ଗେମ ଅଫ ଥ୍ରୋନ୍ସ

ଉଇକିପିଡ଼ିଆ‌ରୁ
ଗେମ ଅଫ ଥ୍ରୋନ୍ସ
ଫାଇଲ:Game of Thrones.jpg
ଶୈଳୀ
ପ୍ରସ୍ତୁତ କର୍ତ୍ତା
ଆଧାରଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର  
by ଜର୍ଜ ଆର. ଆର. ମାର୍ଟିନ
କଳାକାରsee List of Game of Thrones characters
Theme music composerRamin Djawadi
Opening theme"Main Title"
Composer(s)Ramin Djawadi
ଦେଶUnited States
ମୂଳ ଭାଷାEnglish
ଭାସଗ seasons7
ଅଧ୍ୟାୟ ସଂଖ୍ୟା67 (list of episodes)
Production
Executive ପ୍ରଯୋଜକ
ସ୍ଥାନ
  • Northern Ireland
  • Croatia
  • Iceland
  • Spain
  • Malta
  • Morocco
  • Scotland
  • Canada
  • United States
Running time50–80 minutes
Production company(s)
  • Television 360
  • Grok! Television
  • Generator Entertainment
  • Startling Television
  • Bighead Littlehead
DistributorWarner Bros. Television Distribution
Release
Picture format1080i (16:9 HDTV)
Audio formatDolby Digital 5.1
ମୁକ୍ତିଲାଭ ତାରିଖଅପ୍ରେଲ 17, 2011 (2011-04-17) – present
Chronology
Related showsAfter the Thrones
Thronecast
External links
Website
Production website

ଗେମ ଅଫ ଥ୍ରୋନ୍ସ (English: Game of Thrones) ହେଉଛି ଡେଭିଡ ବେନୀଅଫ ଏବଂ ଡି.ବି. ୱୈଶଙ୍କଦ୍ୱାରା ନିର୍ମିତ ଆମେରିକୀୟ କାଳ୍ପନିକ ଓ ନାଟକ ଜାତୀୟ ଧାରାବାହିକ । ଏହା ଜର୍ଜ ଆର. ଆର. ମାର୍ଟିନଙ୍କରଦ୍ୱାରା ରଚିତ କାଳ୍ପନିକ ଉପନ୍ୟାସ ଶୃଙ୍ଖଳା, ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର ଉପରେ ଆଧାରିତ ଅଟେ । ଏହି ଧାରାବାହିକଟିର ପ୍ରସାରଣ ୧୭ ଏପ୍ରିଲ ୨୦୧୧ ତାରିଖରେ ଏଚବିଓ ଚ୍ୟାନେଲରେ ଆରମ୍ବ ହୋଇଥିଲା । ଏହାର ସପ୍ତମ ଋତୁ ପ୍ରସାରିତ ହେବା ୨୭ ଅଗଷ୍ଟ ୨୦୧୭ ତାରିଖରେ ଉଦଯାପିତ ହୋଇଥିଲା । ଏହି ଧାରାବାହିକ ଶୃଙ୍ଖଳାର ଶେଷ, ଅଷ୍ଟମ ଋତୁଟି ଏପ୍ରିଲ ୧୪, ୨୦୧୯ରୁ ପ୍ରସାରଣ ଆରମ୍ଭ ହୋଇ ୧୯ ମଇ ୨୦୧୯ ତାରିଖରେ ସମାପ୍ତ ହୋଇଥିଲା ।[୧][୨][୩]

ୱେଷ୍ଟେରୋସ୍ ଓ ଏସୋସ୍ ନାମକ କାଳ୍ପନିକ ମହାଦେଶରେ ରଚିତ, ଗେମ ଅଫ ଥ୍ରୋନ୍ସରେ ଅନେକ କଥାନକ ଏବଂ କଳାକାର ସମୂହ ଅଛନ୍ତି । ଏ ମଧ୍ୟରୁ ତିନଟି ଗଳ୍ପ ଧାରା ପ୍ରମୁଖ । ପ୍ରଥମ ଗଳ୍ପ ଧାରାଟିର କେନ୍ଦ୍ର ବିନ୍ଦୁ ଅଟେ 'ସାତ ଗୋଟି ରାଜ୍ୟ'ର ଏକ 'ଲୌହ ସିଂହାସନ' । ଏଥିରେ ଅନେକ ରାଜ ପରିବାରମାନଙ୍କ ମଧ୍ୟର ସମ୍ବନ୍ଧ ଓ ଶତୃତାର କାହାଣି ବର୍ଣ୍ଣିତ, ଯୋଉଥିରେ ସେମାନେ ଲୌହ ସିଙ୍ଘାସନ ପାଇବା ପାଇଁ ଅଥବା ତା'ଠାରୁ ସ୍ୱାଧୀନ ହେବା ପାଇଁ ନିରନ୍ତର ଚେଷ୍ଟିତ । ଦ୍ୱିତିୟ ଗଳ୍ପ ଧାରାଟି କେନ୍ଦ୍ରିତ ଅଟେ ମହାଦେଶର ପୂର୍ବତନ ବିତାଡ଼ିତ ଶାସକ ପରିବାରର ଶେଷ ମୁଣ୍ଡ ଓ ତାଙ୍କ ଶାସନ ଫେରି ପାଇବାର ସଙ୍ଗ୍ରାମ ଉପରେ । ତୃତୀୟ ଗଳ୍ପ ଧାରାଟି ପ୍ରାଚୀନ କାଳରୁ ଥିବା ଭାତୃସଙ୍ଘ ଏବଂ ସେମାନଙ୍କ ଉପରେ ଥିବା ଦାୟିତ୍ୱ ଉପରେ କେନ୍ଦ୍ରିତ । ସୁଦୂର ଉତ୍ତରରୁ ଆସୁଥିବା ନୃଶଂସ ବ୍ୟକ୍ତି ଓ ଜୀବମାନଙ୍କ ପ୍ରାଚୀନ ଖଳ ଶକ୍ତିଠାରୁ ମହାଦେଶକୁ ରକ୍ଷା କରିବା ସେମାନଙ୍କ ଦାୟିତ୍ୱ ।

ଅବଲୋକନ[ସମ୍ପାଦନା]

ଏହି ଧାରାବାହିକଟି ମାର୍ଟିନଙ୍କର ଉପନ୍ୟାସ ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର ଶୃଙ୍ଖଳା ଉପରେ ପର୍ଯ୍ୟବସିତ ଥିଲା । କିନ୍ତୁ ନୂତନ ଅଧ୍ୟାୟଗୁଡ଼ିକପାଇଁ କାହାଣୀ ନୂତନରୂପେ ଲେଖାଯାଇଥିଲା ।

ଅଭିନୟ[ସମ୍ପାଦନା]

ଏହି ଧାରାବାହିକରେ ଅଭିନୟ କରୁଥିବା ପୀଟର ଡିଙ୍କଲେଜ ୨୦୧୧, ୨୦୧୫ ଏବଂ ୨୦୧୮ରେ ଶ୍ରେଷ୍ଠ ସହ-କଳାକାର ଭାବରେ ଏମୀ ପୁରସ୍କାର ଜିତିଥିଲେ ।[୪]

ଦର୍ଶକ ସଂଖ୍ୟା[ସମ୍ପାଦନା]

ଯୁକ୍ତରାଜ୍ୟରେ ଏହି ଧାରାବାହିକଟି ଦର୍ଶକ ସଂଖ୍ୟାରେ ରେକର୍ଡ଼ ସୃଷ୍ଟି କରିଥିଲା । ହାରାହାରି ୫୦ ଲକ୍ଷ ଲୋକ ଏହାକୁ ୨୦୧୬ ମସିହାରେ ଦେଖିଥିଲେ [୫] ଏବଂ ଅଷ୍ଟ୍ରେଲିଆରେ ପାଖାପାଖି ୧୨ ଲକ୍ଷ ଲୋକ ଦେଖିଥିଲେ ।[୬]

Game of Thrones: U.S. viewers per episode (millions)
SeasonEpisode numberAverage
12345678910
12.222.202.442.452.582.442.402.722.663.042.52
23.863.763.773.653.903.883.693.863.384.203.80
34.374.274.724.875.355.504.845.135.225.394.97
46.646.316.596.957.166.407.207.176.957.096.84
58.006.816.716.826.566.245.407.017.148.116.88
67.947.297.287.827.896.717.807.607.668.897.69
710.119.279.2510.1710.7210.2412.07N/A10.26
Audience measurement performed by Nielsen Media Research.[୭]

ଆଧାର[ସମ୍ପାଦନା]

  1. Hibberd, James (ଜୁନ 2, 2017). "Game of Thrones: HBO clarifies prequels, final seasons plan". Entertainment Weekly. Archived from the original on ଜୁନ 2, 2017. Retrieved ଜୁନ 2, 2017.
  2. "Game of Thrones Will Return in 2019". HBO. Archived from the original on January 4, 2018. Retrieved January 4, 2018.
  3. "Game of Thrones - Season 8 Returns in 2019". HBO (in ଇଂରାଜୀ). Archived from the original on 2018-01-04. Retrieved 2019-02-06.
  4. Mitovich, Matt Webb; Mitovich, Matt Webb (2018-09-18). "Emmys: Mrs. Maisel, Versace, Barry and Game of Thrones Among Big Winners". TVLine (in ଇଂରାଜୀ). Retrieved 2019-04-07.
  5. Plunkett, John (July 6, 2016). "Game of Thrones most popular Sky series ever with 5m viewers". The Guardian. Archived from the original on September 10, 2016. Retrieved July 6, 2016.
  6. Idato, Michael (June 29, 2016). "Game of Thrones season six finale sets Australian audience record for Foxtel". The Sydney Morning Herald. Archived from the original on July 2, 2016. Retrieved July 6, 2016.
  7. For the first season (excluding the average ratings), see "Updated: 'Game of Thrones' Ratings: Season One". TV by the Numbers. June 19, 2011. Archived from the original on July 26, 2017. Retrieved July 26, 2017.

    For the second season and the average ratings of the first season, see "Game of Thrones: Season Two Ratings". TV Series Finale. June 11, 2012. Archived from the original on September 1, 2016. Retrieved April 18, 2016.


    For the third season, see "Game of Thrones: Season Three Ratings". TV Series Finale. June 12, 2013. Archived from the original on September 1, 2016. Retrieved April 18, 2016.


    For the fourth season, see "Game of Thrones: Season Four Ratings". TV Series Finale. June 18, 2014. Archived from the original on September 1, 2016. Retrieved April 18, 2016.


    For the fifth season, see "Game of Thrones: Season Five Ratings". TV Series Finale. June 16, 2015. Archived from the original on September 1, 2016. Retrieved April 18, 2016.


    For the sixth season, see "Game of Thrones: Season Six Ratings". TV Series Finale. June 28, 2016. Archived from the original on September 1, 2016. Retrieved April 24, 2016.


    For the seventh season, see "Game of Thrones: Season Seven Ratings". TV Series Finale. August 29, 2017. Archived from the original on September 16, 2017. Retrieved August 29, 2017.