କଲ୍ୟାଣେଶ୍ଵରୀ ମନ୍ଦିର
| କଲ୍ୟାଣେଶ୍ୱରୀ ମନ୍ଦିର | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | Paschim Bardhaman |
| ଦେବାଦେବୀ | ଦେବୀ କଲ୍ୟାଣେଶ୍ୱରୀ |
| Location | |
| ସ୍ଥାନ | କଲ୍ୟାଣେଶ୍ୱରୀ, Asansol |
| State | ପଶ୍ଚିମ ବଙ୍ଗ |
| Country | ଭାରତ |
| ଭୌଗଳିକ ଅବସ୍ଥିତି | 23°46′38″N 86°49′42″E / 23.77722°N 86.82833°E |
| Website | |
| paschimbardhaman | |
କଲ୍ୟାଣେଶ୍ୱରୀ ମନ୍ଦିର, ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର (Paschim Bardhaman district) ଆସାନସୋଲ ସଦର ଉପକ୍ଷେତ୍ର ବା ସବଡିଭିଜନ ଅନ୍ତର୍ଗତ କଲ୍ୟାଣେଶ୍ୱରୀ ସ୍ଥାନରେ ଅବସ୍ଥିତ । ଏହା ଭାରତର ପଶ୍ଚିମ ବଙ୍ଗ ପ୍ରଦେଶରେ ଅଛି ।
ଭୂଗୋଳ
[ସମ୍ପାଦନା]ଦାମୋଦର ଭାଲି କର୍ପୋରେସନ ଅନ୍ତର୍ଗତ ବରକର ନଦୀରେ (Barakar River) ଉପରେ ନିର୍ମିତ ମୈଥନ ସେତୁର (Maithon Dam) ତଳ ଶ୍ରୋତର କୂଳରେ ଏହି ମନ୍ଦିର ଅବସ୍ଥିତ । ଏହି ନଦୀ ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ସୀମାରେ ପ୍ରବାହିତ ହେଉଛି । ଗ୍ରାଣ୍ଡ ଟ୍ରଙ୍କ ରାସ୍ତାଠାରୁ (Grand Trunk Road) ୭ କିମି ଦୂରରେ ଓ ସଦ୍ୟ ନିର୍ମିତ ଜାତୀୟ ରାଜପଥ ୧୯ ବାଇପାସଠାରୁ ୧ କିମି ଦୂରରେ ଏହି ମନ୍ଦିର ଅବସ୍ଥିତ ।
ଏଥି ସହିତ ପ୍ରଦର୍ଶିତ ମାନଚିତ୍ରରେ ଏ ସମସ୍ତ ପ୍ରଦର୍ଶିତ ହୋଇଛି ।
ଇତିହାସ
[ସମ୍ପାଦନା]ପ୍ରାୟ ୫୦୦ ବର୍ଷର ପୁରାତନ ଶକ୍ତି Shakti ପୂଜା ସ୍ଥଳ ଥିଲା ଏହି କଲ୍ୟାଣେଶ୍ୱରୀ ମନ୍ଦିର । କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିରରେ ପୂର୍ବେ ନରବଳି ଦିଆଯାଉଥିଲା । ଆଧୁନିକ ମନ୍ଦିର କିନ୍ତୁ ଅତି ପୂରାତନ ମନ୍ଦିର ନୁହେଁ ଓ ଏହାକୁ ଶ୍ରୀ ଗୁରୁଦିନ ପ୍ରସାଦ ପାଲ ନିର୍ମାଣ କରିଥିଲେ ।[୧][୨]
ଆଧାର
[ସମ୍ପାଦନା]- ↑ Ghosh, Binoy, Paschim Banger Sanskriti, (in Bengali), part I, 1976 edition, p. 221, Prakash Bhaban
- ↑ "Kalyaneshwari Temple". india9.com. Retrieved 2009-09-25.
ବାହ୍ୟ ଲିଙ୍କ
[ସମ୍ପାଦନା]
Maithon travel guide from Wikivoyage
ମନ୍ଦିର ପରିଦର୍ଶନର ତଥ୍ୟ ଦିଆଯାଇଛି ।