ଗଣେଶକର

ଉଇକିପିଡ଼ିଆ‌ରୁ
ଗଣେଶକର
ଜନ୍ମ
ଗଣପତି

(1978-02-24) ୨୪ ଫେବୃଆରୀ ୧୯୭୮ (ବୟସ ୪୬)[୧]
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୮–ଏବେଯାଏଁ
ବୈବାହିକ-ସାଥୀଆରତୀ (୨୦୦୯–ଏବେଯାଏଁ)

ଗଣପତି (ଗଣେଶକର ଭାବରେ ଜଣାଶୁଣା) ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ କାମ କରନ୍ତି । ସେ ଅନେକ ତାମିଲ କଥାଚିତ୍ରରେ କାମ କରିବା ସହିତ ଚେନ୍ନାଇରେ ସନ୍ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ସୁପର ୧୦ର ଉପସ୍ଥାପକ ଭାବରେ କାମ କରିଥିଲେ । ସେ ତାଙ୍କ ପତ୍ନୀ ଆରତୀଙ୍କ ସହିତ କଳାଇଗାଁର ଟିଭିଦ୍ୱାରା ଆୟୋଜିତ ନୃତ୍ୟଭିତ୍ତିକ ପ୍ରତିଯୋଗିତାରେ ମାନଦା ମୟିଲଦାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ସେମାନେ ୨ୟ ସ୍ଥାନରେ ରହିବା ସହିତ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇଥିଲେ ।[୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • କରିମେଦୁ କାରୁବାୟେନ (୧୯୮୬)
  • ମନଧିଲ ଉରୁଧି ଭେନ୍ଦୁମ୍ (୧୯୮୭)
  • ପୁଡୁ ପୁଡୁ ଅର୍ତଙ୍ଗଲ (୧୯୮୯)
  • ଶିବା (୧୯୮୯)
  • ଏନ୍ ଥଙ୍ଗାଇ କଲ୍ୟାଣୀ (୧୯୮୯)
  • ନୀଙ୍ଗାଲୁମ ହିରୋଥାନ୍ (୧୯୯୦)
  • ନୀ ପଥି ନାଁ ପଥି (୧୯୯୧)
  • ଥାଇୟାଲକରନ (୧୯୯୧)
  • ସୁନ୍ଦରା କାଣ୍ଡମ୍ (୧୯୯୨)
  • ମୁନ୍ଦ୍ରାବଧୁ କାନ୍ନ୍ (୧୯୯୩)
  • ପାର୍ବତୀ ଏନ୍ନାଇ ପାରଡ଼ି (୧୯୯୩)
  • ଥୋଟ୍ଟିଲ କୁଝନ୍ଧାଇ (୧୯୯୫)
  • ଅବତାର ପୁରୁଷାନ୍ (୧୯୯୬)
  • ମୁସ୍ତଫା (୧୯୯୬)
  • କୋଡ଼ି ବଜନ୍ଥାଲ କୋଡ଼ି ନନମାଇ (୨୦୦୦)
  • କୋଭିଲ (୨୦୦୪)
  • ସେଲଭମ୍ (୨୦୦୫)
  • ପୋରି (୨୦୦୭)
  • ପନ୍ଧାୟମ୍ (୨୦୦୮)
  • ନେପାଳୀ (୨୦୦୮)
  • ନେଞ୍ଜାଥାଇ କିଲାଧେ (୨୦୦୮)
  • ପଡିକ୍କାଥାବନ୍ (୨୦୦୯)
  • ପିଞ୍ଜୁ ମନସୁ (୨୦୦୯)
  • ମମ୍ବାତ୍ତିୟାନ୍ (୨୦୧୧)
  • କଝୁଗୁ (୨୦୧୨)
  • କୁରୁପ୍ପମ୍ପତ୍ତି (୨୦୧୩)
  • କନ୍ନା ଲଡ୍ଡୁ ଥିନ୍ନା ଅସାଇୟା (୨୦୧୩)
  • ଆର୍ୟା ସୂର୍ୟା (୨୦୧୩)
  • ଇଧୁ କଥିରବେଲନ କଧାଲ (୨୦୧୪)
  • ଅରନମନାଇ (୨୦୧୪)
  • ଧିଲୁକୁ ଧୁଦ୍ଦୁ (୨୦୧୬)
  • ହେଲୋ ନାଁ ପେଇ ପେସୁରେନ୍ (୨୦୧୬)
  • ମୋହିନୀ (୨୦୧୮)
  • ଚିଠିରାମ ପେସୁଠାଡ଼ି ୨ (୨୦୧୯)
  • କଲ୍ ଟ୍ୟାକ୍ସି (୨୦୨୧)
  • ପେଇ ମାମା (୨୦୨୧)

ଦୂରଦର୍ଶନ[ସମ୍ପାଦନା]

  • ମୀନ୍ଦୁମ ମୀନ୍ଦୁମ ସିରିପ୍ପୁ[୩]
  • ସୁପର ୧୦
  • ପାଦଭାରିସାଇ ୧୦
  • ମାନଦା ମୟିଲଦା
  • କସାଲାଭୁ ନେସାମ
  • ସିରିପୁଲୋଗାମ୍
  • ବମ୍ମାଲାଟମ୍
  • ଷ୍ଟାର୍ ୱାର୍‌ସ୍
  • ଆନ୍ୱେ ବା
  • ଅଭିୟୁମ୍ ନାନୁମ୍

ଆଧାର[ସମ୍ପାଦନା]

  1. http://www.nadigarsangam.org/member/k-m-ganeshkar-a-k-a-s-shanmugam/
  2. "Wedding Bells for Aarthi Ganeshkar". Chennai365. 26 October 2009. Archived from the original on 26 June 2014. Retrieved 23 February 2012.
  3. Meendum Meendum Sirippu - SUN TV (in ଇଂରାଜୀ), retrieved 2022-08-04

ବାହାର ଲିଙ୍କ୍[ସମ୍ପାଦନା]