କିଶନ ବପତ୍ ବାବୁରାଓ ହଜାରେ
ଦେଖଣା
ଅନ୍ନା ହଜାରେ | |
|---|---|
| ଜନ୍ମ | ୧୫ ଜୁନ ୧୯୩୭ ଭିଙ୍ଗାର, ବମ୍ବେ ପ୍ରେସିଡେନ୍ସି, ବ୍ରିଟିଶ ରାଜ |
| ଜାତୀୟତା | ଭାରତୀୟ |
| ଅନ୍ୟ ନାମ | କିଶନ ବପତ୍ ବାବୁରାଓ ହଜାରେ |
| ପିତାମାତା | ଲକ୍ଷ୍ମୀବାଇ ହଜାରେ (ମା) ବାବୁରାଓ ହଜାରେ |
| ୱେବସାଇଟ | annahazare.org |
କିଶନ ବାପତ୍ ବାବୁରାଓ ହଜାରେ (ଜନ୍ମ: ୧୫ ଜୁନ, ୧୯୩୭), ଭାରତରେ ଗାନ୍ଧୀବାଦୀ ସାମାଜିକ କାମ ପାଇଂ ସେ ପ୍ରସିଦ୍ଧ। ଆନ୍ନା ହଜାରେ ନାମରେ ସେ ଲୋକଙ୍କ ମଧ୍ୟରେ ପରିଚିତ । ସିଏ ଅନେକ ପୁରସ୍କାରରେ ସମ୍ମାନୀତ ହେଇଅଛନ୍ତି। ସେ ମହାରାଷ୍ତ୍ର୍ ରାଜ୍ୟର ରାଲେଗାଓନ୍ ସିଦ୍ଦିରେ ଜନ୍ମ୍ ଗ୍ରହଣ କରିଥିଲେ। ଅରବିନ୍ଦ୍ କେଜ୍ରିବାଲ୍ଙ୍କ ସାଙ୍ଗରେ ମିଶି ସେ ଦୁର୍ନିତି ବିରୁଦ୍ଦରେ ଆନ୍ଦୋଳନ ଆରମ୍ବ କରି ଦେଶ ସାରା ଜନ ମାନସରେ ସଚେତନତା ସ୍ରୁଷ୍ଟି କରିପାରିଛନ୍ତି।