ଗୁରୁଦ୍ୱାରା ଗୋବିନ୍ଦ ଘାଟ
ଦେଖଣା
| Gurdwara Gobind Ghat | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| Location | |
| ସ୍ଥାନ | Patna |
| State | Bihar |
| Country | India |
| Architecture | |
| Type | Gurdwara |
| unknown | |
ଗୁରୁଦ୍ୱାରା ଶ୍ରୀ ଗୋବିନ୍ଦ ସିଂହ ଘାଟ ଭାରତୀୟ ରାଜ୍ୟ ବିହାରର ରାଜଧାନୀ ସହର ପାଟଣାର ଗଙ୍ଗା ନଦୀ ଟିରରେ ତଖତ ଶ୍ରୀ [ପାଟଣା ସାହିବଠାରୁ ମାତ୍ର 200 ମିଟର ଦୂରରେ ଅବସ୍ଥିତ । ଏଠାରେ ତରୁଣା ଗୁରୁ ଗୋବିନ୍ଦ ସିଂହ ନଦୀରେ ତାଙ୍କର କଙ୍ଗନ ( bangle) ଫିଙ୍ଗି ଦେଇଥିଲେ । ଏହି ଘାଟଠାରେ ଗୁରୁ ଗୋବିନ୍ଦ ଶିଘ ରାମଙ୍କ ଭକ୍ତ ପଣ୍ଡିତ ଶିବ ଦତ୍ତଙ୍କୁ ମାନଶୀକ ଶାନ୍ତି ପ୍ରଦାନର ଆଶୀର୍ବାଦ ଦେଇଥିଲେ ।
ଏହି ଘାଟ ନିକଟରେ ତରୁଣା ଗୁରୁ ଗୋବିନ୍ଦ ସିଂହ ତାଙ୍କର ସହଚର ମାନଙ୍କ ସହ କ୍ରୀଡାରତ ରହୁଥିଲେ । ବର୍ତ୍ତମାନ ଏହି ଘାଟ ନିକଟରୁ ଜଳ ଦୂରକୁ ଅପସାରଣ ହେଇଯାଇଥିବାରୁ ସେହି ସ୍ଥାନ ଶୁଖିଲା ରହିଛି ।
ନୋଟ
[ସମ୍ପାଦନା]- ଏହାକୁ କଙ୍ଗନ ଘାଟ ବୋଲି ମଧ୍ୟ କୁହାଯାଏ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Akal Takht
- Takht Sri Keshgarh Sahib
- Takht Sri Damdama Sahib
- Hazur Sahib Nanded
- Sri Dasam Granth Archived 2008-03-08 at the Wayback Machine.,The Sri Dasam Granth Sahib website