ଗାଲିଅମ (୬୮ ଜିଏ) ଗୋଜେଟୋଟାଇଡ
Clinical data | |
---|---|
Trade names | Illuccix, Locametz |
Other names | Gallium 68 PSMA-11, Gallium Ga 68 gozetotide (USAN <abbr title="<nowiki>United States</nowiki>">US) |
AHFS/Drugs.com | Micromedex Detailed Consumer Information |
License data |
|
Pregnancy </nowiki> </nowiki>category |
|
Routes of </nowiki> </nowiki>administration |
Intravenous[୨] |
Drug class | Radioactive diagnostic agent[୨] |
Legal status | |
Legal status | |
Pharmacokinetic data | |
Excretion | Urine[୨] |
Identifiers | |
IUPAC name
| |
Chemical and physical data | |
3D model (JSmol) | |
SMILES
| |
InChI
|
ଗାଲିଅମ (୬୮ ଜିଏ) ଗୋଜେଟୋଟାଇଡ (ଇଂରାଜୀ ଭାଷାରେ Gallium (68Ga) gozetotide), ଇଲୁକିକ୍ସ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ରେଡିଓଆକ୍ଟିଭ ନିଦାନକାରୀ କର୍ମ ନିର୍ବାହକ ଯାହା ପୋଜିଟ୍ରନ୍ ଏମିସନ୍ ଟୋମୋଗ୍ରାଫି (PET) ଦ୍ୱାରା ପ୍ରୋଷ୍ଟେଟ କର୍କଟର ଚିତ୍ର ଉତ୍ତୋଳନ କରାଯାଏ । ନିର୍ଦ୍ଦିଷ୍ଟ ଭାବରେ ଏହା ପ୍ରୋଷ୍ଟେଟ୍-ନିର୍ଦ୍ଦିଷ୍ଟ ମେମ୍ବ୍ରେନ୍ ଆଣ୍ଟିଜେନ୍ (PSMA) ଯୁକ୍ତାତ୍ମକ ଥିଲେ ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା ଏବଂ ମୁଣ୍ଡ ବୁଲାଇ ପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବିକିରଣ ଏକ୍ସପୋଜର ହୋଇପାରେ ।[୨] ଏହା ପ୍ରୋଷ୍ଟେଟ-ନିର୍ଦ୍ଦିଷ୍ଟ ମେମ୍ବ୍ରେନ୍ ଆଣ୍ଟିଜେନ୍ (PSMA) ସହିତ ୬୮</nowiki>ଗ୍ୟା ସହିତ ସଂଯୁକ୍ତ ହୋଇ ଲିଗାଣ୍ଡ୍, ଗ୍ଲୁ-ୟୁରିଆ-ଲାଇସ୍ (ଆକ୍ସ) କୁ ଶରବ୍ୟ କରେ ।[୬]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଗାଲିୟମ୍ (୬୮ଜିଏ) ଗୋଜେଟେଟୋଟାଇଡ ଅନୁମୋଦିତ ହୋଇଥିଲା । ୨୦୨୨ ସୁଦ୍ଧା ଏହାକୁ ଅନୁମୋଦନ ପାଇଁ ସୁପାରିଶ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ୟୁରୋପରେ ଅନୁମୋଦିତ ହୋଇନାହିଁ ।[୭] ଯୁକ୍ତରାଜ୍ୟରେ ୨୦୨୨ ସୁଦ୍ଧା ୨୫ ucg ର ମୂଲ୍ୟ ୨୦୦୦ ପାଉଣ୍ଡ ଅଟେ ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "AusPAR: Glu-urea-Lys(ahx)-hbed-CC". Therapeutic Goods Administration (TGA). 27 June 2022. Retrieved 17 July 2022.
{{cite web}}
: CS1 maint: url-status (link) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Gallium GA-68 PSMA-11- gallium ga-68 gozetotide injection, solution".
- ↑ "Gallium GA-68 PSMA-11- gallium ga-68 gozetotide injection, solution".
- ↑ "Illuccix- kit for the preparation of gallium ga 68 gozetotide injection kit".
- ↑ "Locametz- kit for the preparation of gallium ga 68 gozetotide injection, powder, lyophilized, for solution".
- ↑ "https://www.cancer.gov/publications/dictionaries/cancer-drug/def/gallium-ga-68-gozetotide?redirect=true". www.cancer.gov (in ଇଂରାଜୀ). 2 February 2011. Archived from the original on 18 November 2021. Retrieved 3 November 2022.
{{cite web}}
: External link in
(help)|title=
- ↑ ୭.୦ ୭.୧ "Gozetotide". SPS - Specialist Pharmacy Service. 16 August 2022. Archived from the original on 3 November 2022. Retrieved 3 November 2022.