କୁଣ୍ଡେରଗଡ

ଉଇକିପିଡ଼ିଆ‌ରୁ
Maa Bageshwari Devi also known as Maa Kudargarhi Devi
Maa Bageshwari Devi
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictSurajpur
Location
StateChhattisgarh
CountryIndia
Website
www.Maakudargarhi.in

କୁଣ୍ଡେରଗଡ ,  iଭାରତୀୟ ରାଜ୍ୟ ଛତିଶଗଦର ସୁରଜପୁର ଜିଲ୍ଲାରେ ଥିବା ଏକ ପ୍ରକ୍ଷାତ ହିନ୍ଦୁ ତୀର୍ଥ ସ୍ଥଳୀ । ଏହା ସୁରଜପୁର ସହରଠାରୁ 40 କିଲୋମିଟର ଦୂରରେ ଏକ ପକ୍କା ରାସ୍ତା ସହ ସଂଯୁକ୍ତ । ଏଠାରେ ମାଁ  ବାଘେଶ୍ୱରୀ ମନ୍ଦିର ରହିଛି । ଚୈତ୍ର ନବରାତ୍ର ସମୟରେ ଏଠାରେ ମହୋତଶବ ପାଳିତ ହେଇଥାଏ । 

ମନ୍ଦିର [ସମ୍ପାଦନା]

ମାଁ ବଘେଶ୍ୱରୀ ମନ୍ଦିର ଠାକୁରାଣୀ କୁନ୍ଦରଗ୍ରାହୀଙ୍କୁ ସମର୍ପିତ ଓ ଏହା ପାହାଡର ଶିଖରରେ ଅବସ୍ଥିତ । ଏହି ମନ୍ଦିରର ନିର୍ମାଣ କାଳ ବାବଦରେ ଇସେଶ କିଛି ତଥ୍ୟ ମିଳିନାହି  । ଦଲଟନଙ୍କ ମତରେ ଏହି ମନ୍ଦିର ବାଲାଣ୍ଡର ରାଜାଙ୍କଦ୍ୱାରା ନିର୍ମିତ ହେଇଥିଲା । ସେମାନେ 17 ଶ ଶତାବ୍ଦୀରେ ସେହି ଅଞ୍ଚଳ ଶାସନ କରୁଥିଲେ । 

ଭକ୍ତମାନେ ଏଠାକୁ ଆସି ମନୋସ୍କାମନା ପୂରଣ ପାଇଁ ମାନସିକ କରନ୍ତି । ତାହା ପୂରଣ ପରେ ଏଠାରେ ପଶୁବଳି ଦେଇଥାନ୍ତି । ପଶୁ ବଳି ସମୟରେ ପଶୁ ରକ୍ତ ଏକ ନାଳ ଦେଇ କୁଣ୍ଡରେ ପଡିଥାଏ । ଏହି କୁଣ୍ଡ କେବେ ଭର୍ତ୍ତି ହେବ ନାହି ବୋଲି ଲୋକ ବାଦ ରହିଛି । 

ଆଧାର [ସମ୍ପାଦନା]