ଖଳିରୁଟି

ଉଇକିପିଡ଼ିଆ‌ରୁ

ଉପକରଣ[ସମ୍ପାଦନା]

  • ଅଟା୧କପ
  • ପାଣି ୧କପ
  • ଗୁଆଘିଆ ଅଧା କପ
  • ଅଳ୍ପ ଲୁଣ ଓ ଜୁଆଣୀ ଏକ ଛୋଟ ଚାମଚ ନେବେ

ପ୍ରସ୍ତୁତି[ସମ୍ପାଦନା]

ଗରମ ପାତ୍ରରେ ପାଣି ପକାଇ ସେଥିରେ ଲୁଣ ପକାନ୍ତୁ । ପାଣି ଫୁଟିଗଲେ ସେଥିରେ ଅଟା ଓ ଜୁଆଣୀ ପକାଇ ଭଲକରି ଗୋଳେଇ ଦିଅନ୍ତୁ । ଏହାକୁ ଅଳ୍ପ ନିଆଁରେ ଘୋଡାଇ ରଖିବେ । ଅଳ୍ପ ସମୟ ପରେ ସେଥିରୁ ଘୋଡ଼ଣୀ କାଢ଼ି ତାକୁ ଭଲକରି ଘାଣ୍ଟି ଦେବେ।ଏହା ପ୍ରସ୍ତୁତ ହୋଇଗଲେ ତଳକୁ ଓହ୍ଲାଇ ତାକୁ ଭଲକରି ଘାଣ୍ଟି ଦେବେ । ଥଣ୍ଡା ହୋଇଗଲେ ତାକୁ ଭଲକରି ହାତରେ ଚକଟି ଦେବେ।ଛୋଟ ଛୋଟ ଗୁଳା କରି ରୁଟି ଭଳି ବେଲି ପାତ୍ରରେ ଘିଅ ଦେଇ ସେକି ଦିଅନ୍ତୁ।ବର୍ତ୍ତମାନ ଖଳିରୁଟି ପ୍ରସ୍ତୁତ ହୋଇଗଲା ।