ଗୁରୁ ଗୋବିନ୍ଦ ସିଂହ ଷ୍ଟାଡିୟମ
ଦେଖଣା
GGS stadium during 2014 Kabaddi World Cup | |
| Location | Jalandhar, India |
|---|---|
| Owner | Jalandhar City |
| Capacity | 22,000[୧] |
| Opened | 1971 |
| Tenants | |
| 2001 National Games of India JCT FC (1971 - 2011) | |
ଗୁରୁ ଗୋବିନ୍ଦ ସିଂହ ଷ୍ଟାଡିୟମ , ଭାରତୀୟ ରାଜ୍ୟ ପଞ୍ଜାବର ଜଲନ୍ଧରଠାରେ ଥିବା ଏକ ବହୁମୂଖୀ ବ୍ୟବହାର ଯୋଗ୍ୟ ଷ୍ଟାଡିୟମ । ଏହାର ଦର୍ଶକ ବସିବା କ୍ଷ୍ଶ୍ୟାମତା 22,000 ଓ ଏଠାରେ JCT ଫୁଟବଲ ଟୁର୍ଣାମେଣ୍ଟ ହେଇଥାଏ । .[୨]
ଇତିହାସ
[ସମ୍ପାଦନା]ବିଶେଷ ଭାବରେ ସ୍ଥାନୀୟ ଲୋକଙ୍କ ବ୍ୟବହାରରେ ଆସୁଥିବା ଏହି ଷ୍ଟାଡିୟମରେ ଦୌଡ , ଫୁଟବଲ , କବଡ୍ଡି ଆଦି ଖେଳା ଯାଇଥାଏ । ଏଠାରେ ମିଉଜିକ ଶୋ , ସଭା ମଧ୍ୟ ହେଇଥାଏ ।
ଷ୍ଟାଡିୟମରେ ରାତ୍ରିକାଳରେ ଖେଳିବା ପାଇଁ ଫ୍ଲୋଡ ଲାଇଟର ବ୍ୟବସ୍ଥା ମଧ୍ୟ ରହିଛି । ଏହାର ଏକ ମାଧ୍ୟମ ଧାରଣର ପାର୍କିଂ ସ୍ଥଳ ମଧ୍ୟ ରହିଛି ।
ଉପଲବ୍ଧ ସୁବିଧା ସମୂହ
[ସମ୍ପାଦନା]- ପୂର୍ଣ ସକ୍ଷମ ଫ୍ଲୋଡ ଲାଇଟ
- ଡ୍ରେସିଂ ରୁମ, ଚେଙ୍ଗିଙ୍ଗ ରୁମ , ରେଫରିଙ୍କ ରୁମ , ପ୍ରଶାସନିକ ଭବନ
- ଗେଷ୍ଟ ହଉସ
- ମେଡ଼ିଆ କକ୍ଷ୍ୟ ସମସ୍ତ ସୁବିଧା ଥାଇ
- କୋନଫରେନ୍ସ ହଲ
- ଚିକିସ୍ଥା କକ୍ଷ୍ୟ
- ପାର୍କିଂ ସ୍ଥଳ