କାନାକିନୁମାବ

ଉଇକିପିଡ଼ିଆ‌ରୁ
କାନାକିନୁମାବ
Ribbon diagram of canakinumab (blue) bound to IL-1β (yellow) from PDB entry ଛାଞ୍ଚ:PDBe[୧]
Monoclonal antibody
TypeWhole antibody
SourceHuman
TargetIL-1β
Clinical data
Trade namesIlaris
SynonymsACZ885, ACZ-885
AHFS/Drugs.commonograph
data
Pregnancy
category
  • AU: B3
  • US: N (Not classified yet)
Routes of
administration
Intravenous, subcutaneous
Legal status
Legal status
Chemical and physical data
FormulaC6452H9958N1722O2010S42
Molar mass145200
  (verify)

କାନାକିନୁମାବ, ବେପାର ନାମ ଇଲାରିସ, ଔଷଧ ଯାହା ସାମୟିକ ଜ୍ୱର ସିଣ୍ଡ୍ରୋମ, ଗାଉଟ ଓ ଷ୍ଟିଲ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ସାମୟିକ ଜ୍ୱର ସିଣ୍ଡ୍ରୋମଗୁଡିକ ମଧ୍ୟରେ କ୍ରାୟୋପାଇରିନ-ସଂୟୁକ୍ତ ସାମୟିକ ସିଣ୍ଡ୍ରୋମ,(CAPS), ପାରିବାରିକ ଭୂମଧ୍ୟସାଗରୀୟ ଜ୍ୱର (FMF), ଅର୍ବୁଦ ନେକ୍ରୋସିସ୍ ଫ୍ୟାକ୍ଟର୍ ରିସେପ୍ଟର ଜଡିତ ପର୍ଯ୍ୟାୟ ସିଣ୍ଡ୍ରୋମ (TRAPS) ଏବଂ ଏଚଆଇଡି/ଏମକେଡି (HIDS / MKD) ଅନ୍ତର୍ଭୁକ୍ତ । [୩] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ଏବଂ ଗଳାର ସଂକ୍ରମଣ, ପେଟ ଯନ୍ତ୍ରଣା, ବାନ୍ତି, ଏବଂ ଇଞ୍ଜେକ୍ସନ୍-ସାଇଟ୍ ପ୍ରତିକ୍ରିୟା ହୋଇପାରେ । [୨] [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[୫] ଏହି ଔଷଧ ଖାଉଥିଲେ ଜୀବନ୍ତ ଟିକା ଗ୍ରହଣ କରିବା ଉଚିତ୍ ନୁହେଁ। [୫] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ୍ -୧ ବିଟାକୁ ବନ୍ଧନ‌ଯୁକ୍ତ ହୁଏ ଏବଂ ଅବରୋଧ କରେ । [୩]

୨୦୦୯ରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ କାନାକିନୁମାବ ଅନୁମୋଦିତ ହୋଇଥିଲା । [୬] [୨] ୨୦୨୧ରେ ଯୁକ୍ତରାଜ୍ୟରେ ୧୫୦ ମିଗ୍ରାର ମୂଲ୍ୟ ୯୯୦୦ ପାଉଣ୍ଡ ଥିଲା । [୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୭,୫୦୦ ଡଲାର । [୮]

ଆଧାର[ସମ୍ପାଦନା]

  1. Rondeau JM, Ramage P, Zurini M, Gram H (2015). "The molecular mode of action and species specificity of canakinumab, a human monoclonal antibody neutralizing IL-1β". mAbs. 7 (6): 1151–60. doi:10.1080/19420862.2015.1081323. PMC 4966334. PMID 26284424.
  2. ୨.୦ ୨.୧ ୨.୨ "Ilaris". Archived from the original on 11 June 2020. Retrieved 29 December 2021.
  3. ୩.୦ ୩.୧ ୩.୨ "Ilaris". Archived from the original on 11 June 2020. Retrieved 29 December 2021.
  4. "Ilaris- canakinumab injection, powder, lyophilized, for solution Ilaris- canakinumab injection, solution". DailyMed. 14 September 2019. Archived from the original on 4 August 2020. Retrieved 16 June 2020.
  5. ୫.୦ ୫.୧ "Ilaris- canakinumab injection, powder, lyophilized, for solution Ilaris- canakinumab injection, solution". DailyMed. 14 September 2019. Archived from the original on 4 August 2020. Retrieved 16 June 2020.
  6. "Canakinumab Monograph for Professionals". Drugs.com (in ଇଂରାଜୀ). Archived from the original on 4 July 2018. Retrieved 29 December 2021.
  7. "Ilaris Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 January 2021. Retrieved 29 December 2021.
  8. BNF 81: March-September 2021. BMJ Group and the Pharmaceutical Press. 2021. p. 890. ISBN 978-0857114105.