Jump to content

କର୍ମକାର ଭାଷା

ଉଇକିପିଡ଼ିଆ‌ରୁ
କର୍ମକାର ଭାଷା
Native toଭାରତ
ମାତୃଭାଷୀ
[]
ଇଣ୍ଡୋ-ଇଉରୋପୀୟ
  • ଇଣ୍ଡୋ-ଇରାନୀୟ
    • ଇଣ୍ଡୋ-ଆର୍ଯ୍ୟ
      • ପୂର୍ବ ଇଣ୍ଡୋ-ଆର୍ଯ୍ୟ
        • ବଙ୍ଗାଳୀ-ଅହମିୟା
          • କର୍ମକାର ଭାଷା
ଭାଷା କୋଡ୍
ISO ୬୩୯-୩kfv
ଗ୍ଲୋଟୋଲୋଗkurm1243

କର୍ମକାର ଭାଷା ଏକ ପୂର୍ବ ଭାରତୀୟ-ଆର୍ଯ୍ୟ ଭାଷା ଅଟେ । ଏହି ଭାଷାକୁ କୁର୍ମୁକାର ମଧ୍ୟ କୁହାଯାଏ । ଏହି ଭାଷା ଆସାମୀ-ବଙ୍ଗଳା ଉପ-ଗୋଷ୍ଠୀର ଅନ୍ତର୍ଭୁକ୍ତ ଏବଂ ଏହା ମଧ୍ୟରେ ଆସାମୀ ବଙ୍ଗଳା ଭାଷାର ନିକଟତର ଅଟେ । ଏହି ଭାଷା ମୁଖ୍ୟତଃ ପଶ୍ଚିମ ବଙ୍ଗ, ଆସାମତ୍ରିପୁରା ରାଜ୍ୟର କିଛି ଅଞ୍ଚଳରେ ବ୍ୟବହୃତ ହୁଏ ।

ଏହି ଭାଷା ବ୍ୟବହାର କରୁଥିବା ଲୋକମାନେ ମୁଖ୍ୟତଃ ଆସାମର ବାରପେଟା, ଗୋଲପଡ଼ା ଏବଂ ଧୁବ୍ରୀ ଜିଲ୍ଲା, ପଶ୍ଚିମବଙ୍ଗ, ତ୍ରିପୁରା ଏବଂ କେନ୍ଦ୍ରୀୟ ପ୍ରଦେଶର କିଛି ଅଞ୍ଚଳରେ ରୁହନ୍ତି ।[] ଏହା ଭାଷାର ଭାଷା-ଭାଷୀଙ୍କ ସଂଖ୍ୟା ମୁଖ୍ୟତଃ ୩,୦୦୦ ପାଖାପାଖି ଅଟେ । ଉପରୋକ୍ତ ରାଜ୍ୟଗୁଡ଼ିକରେ ବସବାସ କରୁଥିବା କର୍ମକାର ସମ୍ପ୍ରଦାୟର ଲୋକମାନେ ଏହି ଭାଷାର ବ୍ୟବହାର କରନ୍ତି । କର୍ମକାର ସମ୍ପ୍ରଦାୟର ଲୋକମାନେ ମୁଖ୍ୟତଃ ଲୁହା ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି ।

ବାହାର ଆଧାର

[ସମ୍ପାଦନା]