କେଥ୍ରୀନ୍ ଦ ଗ୍ରେଟ

ଉଇକିପିଡ଼ିଆ‌ରୁ
Catherine II
Catherine II by Fyodor Rokotov
Empress and Autocrat of All the Russias
ଶାସନକାଳ 9 July 1762 – 17 November 1796
Coronation 12 September 1762
ପୂର୍ବାଧିକାରୀ Peter III
ଉତ୍ତରାଧିକାରୀ Paul I
Empress consort of All the Russias
Reign 5 January 1762 – 9 July 1762
ଜୀବନସାଥୀ Peter III of Russia
ସନ୍ତାନସନ୍ତତିଗଣ
Paul I of Russia
ସମ୍ପୂର୍ଣ୍ଣ ନାମ
Sophie Friederike Auguste
ବଂଶ Holstein-Gottorp-Romanov (by marriage)
Ascania (by birth)
ବାପା Christian August, Prince of Anhalt-Zerbst
ମାଆ Princess Johanna Elisabeth of Holstein-Gottorp
ଜନ୍ମ 2 May [O.S. 21 April] 1729
Stettin, Pomerania, Prussia
(now Szczecin, Poland)
ମୃତ୍ୟ ୧୭ ନଭେମ୍ବର ୧୭୯୬(1796-11-17) (ବୟସ ୬୭)
Saint Petersburg, Russia
ସମାଧି Peter and Paul Cathedral in Saint Petersburg
ଦସ୍ତଖତ
ଧର୍ମ Russian Orthodox
prev. Lutheran

ରସିଆର କେଥ୍ରୀନ୍ ୨ ଯିଏ କି କେଥ୍ରୀନ୍ ଦ ଗ୍ରେଟ ନାମରେ ମଧ୍ୟ ପ୍ରସିଦ୍ଧ ହେଉଛନ୍ତି ରସିଆର ସର୍ବାଧିକ ରାଜତ୍ୱକାଳରେ ରହିଥିବା ଓ ଜଣେ ଖ୍ୟତିସମପର୍ଣ୍ଣ ନେତା ଥିଲେ।ସେ୧୮୬୨ରୁ ତାଙ୍କ ମୃତ୍ୟୁ ବର୍ଷ ୧୭୯୬ ଯାଏଁ ରସିଆରେ ରାଜତ୍ୱ କରୁଥିଲେ।ସେ ୬୭ ବର୍ଷରେ ମୃତ୍ୟୁବରଣ କରିଥିଲେ।ସେ ସେଟ୍ଟୀନ,ପୋମେରାନିଆ, ପ୍ରୁସିଆରେ ସୋଫି ଫ୍ରିଡ଼େରିକ୍ ଅଗସ୍ତେ ଭୋନ-ଜର୍ବ୍ସ୍ତ-ଦୋର୍ନବର୍ଗ ନାମରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ସ୍ୱାମୀ ପିଟର୍ ୩ଙ୍କ ମୃତ୍ୟୁ ପରେ ସେ ଶାସନରେ ଆସିଥିଲେ।ତାଙ୍କ ଶାସନ ଅଧିନୟରେ ରସିଆ ପୁନର୍ବାର ଶକ୍ତିଶାଳୀ ହୋଇଥିଲା,ରସିଆର ଆକାର ବୃଦ୍ଧି ପାଇଥିଲା।ରସିଆ ଏବେ ଇଉରୋପର ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଗୋଟିଏରେ ଗଣା ହେଉଥିଲା।

ବାଲ୍ୟ ଜୀବନ[ସମ୍ପାଦନା]

Young Catherine soon after her arrival in Russia, by Louis Caravaque

କେଥ୍ରୀନ୍ଙ୍କ ପିତା କ୍ରିଶ୍ଚିଆନ୍ ଅଗ୍ସ୍ତେ,ଆନ୍ହାଲଟ୍ର ରାଜପୁତ୍ର ଥିଲେ,କିନ୍ତୁ ସେ ଜର୍ମାନିର ରାଜପରିବାର ର୍ ବଂଶଧର ଥିଲେ।[୧]।ସେ ପ୍ରସିଆନ୍ ସେନାଧିକ୍ଷ ସ୍ତରରେ ନାମିତ ହୋଇଥିଲେ। ଏହା ସହ ସେ ସେଟ୍ଟୀନ୍ ସହରର ମୁଖ୍ୟ ସଚିବ ରୂପେ ଦାୟିତ୍ୱ ନେଇଥିଲେ। ସୋଫିଆ ଫ୍ରିଡ଼େରିକ୍ ଅଗସ୍ତେ ଭୋନ-ଜର୍ବ୍ସ୍ତ-ଦୋର୍ନବର୍ଗ ତାଙ୍କ ଦୁଇ ବଡ଼ ଭାଇ ଯିଏ କି ଭବିଷ୍ୟତରେ ସ୍ୱିଡେନ୍ର ରାଜା ଗୁସ୍ତଭ ୩ଚା୍ଲ୍ସ୍ ୧୨ଙ୍କ ସହ ବଢ଼ିଥିଲେ।.[୨]

  1. Ferdinand Siebigk: Christian August (Fürst von Anhalt-Zerbst). In: Allgemeine Deutsche Biographie (ADB). Band 4, Duncker & Humblot, Leipzig 1876, S. 157–159.
  2. Cronholm, Neander N. (1902). A History of Sweden from the Earliest Times to the Present Day. ch 37