ଗଗନଦୀପ କୌର

ଉଇକିପିଡ଼ିଆ‌ରୁ
ଗଗନଦୀପ କୌର 
Born୧୯୯୪ 
ପାଟିଆଲା , ପଞ୍ଜାବ 
Nationalityଭାରତୀୟ
Citizenshipଭାରତୀୟ 
Occupationଆର୍ଚର 

ଗଗନଦୀପ କୌର (ଜନ୍ମ -୧୯୯୪ ) ଜଣେ ଭାରତୀୟ ମହିଳା ଅର୍ଚର । ସେ ଭାରତର ପଞ୍ଜାବ ରାଜ୍ୟରୁ  ମହିଳା ଆର୍ଚରିରେ ଆନ୍ତର୍ଜାତିକ ପଦକ ଜିତିଥିବା ପ୍ରଥମ ମହିଳା ।ସେ ସାଥି ଅର୍ଚର ଝାନୁ ହାସଡା , ଭାଗ୍ୟବତୀ ଚାନୁଙ୍କ ସହ ମହିଳା ଦଳଗତ ପ୍ରତିଯୋଗିତାରେ ମାଲେସିଆ [୧] ମହିଳା ଦଳକୁ ପରାସ୍ତ କରିଥିଲେ । ତାଙ୍କୁ ଏଥିପାଇଁ ପଞ୍ଜାବ ବିଶ୍ୱବିଦ୍ୟାଳୟ ତରଫରୁ 2 ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା ।[୨] ସେ 2010 ମସିହା ଦିଲ୍ଲୀଠାରେ ହେଇଥିବା କମନୱେଲ୍‌ଥ ଗେମରେ ଭାରତ ପାଇଁ ଅର୍ଚେରୀରେ ପ୍ରତିଯୋଗିତା କରିଥିଲେ । ସେ ୨୦୧୧ ମସିହାରେ ଚୀନର ଶେଞ୍ଝେନଠାରେ ମଧ୍ୟ ପ୍ରତିଯୋଗିତାରେ ଭାଗନେଇଥିଲେ । 

ଆଧାର [ସମ୍ପାଦନା]