର୍ଣିତ ହେଇଥିବା ସମୁଦ୍ର ମନ୍ଥନ ସହ ଗୋସାଇକୁଣ୍ଡର ସମ୍ପର୍କ ରହିଛି । ଗଙ୍ଗାଦଶହରା ଓ ଜଣାଇ ପୁରଣିମାରେ ସେଟାକୁ ହଜାର ହଜାର ଯାତ୍ରୀ ଭାରତ ଓ ନେପାଲର ବିଭିନ୍ନ  ଅଞ୍ଚଳରୁ ଯାଇଥାନ୍ତି । କୁହା ଯାଏ ଶିବ ତାଙ୍କର ତ୍ରିଶୂଳ ସେଠାରେ ପକେଇ ଗୋସାଇକୁଣ୍ଡ ନିର୍ମାଣ କାଲେ ଓ ସେହି ଶୀତଳ ଜଲରେ ତାଙ୍କର କାନ୍ଥକୁ ବିଶ ପାନ ପରେ ଶୀତଳ କରିଥିଲେ । .[୩]

View of Gosaikunda in spring

ଗ୍ୟାଲେରି [ସମ୍ପାଦନା]

ଆଧାର [ସମ୍ପାଦନା]

  1. Bhuju, U. R., Shakya, P. R., Basnet, T. B., Shrestha, S. (2007). Nepal Biodiversity Resource Book. Protected Areas, Ramsar Sites, and World Heritage Sites. Archived 2012-03-01 at the Wayback Machine. International Centre for Integrated Mountain Development, Ministry of Environment, Science and Technology, in cooperation with United Nations Environment Programme, Regional Office for Asia and the Pacific. Kathmandu, Nepal. ISBN 978-92-9115-033-5
  2. Bhandari, B. B. (2009). Wise use of Wetlands in Nepal Banko Janakari, Special Issue February 2009: 10–17.
  3. "Ministry of Culture, Tourism and Civil Aviation - Government of Nepal". www.tourism.gov.np. Retrieved 2016-07-31.

ବାହାର ଲିଙ୍କ [ସମ୍ପାଦନା]