ଗେମ ଅଫ ଥ୍ରୋନ୍ସ

ଉଇକିପିଡ଼ିଆ ରୁ
Jump to navigation Jump to search
ଗେମ ଅଫ ଥ୍ରୋନ୍ସ
ଫାଇଲ:Game of Thrones.jpg
Genre
ପ୍ରସ୍ତୁତ କର୍ତ୍ତା
ଆଧାର ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର  
by ଜର୍ଜ ଆର. ଆର. ମାର୍ଟିନ
Starring see List of Game of Thrones characters
Theme music composer Ramin Djawadi
Opening theme "Main Title"
Composer(s) Ramin Djawadi
Country of origin United States
Original language(s) English
No. of seasons 7
No. of episodes 67 (list of episodes)
Production
Executive producer(s)
Location(s)
  • Northern Ireland
  • Croatia
  • Iceland
  • Spain
  • Malta
  • Morocco
  • Scotland
  • Canada
  • United States
Running time 50–80 minutes
Production company(s)
  • Television 360
  • Grok! Television
  • Generator Entertainment
  • Startling Television
  • Bighead Littlehead
Distributor Warner Bros. Television Distribution
Release
Picture format 1080i (16:9 HDTV)
Audio format Dolby Digital 5.1
Original release ଅପ୍ରେଲ 17, 2011 (2011-04-17) – present
Chronology
Related shows After the Thrones
Thronecast
External links
Website
Production website

ଗେମ ଅଫ ଥ୍ରୋନ୍ସ (ଇଂରାଜୀ:Game of Thrones, ଓଡ଼ିଆ: ସିଙ୍ଘାସନର ଖେଳ) ହେଉଛି ଡେଭିଡ ବେନୀଅଫ ଓ ଡି.ବି. ୱୈଶଙ୍କଦ୍ୱାରା ନିର୍ମିତ ଆମେରିକୀୟ ଉଦ୍ଭଟ କଳ୍ପନା ଓ ନାଟକ ଯାତୀୟ ଧାରାବାହିକ। ଏହା ଜର୍ଜ ଆର. ଆର. ମାର୍ଟିନଙ୍କରଦ୍ୱାରା ରଚିତ ଉଦ୍ଭଟ କଳ୍ପନା ଉପନ୍ୟାସ ଶୃଙ୍ଖଳା, ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର ଉପରେ ଆଧାରିତ ଅଟେ। ଏହି ଧାରାବାହିକଟି ର ପ୍ରସାରଣ ତା - ୧୭.୦୪.୨୦୧୧ - ରିଖ ରେ ଏଚବିଓ ଚ୍ୟାନେଲରେ ଆରମ୍ବ ହୋଇଥିଲା । ଏହାର ସପ୍ତମ ଋତୁ ତା - ୨୭.୦୮.୨୦୧୭ - ରିଖରେ ଉଦ୍ଜାପିତ ହୋଇଥିଲା । ଏହି ଧାରାବାହିକ ଶୃଙ୍ଖଳାର ଉଦ୍ଜାପନିୟ ଅଷ୍ଟମ ଋତୁ ୨୦୧୯ରେ ପ୍ରସାରିତ ହେବ।[୧][୨]

ୱେଷ୍ଟେରୋସ୍ ଓ ଏସୋସ୍ ନାମକ କାଳ୍ପନିକ ମହାଦେଶରେ ରଚିତ, ଗେମ ଅଫ ଥ୍ରୋନ୍ସ ରେ ଅନେକ କଥାନକ ଏବଂ କଳାକାର ସମୂହ ଅଛନ୍ତି। ଏ ମଧ୍ୟରୁ ତିନଟି ଗଳ୍ପ ଧାରା ପ୍ରମୁଖ। ପ୍ରଥମ ଗଳ୍ପ ଧାରା ଟିର କେନ୍ଦ୍ର ବିନ୍ଦୁ ଅଟେ 'ସାତ ଗୋଟି ରାଜ୍ୟ'ର ଏକ 'ଲୌହ ସିଙ୍ଘାସନ' । ଏଥିରେ ଅନେକ ରାଜ ପରିବାରମାନଙ୍କ ମଧ୍ୟର ସମ୍ବନ୍ଧ ଓ ଶତୃତାର କାହାଣି ବର୍ଣ୍ଣିତ, ଯୋଉଥିରେ ସେମାନେ ଲୌହ ସିଙ୍ଘାସନ ପାଇବା ପାଇଁ ଅଥବା ତା'ଠାରୁ ସ୍ୱାଧିନ ହେବା ପାଇଁ ନିରନ୍ତର ଚେଷ୍ଟିତ। ଦ୍ୱିତିୟ ଗଳ୍ପ ଧାରାଟି କେନ୍ଦ୍ରିତ ଅଟେ ମହାଦେଶର ପୂର୍ବତନ ବିତାଡ଼ିତ ଶାସକ ପରିବାରର ଶେଷ ମୁଣ୍ଡ ଓ ତାଙ୍କ ଶାସନ ଫେରି ପାଇବାର ସଙ୍ଗ୍ରାମ ଉପରେ। ତୃତୀୟ ଗଳ୍ପ ଧାରାଟି କେନ୍ଦ୍ରିତ ପ୍ରାଚୀନ କାଳରୁ ଥିବା ଭାତୃସଙ୍ଘ ଏବଂ ସେମାନଙ୍କ ଉପରେ ଥିବା ଦାୟିତ୍ୱ ଉପରେ। ସେମାନଙ୍କ ଦାୟିତ୍ୱ ହେଲା ମହାଦେଶକୁ ରକ୍ଷା କରିବା  ସୁଦୂର ଉତ୍ତରରୁ ଆସୁଥିବା ନୃଶଂସ ବ୍ୟକ୍ତି ଓ ଜୀବ ମାନଙ୍କ ପ୍ରାଚୀନ ଖଳ ଶକ୍ତି ଠାରୁ।

ଆଧାର[ସମ୍ପାଦନା]

  1. Hibberd, James (June 2, 2017). "Game of Thrones: HBO clarifies prequels, final seasons plan". Entertainment Weekly. Archived from the original on June 2, 2017. Retrieved June 2, 2017. 
  2. "Game of Thrones Will Return in 2019". HBO. Retrieved January 4, 2018.