ଗୁସ୍ତାଭ କ୍ଲିମତ
Appearance
ଗୁସ୍ତାଭ କ୍ଲିମତ୍ | |
---|---|
ଜନ୍ମ ନାଆଁ | ଗୁସ୍ତାଭ କ୍ଲିମତ୍ |
ଜନ୍ମ | ଜୁଲାଇ ୧୪, ୧୮୬୨ ଭିଏନ୍ନା, ଅଷ୍ଟ୍ରିଆ |
ମୃତ୍ୟୁ | ୬ ଫେବୃଆରୀ ୧୯୧୮ ଭିଏନ୍ନା | (ବୟସ ୫୫)
ଜାତୀୟତା | ଅଷ୍ଟ୍ରୀୟ |
ବିଭାଗ | ଚିତ୍ରାଙ୍କନ |
ଆନ୍ଦୋଳନ | ପ୍ରତୀକବାଦ |
କାହାକୁ ପ୍ରଭାବିତ କରିଥିଲେ | ଇଗନ୍ ସ୍କିଏଲ୍ |
ଗୁସ୍ତାଭ କ୍ଲିମତ୍ (ଜୁଲାଇ ୧୪, ୧୮୬୨– ଫେବୃୟାରୀ ୬, ୧୯୧୮) ଜଣେ ଅଷ୍ଟ୍ରୀୟ ପ୍ରତୀକବାଦ ଚିତ୍ରଶିଳ୍ପୀ ଓ ଭିଏନ୍ନା ଅପସାରଣ ଆନ୍ଦୋଳନର ଜଣେ ଉଲ୍ଲେଖନୀୟ ସଦସ୍ୟ ଥିଲେ । ସେ ସାଧାରଣତଃ ମହିଳାଙ୍କ ଶରୀର ଆଧାରରେ ଚିତ୍ର ଆଙ୍କୁଥିଲେ ।
ଗ୍ୟାଲେରି
[ସମ୍ପାଦନା]-
ଫିଲୋସଫି ୧୮୯୯-୧୯୦୭
-
ମେଡିସିନ୍ ୧୮୯୯-୧୯୦୭
-
ଜୁରିସ୍ପ୍ରୁଡେନ୍ସ୍ ୧୮୯୯-୧୯୦୭
-
ଜୁଡ଼ିଥ୍
-
ହର୍ମିନ୍ ଗାଲିଆଙ୍କ ଚିତ୍ର, ୧୯୦୪
-
ମହିଳାଙ୍କ ତିନି ବୟସସ୍ତର ୧୯୦୫
-
ଡାନି
-
ହୋପେଲ୍ ୧୯୦୭-୧୯୦୮
-
ମାଡା ପ୍ରିମାଭେସି ୧୯୧୨
-
ଏକ ପାର୍କ୍ର ଦୃଶ୍ୟ
-
ମ୍ୟୁଲର୍ ସେଣ୍ଟାଡା
-
ବନ୍ଧୁଗଣ ୧୯୧୬-୧୯୧୭
ବାହାର ଲିଙ୍କ୍
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଗୁସ୍ତାଭ କ୍ଲିମତ
ବାବଦରେ ମାଧ୍ୟମ ରହିଛି ।
- 150 years from Gustav Klimt birth
- "Adele's Wish" Documentary film on the Bloch-Bauer court case (Republic of Austria v. Altmann)
- Gallery of works by Gustav Klimt at Zeno.org (ଜର୍ମାନ)
- Biography of Gustav Klimt Archived 2011-07-16 at the Wayback Machine. Biography of Gustav Klimt
- iKlimt.com
- The Bloch-Bauer court case
- Google logo for Gustav Klimt Source[permanent dead link]
- Web Museum Klimt page
- ଇଣ୍ଟରନେଟ ମୁଭି ଡାଟାବେସରେ Klimt Film
- High resolution Klimt gallery
- Klimt 2012[permanent dead link] Exhibitions in Vienna, Austria
- Klimt - Painter of Women at cosmopolis.ch Archived 2012-12-05 at archive.ph Error: unknown archive URL