Jump to content

କ୍ଷଣସ୍ଥାୟୀ ହିପ ସାଇନୋଭାଇଟିସ

ଉଇକିପିଡ଼ିଆ‌ରୁ
Transient synovitis
Toxic synovitis, transitory coxitis, coxitis fugax, acute transient epiphysitis, coxitis serosa seu simplex, phantom hip disease, observation hip[]
The hip joint is formed between the femur and acetabulum of the pelvis.
ଲକ୍ଷଣGroin pain, limp[]
ଆକ୍ରାନ୍ତ ସମୟ3 to 10 years[]
ଅବଧି< 5 days[]
କାରଣUnknown[]
ରୋଗ ନିର୍ଣ୍ଣୟ ପଦ୍ଧତିRuling out other potential causes[]
ସଠିକ ରୋଗ ନିର୍ଣ୍ଣୟBone fracture, slipped capital femoral epiphysis, discitis, leukemia, septic joint, Lyme disease[]
ଚିକିତ୍ସାNSAIDs, limited weight-bearing[]
ପୁନଃପୌନିକUp to 3%[]

କ୍ଷଣସ୍ଥାୟୀ ହିପ ସାଇନୋଭାଇଟିସ, ଅନ୍ୟ ନାମ ବିଷାକ୍ତ ସିନୋଭାଇଟିସ୍, ରୋଗରେ ହିପ ଗଣ୍ଠିର ସାଇମୋଭିଆଲ ମେମ୍ବ୍ରେନର ପ୍ରଦାହ ହୁଏ[] [] ଲକ୍ଷଣରେ ହିପ ଗଣ୍ଠିରେ ଯନ୍ତ୍ରଣା, ଛୋଟେଇବା କିମ୍ବା ଚାଲିବାକୁ ଅନିଚ୍ଛା ଥାଏ । [] [] କିଛି ଦିନ ପାଇଁ ଲକ୍ଷଣ ଦେଖାଯାଏ ଏବଂ ସାଧାରଣତଃ ଜ୍ୱର ହୁଏ ନାହିଁ । [] ହିପର ଉଲ୍ଲେଖନୀୟ ଚାଳନା କଲେ ଯନ୍ତ୍ରଣା ହୁଏ ।[] ପିଲାଟି ସାଧାରଣତଃ ସୁସ୍ଥ ଦେଖାଯାଏ ।[]

ଏହାର ପ୍ରକୃତ କାରଣ ଅଜ୍ଞାତ ଅଛି ।[] ଭୂତାଣୁ ସଂକ୍ରମଣ କିମ୍ବା ସାମ୍ପ୍ରତିକ ଆଘାତକୁ ଟ୍ରିଗର ଭାବରେ ଗ୍ରହଣ କରାଯାଇଛି । [] [] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ବାଦ ଦେବା ପରେ ରୋଗ ନିର୍ଣ୍ଣୟ କରାଯାଏ ।[] ପରୀକ୍ଷା ପରୀକ୍ଷାରେ ସାମାନ୍ୟ ପ୍ରଦାହ ଦେଖାଯାଏ । [] ଅଲଟ୍ରାସାଉଣ୍ଡ ପରୀକ୍ଷାରେ ହିପ ଗଣ୍ଠିରେ କିଛି ତରଳ ପଦାର୍ଥ ଥିବା ଦେଖାଯାଇପାରେ ଓ ଆବଶ୍ୟକ ସ୍ଥଳେ ସଂକ୍ରମଣ ନୁହେଁ ବୋଲି ଆସ୍ପିରେସନ କରି ପରୀକ୍ଷା କରିବାକୁ ଆବଶ୍ୟକ ହୋଇପାରେ । []

ଚିକିତ୍ସା ନନଷ୍ଟେରଏଡାଲ ଆଣ୍ଟିଇନଫ୍ଲାମେଟୋରୀ ଔଷଧ ଏବଂ ପ୍ରଭାବିତ ଗୋଡ଼ରେ ସୀମିତ ଓଜନ ବହନ କରିବାକୁ ଉପଦେଶ ଦିଆଯାଏ । [] ଅବସ୍ଥା ସାଧାରଣତଃ ଦୁଇ ଦିନ ମଧ୍ୟରେ ଭଲ ହୋଇଥାଏ ଏବଂ ୨ ସପ୍ତାହ ମଧ୍ୟରେ ସଂପୂର୍ଣ୍ଣ ସୁସ୍ଥା ହୋଇଯାଏ | [] ପୁନରାବୃତ୍ତି ହାର ୨୫% ପର୍ଯ୍ୟନ୍ତ ହୋଇପାରେ ।[]

କ୍ଷଣସ୍ଥାୟୀ ସାଇନୋଭାଇଟିସ୍ ଯେ କୌଣସି ସମୟରେ ୩% ପିଲାଙ୍କୁ ପ୍ରଭାବିତ କରିଥାଏ । [] ସାଧାରଣତଃ ତିନିରୁ ଦଶ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୋଇଥାଏ ଏବଂ ଏହି ବୟସ ଶ୍ରେଣୀରେ ହିପ ଯନ୍ତ୍ରଣା ହେବାର ସବୁଠାରୁ ସାଧାରଣ କାରଣ । [] [] କ୍ୱଚିତ୍ ଅନ୍ୟ ବୟସ ବର୍ଗ ପ୍ରଭାବିତ ହୁଅନ୍ତି । [] ପୁଅମାନେ ଝିଅମାନଙ୍କଠାରୁ ଦୁଇଗୁଣ ଅଧିକ ପ୍ରଭାବିତ ହୁଅନ୍ତି । []

  1. Do TT (Feb 2000). "Transient synovitis as a cause of painful limps in children". Current Opinion in Pediatrics. 12 (1): 48–51. doi:10.1097/00008480-200002000-00010. PMID 10676774.
  2. 1 2 3 4 5 Cook, PC (December 2014). "Transient synovitis, septic hip, and Legg-Calvé-Perthes disease: an approach to the correct diagnosis". Pediatric clinics of North America. 61 (6): 1109–18. doi:10.1016/j.pcl.2014.08.002. PMID 25439014.
  3. 1 2 3 4 5 6 7 8 9 10 11 Ryan, DD (1 June 2016). "Differentiating Transient Synovitis of the Hip from More Urgent Conditions". Pediatric annals. 45 (6): e209-13. doi:10.3928/00904481-20160427-01. PMID 27294495.
  4. 1 2 3 Cook, PC (December 2014). "Transient synovitis, septic hip, and Legg-Calvé-Perthes disease: an approach to the correct diagnosis". Pediatric clinics of North America. 61 (6): 1109–18. doi:10.1016/j.pcl.2014.08.002. PMID 25439014.
  5. 1 2 3 4 Whitelaw, CC; Varacallo, M (January 2020). "Transient Synovitis". PMID 29083677. {{cite journal}}: Cite journal requires |journal= (help)
  6. Nouri, A; Walmsley, D; Pruszczynski, B; Synder, M (January 2014). "Transient synovitis of the hip: a comprehensive review". Journal of pediatric orthopedics. Part B. 23 (1): 32–6. doi:10.1097/BPB.0b013e328363b5a3. PMID 23812087.
  7. 1 2 3 Ryan, DD (1 June 2016). "Differentiating Transient Synovitis of the Hip from More Urgent Conditions". Pediatric annals. 45 (6): e209-13. doi:10.3928/00904481-20160427-01. PMID 27294495.
  8. Whitelaw, CC; Varacallo, M (January 2020). "Transient Synovitis". PMID 29083677. {{cite journal}}: Cite journal requires |journal= (help)
  9. Hart JJ (Oct 1996). "Transient synovitis of the hip in children". Am Fam Physician. 54 (5): 1587–91, 1595–6. PMID 8857781.