କରୁଣ ନାୟାର

ଉଇକିପିଡ଼ିଆ‌ରୁ
କରୁଣ ନାୟାର
ବ୍ୟକ୍ତିଗତ ତଥ୍ୟ
ନାମKarun Kaladharan Nair
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight-arm offbreak
ଭୂମିକାBatsman
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 287)26 November 2016 v England
ପ୍ରଥମ ଦିନିକିଆ (cap 212)June 11 2016 v Zimbabwe
ଶେଷ ଦିନିକିଆJune 13, 2016 v Zimbabwe
ଘରୋଇ ଦଳ ତଥ୍ୟ
YearsTeam
2012–presentKarnataka
2012–2013Royal Challengers Bangalore
2014–2015Rajasthan Royals
2016–presentDelhi Daredevils
Career statistics
ପ୍ରତିଯୋଗିତା FC List A T20 Test
ମ୍ୟାଚ ସଂଖ୍ୟା 32 41 64 1
ମୋଟ ରନ 2481 1176 1189 4
ବ୍ୟାଟିଂ ହାର 52.78 40.89 23.58 4.00
ଶତକ/ଅର୍ଦ୍ଧଶତକ 7/10 1/8 0/8 0/0
ସର୍ବାଧିକ ରନ 328 120 83* 4
ବଲ ସଂଖ୍ୟା 777 576 48 0
ଉଇକେଟ 8 10 2 0
ବୋଲିଂ ହାର 52.62 46.60 27.50 n/a
ଇନିଙ୍ଗସରେ ୫ଟି ଉଇକେଟ 0 0 0 n/a
ମ୍ୟାଚରେ ୧୦ଟି ଉଇକେଟ 0 n/a n/a n/a
ସବୁଠୁ ଭଲ ବୋଲିଂ 2/11 2/16 1/3 n/a
କ୍ୟାଚ/ଷ୍ଟମ୍ପିଙ୍ଗ 12/0 8/0 8/0 0/0
Source: Cricinfo, 06 june 2016

କରୁଣ କଳାଧରନ ନାୟାର (Malayalam : കരുൺ നായർ) (ଜନ୍ମ ୬ ଡିସେମ୍ବର ୧୯୯୧)  ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ କେରଳ ରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ ଓ କର୍ଣ୍ଣାଟକ ରାଜ୍ୟ ତରଫରୁ ରଣଜୀ ଟ୍ରଫି ଖେଳନ୍ତି । ସେ ଜଣେ ଡାହାଣ ହାତ ବ୍ୟାଟ୍ସମ୍ୟାନ । ଏହା ସହ ସେ ସ୍ପିନ ବୋଲିଂ ମଧ୍ୟ କରନ୍ତି । IPLରେ ୨୦୧୩ ମସିହାରେ ପ୍ରଥମେ ବାଙ୍ଗାଲୋର, ପରେ ରାଜସ୍ଥାନ ଓ ପରିଶେଷରେ ଦିଲ୍ଲୀ ଦଳ ପାଇଁ ଖେଳିଥିଲେ । 

କରୁଣ ନାୟାର ଭାରତୀୟ ଜାତୀୟ, ଭାରତୀୟ ୧୯ ବର୍ଷରୁ ସାନ, ଭରତ A ଦଳ ଓ କର୍ଣ୍ଣାଟକ ରାଜ୍ୟ ଦଳର ପ୍ରତିନିଧିତ୍ୱ କରିଛନ୍ତି । 

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

କରୁଣଙ୍କ ପିତା କଳାଧରନ ନାୟାର ଓ ମାତା ପ୍ରେମା ନାୟାର କେରଳର ଅଧିବାସୀ । 2016 ଜୁଲାଇରେ କରୁଣ ନାୟାର ଶତାଧିକ ଲୋକଳଙ୍କ ସହ ଏକ ବୋଟରେ ମନ୍ଦିରକୁ ଯାଉଥିବା ବେଳେ ଡଙ୍ଗାଟି ବୁଡି ଯିବାରୁ ୬ ଜଣ ଲୋକ ପ୍ରାଣ ହରେଇ ଥିଲେ । ମାତ୍ର କରୁଣ ସନ୍ତରଣ କରି ଆସୁଥିବା ବେଳେ ସ୍ଥାନୀୟ ଲୋକଙ୍କଦ୍ୱାରା ଉଦ୍ଧାର କରା ହେଇଥିଲେ ।  [୧]

ଖେଳ ଜୀବନୀ [ସମ୍ପାଦନା]

ତାଙ୍କର ପ୍ରଥମ ରଣଜୀ ପଦାର୍ପଣରେ କରୁଣ ଚମତ୍କାରପ୍ରଦର୍ଶନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେହି ବର୍ଷ କର୍ନାଟକ ରଣଜୀ ଟ୍ରଫି ଜିତି ଥିଲା ।ପୁନର୍ବାର 2014/15 ମସିହାରେ କରୁଣ ରଣଜୀ ଟ୍ରଫିରେ 709 ରନ କରି କର୍ଣ୍ଣାଟକ କୁରଣଜୀ ଜିତାଇବାରେ ସାହାଯ୍ୟ କରିଥିଲେ । 

IPLରେ କରୁଣ ପ୍ରଥମ ଦୁଇ ବର୍ଷ ଭଲ ପ୍ରଦର୍ଶନ କରି ପରି ନଥିଲେ । ସେ 2014 IPLରେ 11 ଟିମେଚ ଖେଳି 330 ରନ କରିଥିଲେ । 

ଆନ୍ତର୍ଜାତିକ ପ୍ରଦର୍ଶନ[ସମ୍ପାଦନା]

ଏକଦିବାସୀୟ ଅନ୍ତରର୍ସ୍ତୃୟରେ କରୁଣ ଭାରତର ଜିମ୍ବାବ୍ୱେ ଗସ୍ତରେ ତାଙ୍କର ପ୍ରଥମ ମେଚ 2016 ଜୁନରେ ଖେଳିଥିଲେ ।  [୨]

  • 26 ନଭେମ୍ବର , 2016ରେ ସେ ଭରତ ପାଇଁ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ଭ୍ରମଣକାରୀ ଇଂଲଣ୍ଡ ଦଳ ସହ ମୋହାଳିଠାରେ 3 ୟ ଟେଷ୍ଟ ପାଇଁ ଦଳରେ ସ୍ଥାନ ପାଇଥିଲେ ମଧ୍ୟ କେବଳ ପ୍ରଥମ ଇନିଂସରେ ବ୍ୟାଟିଂ କରି  ମାତ୍ର 4 ରନ କରି ଆଉଟ ହେଇଥିଲେ ଓ ଦ୍ୱିତୀୟ ପାରିରେ ବ୍ୟାଟିଂ କରି ଆସି ନ ଥିଲେ ।[୩][୪]

ଆଧାର [ସମ୍ପାଦନା]

  1. "Not too fussy about batting positions". ESPN Cricinfo.
  2. "India tour of Zimbabwe, 1st ODI: Zimbabwe v India at Harare, Jun 11, 2016". ESPN Cricinfo. Retrieved 11 June 2016.
  3. "England bat first; Rahul injured, Nair handed debut". ESPN Cricinfo.
  4. http://www.cricbuzz.com/live-cricket-scorecard/16870/ind-vs-eng-3rd-test-england-tour-of-india-2016-17?gclid=CjwKEAiA1ITCBRDO-oLA-q_n8xYSJADjBQfGPEDQmGTlEXGEwnnyDMEShyw3-PDpidyAmJ-2yuoSkxoC7evw_wcB

ବାହାର ଲିଙ୍କ [ସମ୍ପାଦନା]