ଗଗନଦୀପ କୌର
ଦେଖଣା
ଗଗନଦୀପ କୌର | |
---|---|
ଜନ୍ମ | ୧୯୯୪ ପାଟିଆଲା , ପଞ୍ଜାବ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ଆର୍ଚର |
ଗଗନଦୀପ କୌର (ଜନ୍ମ -୧୯୯୪ ) ଜଣେ ଭାରତୀୟ ମହିଳା ଅର୍ଚର । ସେ ଭାରତର ପଞ୍ଜାବ ରାଜ୍ୟରୁ ମହିଳା ଆର୍ଚରିରେ ଆନ୍ତର୍ଜାତିକ ପଦକ ଜିତିଥିବା ପ୍ରଥମ ମହିଳା ।ସେ ସାଥି ଅର୍ଚର ଝାନୁ ହାସଡା , ଭାଗ୍ୟବତୀ ଚାନୁଙ୍କ ସହ ମହିଳା ଦଳଗତ ପ୍ରତିଯୋଗିତାରେ ମାଲେସିଆ [୧] ମହିଳା ଦଳକୁ ପରାସ୍ତ କରିଥିଲେ । ତାଙ୍କୁ ଏଥିପାଇଁ ପଞ୍ଜାବ ବିଶ୍ୱବିଦ୍ୟାଳୟ ତରଫରୁ 2 ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା ।[୨] ସେ 2010 ମସିହା ଦିଲ୍ଲୀଠାରେ ହେଇଥିବା କମନୱେଲ୍ଥ ଗେମରେ ଭାରତ ପାଇଁ ଅର୍ଚେରୀରେ ପ୍ରତିଯୋଗିତା କରିଥିଲେ । ସେ ୨୦୧୧ ମସିହାରେ ଚୀନର ଶେଞ୍ଝେନଠାରେ ମଧ୍ୟ ପ୍ରତିଯୋଗିତାରେ ଭାଗନେଇଥିଲେ ।
ଆଧାର
[ସମ୍ପାଦନା]- ↑ http://sify.com/news/cwg-archery-first-ever-medal-for-india-news-national-kkhnEfgejaj.html CWG archery: First-ever medal for India-Sify News
- ↑ http://ibnlive.in.com/generalnewsfeed/news/punjabi-univ-announces-rs-two-lakh-cash-award-for-gagandeep/388834.html Archived 2010-10-10 at the Wayback Machine. Punjabi univ announces Rs two lakh cash award for Gagandeep- IBN Live