କରୁଣ ନାୟାର
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Karun Kaladharan Nair | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm offbreak | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Batsman | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 287) | 26 November 2016 v England | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 212) | June 11 2016 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | June 13, 2016 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2012–present | Karnataka | |||||||||||||||||||||||||||||||||||||||||||||||||||||||||||||||||
2012–2013 | Royal Challengers Bangalore | |||||||||||||||||||||||||||||||||||||||||||||||||||||||||||||||||
2014–2015 | Rajasthan Royals | |||||||||||||||||||||||||||||||||||||||||||||||||||||||||||||||||
2016–present | Delhi Daredevils | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 06 june 2016 |
କରୁଣ କଳାଧରନ ନାୟାର (Malayalam : കരുൺ നായർ) (ଜନ୍ମ ୬ ଡିସେମ୍ବର ୧୯୯୧) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ କେରଳ ରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ ଓ କର୍ଣ୍ଣାଟକ ରାଜ୍ୟ ତରଫରୁ ରଣଜୀ ଟ୍ରଫି ଖେଳନ୍ତି । ସେ ଜଣେ ଡାହାଣ ହାତ ବ୍ୟାଟ୍ସମ୍ୟାନ । ଏହା ସହ ସେ ସ୍ପିନ ବୋଲିଂ ମଧ୍ୟ କରନ୍ତି । IPLରେ ୨୦୧୩ ମସିହାରେ ପ୍ରଥମେ ବାଙ୍ଗାଲୋର, ପରେ ରାଜସ୍ଥାନ ଓ ପରିଶେଷରେ ଦିଲ୍ଲୀ ଦଳ ପାଇଁ ଖେଳିଥିଲେ ।
କରୁଣ ନାୟାର ଭାରତୀୟ ଜାତୀୟ, ଭାରତୀୟ ୧୯ ବର୍ଷରୁ ସାନ, ଭରତ A ଦଳ ଓ କର୍ଣ୍ଣାଟକ ରାଜ୍ୟ ଦଳର ପ୍ରତିନିଧିତ୍ୱ କରିଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]କରୁଣଙ୍କ ପିତା କଳାଧରନ ନାୟାର ଓ ମାତା ପ୍ରେମା ନାୟାର କେରଳର ଅଧିବାସୀ । 2016 ଜୁଲାଇରେ କରୁଣ ନାୟାର ଶତାଧିକ ଲୋକଳଙ୍କ ସହ ଏକ ବୋଟରେ ମନ୍ଦିରକୁ ଯାଉଥିବା ବେଳେ ଡଙ୍ଗାଟି ବୁଡି ଯିବାରୁ ୬ ଜଣ ଲୋକ ପ୍ରାଣ ହରେଇ ଥିଲେ । ମାତ୍ର କରୁଣ ସନ୍ତରଣ କରି ଆସୁଥିବା ବେଳେ ସ୍ଥାନୀୟ ଲୋକଙ୍କଦ୍ୱାରା ଉଦ୍ଧାର କରା ହେଇଥିଲେ । [୧]
ଖେଳ ଜୀବନୀ
[ସମ୍ପାଦନା]ତାଙ୍କର ପ୍ରଥମ ରଣଜୀ ପଦାର୍ପଣରେ କରୁଣ ଚମତ୍କାରପ୍ରଦର୍ଶନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେହି ବର୍ଷ କର୍ନାଟକ ରଣଜୀ ଟ୍ରଫି ଜିତି ଥିଲା ।ପୁନର୍ବାର 2014/15 ମସିହାରେ କରୁଣ ରଣଜୀ ଟ୍ରଫିରେ 709 ରନ କରି କର୍ଣ୍ଣାଟକ କୁରଣଜୀ ଜିତାଇବାରେ ସାହାଯ୍ୟ କରିଥିଲେ ।
IPLରେ କରୁଣ ପ୍ରଥମ ଦୁଇ ବର୍ଷ ଭଲ ପ୍ରଦର୍ଶନ କରି ପରି ନଥିଲେ । ସେ 2014 IPLରେ 11 ଟିମେଚ ଖେଳି 330 ରନ କରିଥିଲେ ।
ଆନ୍ତର୍ଜାତିକ ପ୍ରଦର୍ଶନ
[ସମ୍ପାଦନା]ଏକଦିବାସୀୟ ଅନ୍ତରର୍ସ୍ତୃୟରେ କରୁଣ ଭାରତର ଜିମ୍ବାବ୍ୱେ ଗସ୍ତରେ ତାଙ୍କର ପ୍ରଥମ ମେଚ 2016 ଜୁନରେ ଖେଳିଥିଲେ । [୨]
- 26 ନଭେମ୍ବର , 2016ରେ ସେ ଭରତ ପାଇଁ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ଭ୍ରମଣକାରୀ ଇଂଲଣ୍ଡ ଦଳ ସହ ମୋହାଳିଠାରେ 3 ୟ ଟେଷ୍ଟ ପାଇଁ ଦଳରେ ସ୍ଥାନ ପାଇଥିଲେ ମଧ୍ୟ କେବଳ ପ୍ରଥମ ଇନିଂସରେ ବ୍ୟାଟିଂ କରି ମାତ୍ର 4 ରନ କରି ଆଉଟ ହେଇଥିଲେ ଓ ଦ୍ୱିତୀୟ ପାରିରେ ବ୍ୟାଟିଂ କରି ଆସି ନ ଥିଲେ ।[୩][୪]
ଆଧାର
[ସମ୍ପାଦନା]- ↑ "Not too fussy about batting positions". ESPN Cricinfo.
- ↑ "India tour of Zimbabwe, 1st ODI: Zimbabwe v India at Harare, Jun 11, 2016". ESPN Cricinfo. Retrieved 11 June 2016.
- ↑ "England bat first; Rahul injured, Nair handed debut". ESPN Cricinfo.
- ↑ http://www.cricbuzz.com/live-cricket-scorecard/16870/ind-vs-eng-3rd-test-england-tour-of-india-2016-17?gclid=CjwKEAiA1ITCBRDO-oLA-q_n8xYSJADjBQfGPEDQmGTlEXGEwnnyDMEShyw3-PDpidyAmJ-2yuoSkxoC7evw_wcB