କ୍ୟାପମାଟିନିବ

ଉଇକିପିଡ଼ିଆ‌ରୁ
କ୍ୟାପମାଟିନିବ
Clinical data
Trade namesTabrecta
SynonymsINC280
AHFS/Drugs.commonograph
MedlinePlusa620038
data
Pregnancy
category
  • Not recommended
Routes of
administration
By mouth
Legal status
Legal status
Identifiers
ECHA InfoCard100.246.414 Edit this at Wikidata
Chemical and physical data
FormulaC23H17FN6O
Molar mass୪୧୨.୪୩ g·mol−1
3D model (JSmol)
  • CNC(=O)C1=C(C=C(C=C1)C2=NN3C(=CN=C3N=C2)CC4=CC5=C(C=C4)N=CC=C5)F
  • InChI=1S/C23H17FN6O/c1-25-22(31)18-6-5-16(11-19(18)24)21-13-28-23-27-12-17(30(23)29-21)10-14-4-7-20-15(9-14)3-2-8-26-20/h2-9,11-13H,10H2,1H3,(H,25,31)
  • Key:LIOLIMKSCNQPLV-UHFFFAOYSA-N

କ୍ୟାପମାଟିନିବ, ବେପାର ନାମ, ଏକ ଔଷଧ ଯାହା ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟ (NSCLC)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ମେଟ ଏକ୍ସନ ୧୪ ସ୍କିପିଙ୍ଗ (<i id="mwEg">MET</i> exon 14 ସ୍କିପିଂ) ଥିବା ମେଟାଷ୍ଟାଟିକ୍ ରୋଗ ପାଇଁ ବ୍ୟବହୃତ ହୁଏ । [୧] ଫୁସଫୁସ କର୍କଟ ରୋଗୀଙ୍କ ମଧ୍ୟରୁ ଏହା ୩-୪% ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ। [୨] ଏହା ପାଟିରେ ଦିଆଯାଏ | [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେରିଫେରାଲ୍ ଫୁଲା, ବାନ୍ତି, ଥକାପଣ, ଅଣନିଶ୍ୱାସ ଏବଂ ଭୋକ କମିବା ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନାଇଟିସ୍, ଯକୃତ ସମସ୍ୟା ଏବଂ ସୌରକାଳିମା ଅନ୍ତର୍ଭୁକ୍ତ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୧] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର । [୩]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ କ୍ୟାପମାଟିନିବ ଅନୁମୋଦିତ ହୋଇଥିଲା। [୩] [୪] ୨୦୨୧ ସୁଦ୍ଧା ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ହୋଇନାହିଁ । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ମୂଲ୍ୟ ପ୍ରାୟ ୧୯,୮୦୦ ଡଲାର ଅଟେ । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Tabrecta- capmatinib tablet, film coated". DailyMed. 6 May 2020. Archived from the original on 8 May 2020. Retrieved 8 May 2020.
  2. "FDA Approves First Targeted Therapy to Treat Aggressive Form of Lung Cancer" (Press release). 6 May 2020. Archived from the original on 7 May 2020. Retrieved 8 May 2020.
  3. ୩.୦ ୩.୧ "Capmatinib Monograph for Professionals". Drugs.com (in ଇଂରାଜୀ). Retrieved 29 December 2021.
  4. "Capmatinib". SPS - Specialist Pharmacy Service. 4 July 2020. Archived from the original on 14 August 2020. Retrieved 29 December 2021.
  5. "Tabrecta Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 29 December 2021.