ଗୁରୁଦ୍ୱାରା ହାଣ୍ଡି ସାହିବ
ଦେଖଣା
| Gurdwara Handi Sahib | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| Location | |
| ସ୍ଥାନ | Danapur, Patna |
| State | Bihar |
| Country | India |
| Architecture | |
| Type | Gurdwara |
| unknown | |
ଗୁରୁଦ୍ୱାରା ହାଣ୍ଡି ସାହିବ... , ଭାରତୀୟ ରାଜ୍ୟ ବିହାରର ଦନାପୁରଠାରେ ଏକ ସେନାଆବାସ ବା କେଣ୍ଟନମେଣ୍ଟ ଅଞ୍ଚଳରେ ଅବସ୍ଥିତ ଏକ ଗୁରୁଦ୍ୱାରା । ଏପ୍ରିଲ 1670 ମସିହାରେ ଶିଖ ଗୁରୁ ତେଘ ବାହାଦୁର ତାଙ୍କର ପରିବାରକୁ ପାଟଣାଠାରେ ଛାଡି ପଞ୍ଜାବ ଫେରିଥିଲେ । ତାଙ୍କ ପରିବାର ପାଟଣା ଛାଡି ଗଲା ବେଳେ ଏଠାରେ ରହଣି କରିଥିଲେ । ଜଣେ ବୃଦ୍ଧା ମହିଳା ସେମାନକୁ ଏକ ହାଣ୍ଡିରେ ଖେଚୁଡି କରି ଖାଇବାକୁ ଦେଇଥିଲେ । ସେଠାରେ ପରେ ଏକ ଗୁରୁଦ୍ୱାରା ନିର୍ମିତ ହେଲା ପରେ ସେହି ସ୍ମୃତି ଅନୁସାରେ ତାହାକୁ ଗୁରୁଦ୍ୱାରା ହାଣ୍ଡି ସାହିବ କୁହାଯାଇଥିଲା ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Takht Sri Harmandir Sahib
- Akal Takht
- Takht Sri Keshgarh Sahib
- Takht Sri Damdama Sahib
- Takht Sri Hazur Sahib
- Sri Dasam Granth Archived 2008-03-08 at the Wayback Machine.,The Sri Dasam Granth Sahib website