ଗେଲେଫୁ ବିମାନ ବନ୍ଦର

Coordinates: 26°52′07″N 090°27′55″E / 26.86861°N 90.46528°E / 26.86861; 90.46528
ଉଇକିପିଡ଼ିଆ‌ରୁ
ଗେଲେଫୁ ବିମାନ ବନ୍ଦର
IATA: GLUICAO: VQGP
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Department of Civil Aviation
ଅବସ୍ଥାନ Gelephu District
ଉଚ୍ଚତା (ସମୁଦ୍ର ଠାରୁ) 984 ft / 300 m
ଦିଗବାରେଣି 26°52′07″N 090°27′55″E / 26.86861°N 90.46528°E / 26.86861; 90.46528
Map
ଗେଲେଫୁ ବିମାନ ବନ୍ଦର is located in Bhutan
ଗେଲେଫୁ ବିମାନ ବନ୍ଦର
ଗେଲେଫୁ ବିମାନ ବନ୍ଦର
Location within Bhutan
ରନବେ
ଦିଗ ଲମ୍ବ ଭୂମି
ft m
11/29 4,921 1,500 Asphalt
[୧][୨]

ଗେଲେଫୁ ବିମାନ ବନ୍ଦର (IATA: GLUICAO: VQGP) iଭୁଟାନର ସରପାଙ୍ଗ ଜିଲ୍ଲାରେ ଅବସ୍ଥିତ ବିମାନ ବନ୍ଦର । ଏହା ଗେଲେଫୁ ସହରରୁ 3 କିଲୋମିଟର ଦୂର ସେମଟେଲିଙ୍ଗ ଗେବୋଗ ମାନକ ଗ୍ରାମରେ ଅବସ୍ଥିତ । ଏହାକୁ 500 ଏକର ବିଶିଷ୍ଟ ସ୍ଥାନରେ ନିର୍ମାଣ ହେଇଥିଲା । କିନ୍ତୁ ଅଦ୍ୟାବଧି ବ୍ୟବହାର ନାହିଁ । 

History[ସମ୍ପାଦନା]

ଏହି ବିମାନ ବନ୍ଦର ଅକ୍ଟୋବର 2012 ମସିହାରେ ଉଦଘାତିତ ହେଇଥିଲା । ,[୩]କିନ୍ତୁ ଭୁଟାନ ସରକାରଙ୍କ ଅନୁମତି ପାଇ ନ ଥିବାରୁ ନିୟମିତ ବିମାନ ଚଳାଚଳ ବ୍ୟବସ୍ଥା ହେଇ ପାରି ନାହି । .[୪] ଏହାକୁ ମୂଳତଃ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଯୋଜନା କଡ଼ାଯାଇଥିଲା , ହେଲେ ତାହା ପରେ ବର୍ଜନ କରାଗଲା । .[୫] ତେବେ ବିଭାଗୀୟ ମାତୃଙ୍କ ଅନୁସାରେ ନୂତନ ଟର୍ମିନାଲ ଭାବନା ନିର୍ମାଣ ହେଲା ପରେ ନିୟମିତ ଚଳାଚଳ ହେବ । [୬] ତେବେ ବାଣିଜ୍ୟିକ ହିସାବରେ ଏହା ସଫଳ ହେବା ନେଇ ସନ୍ଦେହ ବ୍ୟକ୍ତ କରାଯାଏ । [୬]

ବିମାନ ଓ ଗନ୍ତବ୍ୟ [ସମ୍ପାଦନା]

ବିମାନ ସେବା ଗନ୍ତବ୍ୟ 
Druk Air Jakar, Paro[୭]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Transport in Bhutan
  • List of airports in Bhutan

ଆଧାର [ସମ୍ପାଦନା]

  1. "VQGP - Gelephu Domestic Airport - SkyVector". skyvector.com. Retrieved 12 December 2014.
  2. "GeoNames". geonames.org. Retrieved 12 December 2014.
  3. https://www.littlebhutan.com/blogs/gelephu-airport-inaugurated.html
  4. "Gelephu airport – Inaugurated but not 'ready'". KuenselOnline. Retrieved 12 December 2014.
  5. Tenzing Lamsang (9 October 2008). "Gelephu Int'l Airport – Now A Domestic One". Kuensel. Retrieved 12 February 2011.
  6. ୬.୦ ୬.୧ Dorji, Gyalsten (2 January 2015). "Gelphu airport to open next month". KuenselOnline. Retrieved 3 January 2015.
  7. http://airlineroute.net/2016/01/14/kb-glu-dec15/