କ୍ୟାପମାଟିନିବ
Clinical data | |
---|---|
Trade names | Tabrecta |
Synonyms | INC280 |
AHFS/Drugs.com | monograph |
MedlinePlus | a620038 |
data |
|
Pregnancy category |
|
Routes of administration | By mouth |
Legal status | |
Legal status | |
Identifiers | |
ECHA InfoCard | 100.246.414 |
Chemical and physical data | |
Formula | C23H17FN6O |
Molar mass | ୪୧୨.୪୩ g·mol−1 |
3D model (JSmol) | |
| |
|
କ୍ୟାପମାଟିନିବ, ବେପାର ନାମ, ଏକ ଔଷଧ ଯାହା ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟ (NSCLC)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ମେଟ ଏକ୍ସନ ୧୪ ସ୍କିପିଙ୍ଗ (<i id="mwEg">MET</i> exon 14 ସ୍କିପିଂ) ଥିବା ମେଟାଷ୍ଟାଟିକ୍ ରୋଗ ପାଇଁ ବ୍ୟବହୃତ ହୁଏ । [୧] ଫୁସଫୁସ କର୍କଟ ରୋଗୀଙ୍କ ମଧ୍ୟରୁ ଏହା ୩-୪% ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ। [୨] ଏହା ପାଟିରେ ଦିଆଯାଏ | [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେରିଫେରାଲ୍ ଫୁଲା, ବାନ୍ତି, ଥକାପଣ, ଅଣନିଶ୍ୱାସ ଏବଂ ଭୋକ କମିବା ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନାଇଟିସ୍, ଯକୃତ ସମସ୍ୟା ଏବଂ ସୌରକାଳିମା ଅନ୍ତର୍ଭୁକ୍ତ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୧] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର । [୩]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ କ୍ୟାପମାଟିନିବ ଅନୁମୋଦିତ ହୋଇଥିଲା। [୩] [୪] ୨୦୨୧ ସୁଦ୍ଧା ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ହୋଇନାହିଁ । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ମୂଲ୍ୟ ପ୍ରାୟ ୧୯,୮୦୦ ଡଲାର ଅଟେ । [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Tabrecta- capmatinib tablet, film coated". DailyMed. 6 May 2020. Archived from the original on 8 May 2020. Retrieved 8 May 2020.
- ↑ "FDA Approves First Targeted Therapy to Treat Aggressive Form of Lung Cancer" (Press release). 6 May 2020. Archived from the original on 7 May 2020. Retrieved 8 May 2020.
- ↑ ୩.୦ ୩.୧ "Capmatinib Monograph for Professionals". Drugs.com (in ଇଂରାଜୀ). Retrieved 29 December 2021.
- ↑ "Capmatinib". SPS - Specialist Pharmacy Service. 4 July 2020. Archived from the original on 14 August 2020. Retrieved 29 December 2021.
- ↑ "Tabrecta Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 29 December 2021.