ଗୁଗୁଲ ପ୍ଲେ ସେବା ସମୂହ

ଉଇକିପିଡ଼ିଆ‌ରୁ

ଗୁଗୁଲ ପ୍ଲେ ସେବା , ଏକ ପ୍ରଚ୍ଛଦ ସେବା ଏନେବଙ୍ଗ ଅନ୍ଦ୍ରୋଇଡ ଫୋନ ବା ସେହି ଧାରଣର ଉପକରଣ ପାଇଁ ସଫ୍ଟୱେର ଯୋଗାଣ କାରୀ  ସେବା .[୧] ଏହି ସେବା ପ୍ରଥମେ ୨୦୧୨ରେ ଆରମ୍ଭ ହେଇଥିଲା । ପ୍ରଥମେ ଗୁଗୁଲ+ ନାମକ ସେବା ସାନୁହ ପ୍ରଦାନ କରିଥିବା ଏହି ଗୁଗୁଲ ପ୍ଲେ ବର୍ତ୍ତମାନ କ୍ରମବର୍ଦ୍ଧିସ୍ତୁ ଅପପ୍ଲିକେସନ ଅବଶ୍ୟକତା  ହେତୁ ହଜାର ହଜାର ଅପପ୍ଲିକେସନ ଉପଲବ୍ଘ କରାଇଥାଏ । .[୨] ଜାନୁୟାରୀ , ୨୦୧୪ ସୁଦ୍ଧା ଏହାଦ୍ୱାରା ବ୍ୟବହାରକାରୀ ମାନଙ୍କଦ୍ୱାରା ୧ ବିଲିୟନ ( ୧୦ କୋଟି ) ଥର ବ୍ୟବହାର କରାଯାଇଥିବାର ପ୍ରକାଶ । .[୩]

ଫାଇଲ:ଗୁଗୁଲ ପ୍ଲେ ସେବାର ସ୍କ୍ରିନ ଶଟ.png
ଗୁଗୁଲ ପ୍ଲେ ସେବା ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ବିବରଣୀ

ଅନ୍ତର୍ଭୁକ୍ତ ବିଶିଷ୍ଟ ଉପକରଣ ସବୁ [ସମ୍ପାଦନା]

ଗୁଗୁଲ ପ୍ଲେ ଖେଳ ସେବା [ସମ୍ପାଦନା]

ଗୁଗୁଲ +[ସମ୍ପାଦନା]

ଏହି ପ୍ଲ୍ଯାଟଫର୍ମ ବ୍ୟବହାର କରି ବ୍ୟବହାରକର୍ତା ଥରେ ପଞ୍ଜୀକୃତ ହେଲା ପରେ ଏହାର ବିଭିନ୍ନ ସୁବିଧା ସବୁକୁ ବ୍ୟବହାର କରି ପରେ ଓ ଏହାଦ୍ୱାରା ଲେଖା , ଛବି ଇତ୍ୟାଦି ଅନନ୍ୟ ସାଇଟ ବା ବନ୍ଧୁ ମାନଙ୍କ ସହ ସହଜରେ ଶେୟାର କରି ପଡ଼ିଥାଏ । 

ଗୁଗୁଲ ମ୍ୟାପ [ସମ୍ପାଦନା]

ଏହା ଏକ ବହୁ ଉପଯୋଗୀ ସେବା । ଏହି ମ୍ୟାପଦ୍ୱାରା ପୃଥିବୀର ଯେ କୌଣସି ସ୍ଥାନର ସଟେଲାଇଟ ଚିତ୍ରଦ୍ୱାରା ଦେଖି ହେବା ସହ ରାସ୍ତା ଘାଟ ବ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯିବାର ମାର୍ଗଦର୍ଶନ ମଧ୍ୟ ମୋବାଇଲ ସ୍କ୍ରିନରେ ଉପଲବ୍ଧ ହେଇଥାଏ । 

ଗୁଗୁଲ ଡ୍ରାଇଭ[ସମ୍ପାଦନା]

ଗୁଗୁଲ ଡ୍ରାଇଭ ପଞ୍ଜୀକୃତ ବ୍ୟବହାର କରିଙ୍କୁ ନେଟୱର୍କରେ ଏକ ସ୍ଥାନ ଦେଇଥାଏ। ଏଠାରେ ବ୍ୟବହାର କରି ନିଜର ଦରକାରୀ ଦଲିଲ , ତଥ୍ୟ , ଫଟୋ ଇତ୍ୟାଦି ସାଇତି ରଖିପାରେ । ତାହାଦ୍ୱାରା ତାକୁ ସେ ପୃଥିବୀର ଯେ କୌଣସି ସ୍ଥାନରେ ଥିଲେ ମଧ୍ୟ ଉପଲବ୍ଧ କରି ପଡ଼ିଥାଏ । ଏସବୁ ତଥ୍ୟ ଇଲେକ୍ଟ୍ରୋନିକ ଆକାରରେ ଥିବାରୁ ନଷ୍ଟ ହେଇଯିବାର ସମ୍ଭାବନା ନ ଥାଏ । 

ବିଜ୍ଞାପନ [ସମ୍ପାଦନା]

ଗୁଗୁଲ ମୋବାଇଲ ବିଜ୍ଞାପନ ସେବା ବିଭିନ୍ନ ଆପ୍ଲିକେସନ ଜରିଆରେ ବିଭିନ୍ନ ଦ୍ରବ୍ଯ ବା ବିଷୟ ଉପରେ ଲୋକଙ୍କୁ ଜଣାଇବାରେ ସାହାଯ୍ୟ କରିଥାଏ। 

ୱାଲେଟ[ସମ୍ପାଦନା]

ଅନଲାଇନ ମାଧ୍ୟମରେ କିଣା କିଣି କରିବାକୁ ଗୁଗୁଲ ପକ୍ଷୀରୁ ପଞ୍ଜୀକୃତ ବ୍ୟବହାର କରିବକା ପାଇଁ ୱାଲେଟର ବ୍ୟବସ୍ଥା କରିଛି । ଏଥିରେ ବ୍ୟବହାର କରି ଆଗରୁ କିଛି ଅର୍ଥ ଜମା କରି ରାଖୀ ପାରିବେ ଓ ଅନଲାଇନରେ କିଣା କିଣି ବେଳେ ସେଥିରୁ ସିଧା ସଳଖ ଟ୍ରାନ୍ସଫର ଜରିଆରେ ସହଜରେ ଯେ କାଉନଶୀ ସ୍ଥାନରେ ମୋବାଇଲଦ୍ୱାରା କରି ପାରିବେ । .[୪]

ଇତିହାସ [ସମ୍ପାଦନା]

  • Version 1.0 was released on September 26, 2012.[୫]
  • Version 3.1 was released on May 16, 2013.[୬]
  • Version 3.2 was released on August 20, 2013.[୭]
  • Version 4.0 was released on October 31, 2013.[୮]
  • Version 4.1 was released on January 9, 2014.[୯]
  • Version 4.2 was released on February 3, 2014.[୧୦]
  • Version 4.3 was released on March 17, 2014.[୧୧]
  • Version 4.4 was released on May 7, 2014.[୧୨]
  • Version 5.0 was released on June 25, 2014 with rollout finishing on July 2, 2014.[୧୩][୧୪]
  • Version 6.1 was released on September 16, 2014.[୧୫]
  • Version 6.5 was released on November 17, 2014.[୧୬]
  • Version 7.0 was released on March 2, 2015.[୧୭]
  • Version 8.0 was released on August 28, 2015.
  • Version 8.3 was released on November 5, 2015.
  • Version 8.4 was released on December 18, 2015.
  • Version 8.7 was released on February 21, 2016.
  • Version 8.9 was released on April 14, 2016.
  • Version 9.0 was released on May 4, 2016.
  • Version 9.2 was released on June, 2016.
  • Version 9.4 was released on August 1, 2016.

ଆଧୂନିକୀକରଣ [ସମ୍ପାଦନା]

ଗୁଗୁଲ ପ୍ଲେ ମାଧ୍ୟମରେ ଥିବା ସେବା ସମୂହ ଏହାକୁ ପଞ୍ଜୀକୃତ ଭାବେ ବ୍ୟବହାର କରୁଥିବା ଲୋକଙ୍କ ମୋବାଇଲରେ ସ୍ୱତଃ ଆଧୂନିକୀକରଣ ହେଇଥାଏ। ପୁରୁଣା ହେଇଯାଇଥିବା ଅପପ୍ଲିକେସନଗୁଡ଼ିକ ଆପେ ଆପେ ନୂଆ ବିଶେଷତା ଥିବା ଆପ୍ଲିକେଶନଦ୍ୱାରା ଆଧୂନିକୀକରଣ ହେଇଥାଏ । [ଆଧାର ଲୋଡ଼ା]

References[ସମ୍ପାଦନା]

  1. "Google Play Services".
  2. "Package Index".
  3. Google Play Services - AppBrain Market 29 January 2014
  4. "Google Wallet Instant Buy" Archived 2015-05-12 at the Wayback Machine..
  5. Android Developers (September 26, 2012).
  6. Greg Hartrell; Angana Ghosh; Francesco Nerieri; Francis Ma; the Google Play services team (May 16, 2013).
  7. Android Developers (August 20, 2013).
  8. Android Developers (October 31, 2013).
  9. Android Developers (January 9, 2014).
  10. Android Developers (February 3, 2014).
  11. Android Developers (March 17, 2014).
  12. Android Developers (May 7, 2014).
  13. Jamal Eason (June 25, 2014).
  14. Android Developers (July 2, 2014).
  15. Android Developers (September 16, 2014).
  16. Ian Lake (November 17, 2014).
  17. Ian Lake (March 2, 2015).