କୈଲା ଦେବୀ ମନ୍ଦିର , ଆଜମେର
Kaila Devi | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Karauli |
Location | |
ସ୍ଥାନ | Kaila Devi |
State | Rajasthan |
Country | India |
Architecture | |
Shri Bhom Pal Ji |
କୈଲା ଦେବୀ ମନ୍ଦିର ,ଭାରତୀୟ ରାଜ୍ୟ ରାଜସ୍ଥାନର କରୌଲି ଜିଲ୍ଲାର କଇଲା ନାମକ ଗ୍ରାମରେ ଥିବା ଏକ ହିନ୍ଦୁ ମନ୍ଦିର । ଏହାର ନିକଟବର୍ତୀ ସହର କରୌଲି ଏଠାରୁ 23 କିଲୋମିଟର ଦୂରରେ ଅବସ୍ଥିତ । କୈଲା ଦେବୀ ମନ୍ଦିର କାଲିସିଲ ନଦୀର ତଟ ନିକଟରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]ଏହି ମନ୍ଦିରର ଆରାଧ୍ୟା ଦେବୀ କଇଲା ଦେବୀ । ଏହା ଏକ ମାର୍ବଳ ନିର୍ମିତ ମୂର୍ତି । ମନ୍ଦିରରେ ଏକ ଦୀର୍ଘ ଅଗଣା ରହିଛି । ଏଠାରେ ଭକ୍ତମାନେ ବହୁ ସଂଖ୍ୟାରେ ଲାଲ ରାଗର ପତାକା ସ୍ଥାନିତ କରିଥାନ୍ତି । ଚୈତ୍ର ମାସରେ ଏଠାକୁ ଭାରତର ସବୁ ସ୍ଥାନରୁ , ବିଶେଷ କରି ଉତ୍ତର ପ୍ରଦେଶ , ମଧ୍ୟପ୍ରଦେଶରୁ ଆସିଥାନ୍ତି । ଏହି ସମୟରେ ଏଠାରେ ଏକ ମେଳା ମଧ୍ୟ ହେଇଥାଏ । ଏହି ମେଳା 15 ଦିନ ଧରି ଚାଲିଥାଏ । ହାରାହାରି 20 ଲକ୍ଷ ଲୋକ ମେଲା ପାଇଁ ଆସୁଥିବାର ପ୍ରକାଶ ।
ଯାତାୟତ
[ସମ୍ପାଦନା]ଏଠାରୁ ନିକଟତମ ବିମାନ ବନ୍ଦରର ଅବସ୍ଥିତି ଜୟପୁରଠାରେ ଓ ଏହା 170 କିଲୋମିଟର ଦୂରରେ । କଇଲାଦେବୀ ରେଳପଥଦ୍ୱାରା ସଯୋଗୀତ । ପଶ୍ଚିମ ମଧ୍ୟ ରେଳପଥର ମୁମ୍ବାଇ ଦିଲ୍ଲୀ ଲାଇନ ଏହି ସହର ନିକଟ ଦେଇ ଯାଇଛି । ଗାଙ୍ଗପୁର ସହରରେ ଏହାର ଷ୍ଟେସନ ରହିଛି । ସଡକ ପଥରେ ଏହି ସ୍ଥାନ ଆଗ୍ରା , ଦିଲ୍ଲୀ , ଜଯପୁର , ମଥୁରା ସହ ସଂଯୁକ୍ତ ।
Climate
[ସମ୍ପାଦନା]ଗ୍ରୀଷ୍ମ କାଳରେ ଏଠାରେ ତାପମାତ୍ରା 47 ଡିଗ୍ରୀ ଯାଏ ହେଇଥାଏ ଓ ଶୀତ ଋତୁରେ ସର୍ବନିମ୍ମ 12 ଡିଗ୍ରୀ ଯାଏ ହେଇଥାଏ ।
Nearby Places of Interest
[ସମ୍ପାଦନା]- କେଦାରନାଥ ଗୁମ୍ଫା ଓ ମନ୍ଦିର
- ରନ୍ଥାମ୍ଭୋର ଅଭୟାରଣ୍ୟ
- ନାକାଶକି ଦେବୀ - ଗୋମତୀ ଧାମ
- ଶ୍ରୀ ମହାବୀରଜୀ ମନ୍ଦିର
- ମେହନ୍ଦିପୁର ବାଲାଜି ମନ୍ଦିର
- ବରବାସୀ ମନ୍ଦିର
ବାହାର ଲିଙ୍କ
[ସମ୍ପାଦନା]- Kaila Devi Fair Archived 22 October 2006 at the Wayback Machine.
- Devasthan Vibhag Govt. of Rajasthan
- http://www.kailadevi.org/ Archived 16 November 2016 at the Wayback Machine.