ଗଣେଶକର
ଦେଖଣା
ଗଣେଶକର | |
---|---|
ଜନ୍ମ | ଗଣପତି ୨୪ ଫେବୃଆରୀ ୧୯୭୮[୧] |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୮୮–ଏବେଯାଏଁ |
ବୈବାହିକ-ସାଥୀ | ଆରତୀ (୨୦୦୯–ଏବେଯାଏଁ) |
ଗଣପତି (ଗଣେଶକର ଭାବରେ ଜଣାଶୁଣା) ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ କାମ କରନ୍ତି । ସେ ଅନେକ ତାମିଲ କଥାଚିତ୍ରରେ କାମ କରିବା ସହିତ ଚେନ୍ନାଇରେ ସନ୍ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ସୁପର ୧୦ର ଉପସ୍ଥାପକ ଭାବରେ କାମ କରିଥିଲେ । ସେ ତାଙ୍କ ପତ୍ନୀ ଆରତୀଙ୍କ ସହିତ କଳାଇଗାଁର ଟିଭିଦ୍ୱାରା ଆୟୋଜିତ ନୃତ୍ୟଭିତ୍ତିକ ପ୍ରତିଯୋଗିତାରେ ମାନଦା ମୟିଲଦାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ସେମାନେ ୨ୟ ସ୍ଥାନରେ ରହିବା ସହିତ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇଥିଲେ ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]- କରିମେଦୁ କାରୁବାୟେନ (୧୯୮୬)
- ମନଧିଲ ଉରୁଧି ଭେନ୍ଦୁମ୍ (୧୯୮୭)
- ପୁଡୁ ପୁଡୁ ଅର୍ତଙ୍ଗଲ (୧୯୮୯)
- ଶିବା (୧୯୮୯)
- ଏନ୍ ଥଙ୍ଗାଇ କଲ୍ୟାଣୀ (୧୯୮୯)
- ନୀଙ୍ଗାଲୁମ ହିରୋଥାନ୍ (୧୯୯୦)
- ନୀ ପଥି ନାଁ ପଥି (୧୯୯୧)
- ଥାଇୟାଲକରନ (୧୯୯୧)
- ସୁନ୍ଦରା କାଣ୍ଡମ୍ (୧୯୯୨)
- ମୁନ୍ଦ୍ରାବଧୁ କାନ୍ନ୍ (୧୯୯୩)
- ପାର୍ବତୀ ଏନ୍ନାଇ ପାରଡ଼ି (୧୯୯୩)
- ଥୋଟ୍ଟିଲ କୁଝନ୍ଧାଇ (୧୯୯୫)
- ଅବତାର ପୁରୁଷାନ୍ (୧୯୯୬)
- ମୁସ୍ତଫା (୧୯୯୬)
- କୋଡ଼ି ବଜନ୍ଥାଲ କୋଡ଼ି ନନମାଇ (୨୦୦୦)
- କୋଭିଲ (୨୦୦୪)
- ସେଲଭମ୍ (୨୦୦୫)
- ପୋରି (୨୦୦୭)
- ପନ୍ଧାୟମ୍ (୨୦୦୮)
- ନେପାଳୀ (୨୦୦୮)
- ନେଞ୍ଜାଥାଇ କିଲାଧେ (୨୦୦୮)
- ପଡିକ୍କାଥାବନ୍ (୨୦୦୯)
- ପିଞ୍ଜୁ ମନସୁ (୨୦୦୯)
- ମମ୍ବାତ୍ତିୟାନ୍ (୨୦୧୧)
- କଝୁଗୁ (୨୦୧୨)
- କୁରୁପ୍ପମ୍ପତ୍ତି (୨୦୧୩)
- କନ୍ନା ଲଡ୍ଡୁ ଥିନ୍ନା ଅସାଇୟା (୨୦୧୩)
- ଆର୍ୟା ସୂର୍ୟା (୨୦୧୩)
- ଇଧୁ କଥିରବେଲନ କଧାଲ (୨୦୧୪)
- ଅରନମନାଇ (୨୦୧୪)
- ଧିଲୁକୁ ଧୁଦ୍ଦୁ (୨୦୧୬)
- ହେଲୋ ନାଁ ପେଇ ପେସୁରେନ୍ (୨୦୧୬)
- ମୋହିନୀ (୨୦୧୮)
- ଚିଠିରାମ ପେସୁଠାଡ଼ି ୨ (୨୦୧୯)
- କଲ୍ ଟ୍ୟାକ୍ସି (୨୦୨୧)
- ପେଇ ମାମା (୨୦୨୧)
ଦୂରଦର୍ଶନ
[ସମ୍ପାଦନା]- ମୀନ୍ଦୁମ ମୀନ୍ଦୁମ ସିରିପ୍ପୁ[୩]
- ସୁପର ୧୦
- ପାଦଭାରିସାଇ ୧୦
- ମାନଦା ମୟିଲଦା
- କସାଲାଭୁ ନେସାମ
- ସିରିପୁଲୋଗାମ୍
- ବମ୍ମାଲାଟମ୍
- ଷ୍ଟାର୍ ୱାର୍ସ୍
- ଆନ୍ୱେ ବା
- ଅଭିୟୁମ୍ ନାନୁମ୍
ଆଧାର
[ସମ୍ପାଦନା]- ↑ http://www.nadigarsangam.org/member/k-m-ganeshkar-a-k-a-s-shanmugam/
- ↑ "Wedding Bells for Aarthi Ganeshkar". Chennai365. 26 October 2009. Archived from the original on 26 June 2014. Retrieved 23 February 2012.
- ↑ Meendum Meendum Sirippu - SUN TV (in ଇଂରାଜୀ), retrieved 2022-08-04
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗଣେଶକର