Jump to content

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂସ୍କୃତ ଲେଖକମାନଙ୍କ ତାଲିକା

ଉଇକିପିଡ଼ିଆ‌ରୁ
ସାହିତ୍ୟ ଏକାଡେମୀ ପୁରସ୍କାର (ସଂସ୍କୃତ ଭାଷା)
ଦାତାଭାରତୀୟ ସାହିତ୍ୟ ଏକାଡେମୀ
ଦେଶଭାରତ
ପ୍ରଥମ ପୁରସ୍କାର୧୯୫୫
ଶେଷ ପୁରସ୍କାର୨୦୧୬

ସାହିତ୍ୟ ଏକାଡେମୀ ପୁରସ୍କାର ଏକ ବାର୍ଷିକ ପୁରସ୍କାର, ଯାହା ସାହିତ୍ୟ ଏକାଡେମୀଦ୍ୱାରା (ଭାରତର ନ୍ୟାସନାଲ୍ ଏକାଡେମୀ ଅଫ୍ ଲେଟର୍ସ) ୨୪ଟି ଭାରତୀୟ ଭାଷାରେ ଲେଖକମାନଙ୍କୁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ପ୍ରଥମେ ୧୯୫୫ ମସିହାରେ ପୁରସ୍କୃତ କରାଯାଇଥିଲା। ଏଥିରେ ୫୦,୦୦୦ ଟଙ୍କା ଆର୍ଥିକ ପୁରସ୍କାର ରହିଛି । ପ୍ରଥମେ ଏହି ପୁରସ୍କାର ୧୯୫୬ ମସିହାରେ ସଂସ୍କୃତ ପାଇଁ ଦିଆଯାଇଥିଲା । ପ୍ରଥମ ପାଞ୍ଚଟି ପୁରସ୍କାର ସଂସ୍କୃତର ସଂସ୍କୃତି ସହିତ ଜଡିତ ଅନ୍ୟ ଭାଷାରେ କାର୍ଯ୍ୟ କରିବାକୁ ଦିଆ ଯାଇଥିଲା । ୧୯୬୭ ମସିହାରୁ ଏହି ପୁରସ୍କାର କେବଳ ସଂସ୍କୃତ ଭାଷାରେ କାର୍ଯ୍ୟ କରିବା ପାଇଁ ଦିଆଯାଇଛି । ଏହି ପୁରସ୍କାର ଜିତିଥିବା ସଂସ୍କୃତ ଭାଷା ଲେଖକଙ୍କ ତାଲିକା ନିମ୍ନରେ ଦିଆଯାଇଛି:[][]

ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂସ୍କୃତ ଲେଖକ

[ସମ୍ପାଦନା]
ବର୍ଷ ଲେଖକ କାର୍ଯ୍ୟ ଟିପ୍ପଣୀ
୧୯୫୬ପି.ଭି କାନେଧର୍ମଶାସ୍ତ୍ରର ଇତିହାସ, Vol. IV (ଅନୁସନ୍ଧାନ)
୧୯୬୧ଗିରିଧର ଶର୍ମା ଚତୁର୍ବେଦୀବୈଦିକ ବିଜ୍ଞାନ ଏବଂ ଭାରତୀୟ ସଂସ୍କୃତି (ହିନ୍ଦୀରେ ଅଧ୍ୟୟନ) (ଅନୁସନ୍ଧାନ)
୧୯୬୩ବି.ଏନ କ୍ରୀଷ୍ଣମୂର୍ତ୍ତୀ ଶର୍ମାବେଦାନ୍ତ ଦ୍ୱିତା ବିଦ୍ୟାଳୟର ଇତିହାସ ଏବଂ ଏହାର ସାହିତ୍ୟ (ଅନୁସନ୍ଧାନ)
୨୯୬୪ଗୋପୀନାଥ କବିରାଜତାନ୍ତ୍ରିକ ଭଙ୍ଗମୟରେ ଶକ୍ତଦୃଷ୍ଟି (ଅନୁସନ୍ଧାନ)
୧୯୬୬ଭି.ରାଘବନଭୋଜର ଶ୍ରୀଙ୍ଗାର ପ୍ରକାଶ (ସୌନ୍ଦର୍ଯ୍ୟ)
୧୯୬୭ରାମରୁପ ପାଠକଚିତ୍ରକାବ୍ୟ କୌତୁକଂ (ପଦ୍ୟ)
୧୯୬୮ସତ୍ୟବ୍ରତ ଶାସ୍ତ୍ରୀଶ୍ରୀ ଗୁରୁଗୋବିନ୍ଦ ସିଂହଚରିତଂ (ପଦ୍ୟ)ଗୁରୁ ଗୋବିନ୍ଦ ସିଂଙ୍କ ଜୀବନୀ
୧୯୭୦ଭି.ସୁବ୍ରହ୍ମଣ୍ୟ ଶାସ୍ତ୍ରୀଶବ୍ଦତରଙ୍ଗିନୀ (ପ୍ରବନ୍ଧ)ମୌଖିକ ଜ୍ଞାନ
୧୯୭୩ମାଧବ ଶ୍ରୀହରି ଅଣେଶ୍ରୀ ତିଲକାୟ ସୋର୍ଣ୍ଣଭ (ମହାକାବ୍ୟ)ବାଲ ଗଙ୍ଗାଧର ତିଲକଙ୍କ ଜୀବନୀ
୧୯୭୪ଶ୍ରୀଧର ଭାସ୍କର ବର୍ଣ୍ଣେକରଶ୍ରୀ ଶିବ ରାଜ୍ୟୋଦୟମ (ମହାକାବ୍ୟ)ଶିବାଜୀ ଉପରେ ୬୮ଟି ଭାଗ
୧୯୭୭ଶାନ୍ତି ଶାସ୍ତ୍ରୀବୁଦ୍ଧ ବିଜୟ କାବ୍ୟଂ (ପଦ୍ୟ)ବୌଦ୍ଧ
୧୯୭୯କେ.ଏନ ଇଝୁଥାଚନକେରଳୋଦାୟଃ (ମହାକାବ୍ୟ)କେରଳର ଇତିହାସ
୧୯୮୦ପି.ସି ଦେବସିଆକ୍ରିସ୍ତୁଭାଗବତମ୍ (ମହାକାବ୍ୟ)୩୩ଟି ଭାଗ , ଯୀଶୁ ଖ୍ରୀଷ୍ଟ
୧୯୮୧ଜଗନ୍ନାଥ ପାଠକକପିଷ୍ୟାନି (ପଦ୍ୟ)
୧୯୮୨ପି.କେ ନାରାୟଣ ପିଲ୍ଲାଇବିଶ୍ୱଭାନୁ (ମହାକାବ୍ୟ)
୧୯୮୩ପଣ୍ଡାରିନାଥାଚାର୍ଯ୍ୟ ଗଲଗଲୀଶ୍ରୀ ସମ୍ଭୁଲିଙ୍ଗେଶ୍ୱର ବିଜୟ କାମ୍ପୁ (ଜୀବନୀ)
୧୯୮୪ଶ୍ରୀନାଥ ଏସ୍ ହସୁରକରସିନ୍ଧୁ-କନ୍ୟା (ଐତିହାସିକ ଉପନ୍ୟାସ
୧୯୮୫ବସନ୍ତ ତ୍ରିମ୍ବକ୍ ଶେଭଡେବିନ୍ଧ୍ୟବାସିନୀ ବିଜୟ ମହାକାବ୍ୟମ (ମହାକାବ୍ୟ)
୧୯୮୬କାଳିକା ପ୍ରସାଦ ଶୁକ୍ଳାଶ୍ରୀ ରାଧାଚରିତ ମହାକାବ୍ୟମ (ମହାକାବ୍ୟ)
୧୯୮୭ବିଶ୍ୱନାରାୟଣ ଶାସ୍ତ୍ରୀଅଭିଣାସୀ (ଉପନ୍ୟାସ)
୧୯୮୮ଅଭିରାଜ ରାଜେନ୍ଦ୍ର ମିଶ୍ରଇକ୍ଷୁଗନ୍ଧ (କ୍ଷୁଦ୍ରଗଳ୍ପ)
୧୯୮୯ରାମ କରଣ ଶର୍ମାସନ୍ଧ୍ୟା (କବିତା)
୧୯୯୦ଓଗେଟି ପରୀକ୍ଷିତ ଶର୍ମାଶ୍ରୀମତ-ପ୍ରତାପ ରାଣାୟାଣାଂ ମହାକାବ୍ୟମ (କବିତା)
୧୯୯୧ରେବା ପ୍ରସାଦ ଦ୍ବିବେଦୀସ୍ୱତନ୍ତ୍ର ସମ୍ଭବଂ (କାବ୍ୟ)ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଉପରେ ଏକ ଔପନ୍ୟାସିକ କବିତା
୧୯୯୨ହରି ନାରାୟଣ ଦୀକ୍ଷିତଭୀଷ୍ମ ଚରିତଂ (ମହାକାବ୍ୟ)
୧୯୯୩ଜଗୁ ଇୟେଙ୍ଗରଜୟନ୍ତୀକ (ଉପନ୍ୟାସ)
୧୯୯୪ରାଧା ବଲ୍ଲଭ ତ୍ରିପାଠୀସନ୍ଧାନଂ (କାବ୍ୟ)
୧୯୯୫ରସିକ ବିହାରୀ ଯୋଶୀଶ୍ରୀ ରାଧା ପଞ୍ଚଶଟି
୧୯୯୬କେଶବ ଚନ୍ଦ୍ର ଦାସଇଶା (କାବ୍ୟ)
୧୯୯୭ଶ୍ୟାମ ଦେବ ପରାଶରତ୍ରିବେଣୀ (କାବ୍ୟ)
୧୯୯୮ବଚ୍ଚୁଲାଲ ଅବସ୍ଥୀପ୍ରତାଣିନୀ (କାବ୍ୟ)
୧୯୯୯ଶ୍ରୀନିବାସ ରଥତଦେବ ଗଙ୍ଗାନଂ ସାଇଭଦ୍ର (କାବ୍ୟ)
୨୦୦୦ଏସ.ଶ୍ରୀନିବାସ ଶର୍ମାଜଗତଗୁରୁ ଶ୍ରୀ ଚନ୍ଦ୍ରଶେଖରେନ୍ଦ୍ର - ସରସ୍ବତୀ ବିଜୟଂ (କାବ୍ୟ)
୨୦୦୧ପୁଲ୍ଲେଲା ଶ୍ରୀରାମଚନ୍ଦ୍ରୁଡୁକୋ ଭାଇ ରାଶ (ପ୍ରବନ୍ଧ)
୨୦୦୨କାଶୀନାଥ ମିଶ୍ରହର୍ଷଚରିତ - ମଞ୍ଜରୀ (କବିତା)
୨୦୦୩ଭାସ୍କରାଚାର୍ଯ୍ୟ ତ୍ରିପାଠୀନିର୍ଝରିଣୀ (କବିତା)
୨୦୦୪ଦେବର୍ଷୀ କଳାନାଥ ଶାସ୍ତ୍ରୀଅକ୍ଷାନ ବଲ୍ଲାରୀ (କ୍ଷୁଦ୍ରଗଳ୍ପ)
୨୦୦୫ସ୍ୱାମୀ ରାମ ଭଦ୍ରାଚାର୍ଯ୍ୟଶ୍ରୀ ଭାର୍ଗବରାଘବିୟଂ (ମହାକାବ୍ୟ)(ପର୍ଶୁରାମ ଏବଂ ରାମ)
୨୦୦୬ହର୍ଷଦେବ ମାଧବତବ ସ୍ପର୍ଶେ ସ୍ପର୍ଶେ (କାବ୍ୟ)
୨୦୦୭ହରିଦତ୍ତ ଶର୍ମାଲାସଲଳିତିକା (କାବ୍ୟ)
୨୦୦୮ଓମ ପ୍ରକାଶ ପାଣ୍ଡେ(କବିତା)
୨୦୦୯ପ୍ରଶସ୍ଯ ମିତ୍ର ଶାସ୍ତ୍ରୀ(କ୍ଷୁଦ୍ର ଗଳ୍ପ)
୨୦୧୦ମିତାଲି ପ୍ରସାଦ ତ୍ରିପାଠୀ(କାବ୍ୟ)
୨୦୧୧ହରେକୃଷ୍ଣ ଶତପଥୀଭାରତୟାନମ (କାବ୍ୟ)
୨୦୧୨ରାମଜୀ ଠାକୁରଲଘୁପଦ୍ୟପ୍ରବନ୍ଧତ୍ରୟୀ (କାବ୍ୟ)
୨୦୧୩ରାଧାକାନ୍ତ ଠାକୁରଚଳଦୁର୍ବାଣୀ (କାବ୍ୟ)
୨୦୧୪ ପ୍ରଭୁନାଥ ଦ୍ବିବେଦୀ କନକଲୋଚନଃ (କ୍ଷୁଦ୍ରଗଳ୍ପ)[]
୨୦୧୫ରାମଶଙ୍କର ଅଶ୍ୱସ୍ଥିବନଦେବୀ (ମହାକାବ୍ୟ)
୨୦୧୬ସୀତାନାଥ ଆଚାର୍ଯ୍ୟକାବ୍ୟନିର୍ଝରୀକବିତା
୨୦୧୭ନିରଞ୍ଜନ ମିଶ୍ରଗଙ୍ଗପୁତ୍ରବଦନମକବିତା
୨୦୧୮ରମାକାନ୍ତ ଶୁକ୍ଳାମାମା ଜନନୀକବିତା
୨୦୧୯
୨୦୨୦ମହେଶ ଚନ୍ଦ୍ର ଶର୍ମା ଗୌତମବୈଶାଳୀଉପନ୍ୟାସ[]
୨୦୨୧ ବିନ୍ଦେଶ୍ୱରୀ ପ୍ରସାଦ ମିଶ୍ର 'ବିନୟ' ସୃଜତି ଶଙ୍ଖନାଦମ କିଲ, କବିତା କବିତା[]

(୧୯୫୫, ୧୯୫୭, ୧୯୫୮, ୧୯୫୯, ୧୯୬୦, ୧୯୬୨, ୧୯୬୫, ୧୯୬୯, ୧୯୭୧, ୧୯୭୨, ୧୯୭୫, ୧୯୭୬ ଏବଂ ୧୯୭୮ରେ କୌଣସି ପୁରସ୍କାର ନାହିଁ)

ଶିଶୁ ସାହିତ୍ୟ ପୁରସ୍କାର ବିଜେତା

[ସମ୍ପାଦନା]

ସାହିତ୍ୟ ଏକାଡେମୀ ଶିଶୁ ସାହିତ୍ୟ ପାଇଁ ଏକ "ଶିଶୁ ସାହିତ୍ୟ ପୁରସ୍କାର" ମଧ୍ୟ ପ୍ରଦାନ କରିଥାଏ । ସଂସ୍କୃତ ପାଇଁ ନିମ୍ନୋକ୍ତ ପୁରସ୍କାର ବିଜେତାମାନେ ଅନ୍ତର୍ଭୁକ୍ତ :

ବର୍ଷ ଲେଖକ କାର୍ଯ୍ୟ ଟିପ୍ପଣୀ
୨୦୧୦ପଦ୍ମ ଶାସ୍ତ୍ରୀସଂସ୍କୃତ-କଥା-ସତକଂ (2 Vols.)କ୍ଷୁଦ୍ରଗଳ୍ପ
୨୦୧୧ଅଭିରାଜ ରାଜେନ୍ଦ୍ର ମିଶ୍ରକୌମର୍ମ (କବିତା)
୨୦୧୨ଓମ ପ୍ରକାଶ ଠାକୁରଏସୋପ-କଥା-ନିକୁଞ୍ଜଂକ୍ଷୁଦ୍ରଗଳ୍ପର ସଂଗ୍ରହ
୨୦୧୩ଏଚ.ଆର. ବିଶ୍ୱାସମର୍ଜାଳସ୍ୟ ମୁଖଂ ଦ୍ରିଷ୍ଟଂନାଟକ ପୁସ୍ତକ
୨୦୧୪କୌଣସି ପୁରସ୍କାର ନାହିଁ
୨୦୧୫ଜନାର୍ଦ୍ଦନ ହେଜଡେଗଳ୍ପ
୨୦୧୬ଋଷିରାଜ ଜନୀଚମତ୍କାରୀକାହ ଚାଳଦୂରଭାଷାଃକ୍ଷୁଦ୍ରଗଳ୍ପ
୨୦୧୭ରାଜକୁମାର ମିଶ୍ରଦୟାତେ କଥାମାକାଶେକବିତା
୨୦୧୮ସମ୍ପଦାନନ୍ଦ ମିଶ୍ରଶନାଇହ ଶନାଇହକବିତା
୨୦୧୯ସଂଜୟ ଚୌବେଚିତବ ତ୍ରିନଂ ତ୍ରିନଂକବିତା

ଯୁବ ପୁରସ୍କାର

[ସମ୍ପାଦନା]

୩୫ ବର୍ଷରୁ କମ୍ ବୟସର ଜଣେ ଲେଖକଙ୍କଦ୍ୱାରା ପ୍ରକାଶିତ ପୁସ୍ତକ :

ବର୍ଷ ଲେଖକ କାର୍ଯ୍ୟ ଟିପ୍ପଣୀ
୨୦୧୭ହେମଚନ୍ଦ୍ର ବେଲୱାଲପରିବର୍ତ୍ତନକାବ୍ୟଂକାବ୍ୟ
୨୦୧୮ମୁନୀ ରାଜସୁନ୍ଦର ବିଜୟଚିତ୍ରକାବ୍ୟଦର୍ଶନଂକାବ୍ୟ
୨୦୧୯ଯୁବରାଜ ଭଟ୍ଟରାଈଭାଗବିଳାସିନୀକାବ୍ୟ
  1. "Sanskrit Sahitya Akademi Awards 1955-2007". Sahitya Akademi Official website. Archived from the original on 2009-03-31.
  2. "Akademi Awards (1955-2015)". Sahitya Akademi. Archived from the original on 4 March 2016. Retrieved 4 March 2016.
  3. IANS (14 January 2015). "Sanskrit Scholar Prabhu Nath Dwivedi Wins Sahitya Akademi Award". The New Indian Express. Archived from the original on 20 January 2015. Retrieved 20 January 2015.
  4. "Sahitya Akademi Awards-2020 (Official Website)". March 2021.
  5. K. Sreenivasarao (30 December 2021). "List of Winners - 2021" (PDF). Sahitya Akademi.{{cite web}}: CS1 maint: url-status (link)