କମଳା ସାଲଡ଼

ଉଇକିପିଡ଼ିଆ‌ରୁ
କମଳା ସାଲଡ଼
ପ୍ରସ୍ତୁତ କମଳା ସାଲଡ଼
ପ୍ରକାରସାଲଡ଼
ମୁଖ୍ୟ ଉପାଦାନକମଳା, ଅଲିଭ ତେଲ, ଲୁଣ, ଗୋଲ ମରିଚ

କମଳା ସାଲଡ଼ ସ୍ପାଇନିଜ ଏବଂ ସିସିଲି ବ୍ୟଞ୍ଜନର ଏକ ବିଶିଷ୍ଟ ସାଲଡ଼ ଅଟେ , ଯାହା କମଳା (ଫଳ) ଏହାର ମୁଖ୍ୟ ବ୍ୟଞ୍ଜନ ରୂପେ ବ୍ୟବହାର ହୋଇଥାଏ । ଏହା ସାଧାରଣତଃ ଭୋଜନ ଆରମ୍ଭରୁ କିମ୍ବା ଶେଷରେ ପରସା ଯାଇଥାଏ ।[୧]

ମୁଖ୍ୟତଃ ରୂପେ ଏହି ସାଲଡ଼ରେ ଅଲିଭ ତେଲ, ଲୁଣ ଏବଂ ଗୋଲ ମରିଚ ସହିତ ପତଳା ନାରଙ୍ଗୀ ରଙ୍ଗର ସ୍ଲାଇସ ପଡିଥାଏ । ସାଲଡ଼ର କିଛି ସ୍ୱାଦ "ବିନୀଗରେଟ"ର ବ୍ୟବହାର କରି ପ୍ରାପ୍ତ ହୋଇଥାଏ, ନାରଙ୍ଗୀ ସ୍ଲାଇସ ସେମାନଙ୍କୁ ପ୍ରଦାନ କରାଯାଇଥାଏ ।[୧]

ସାଧାରଣ ବିବିଧତା କିଛି ଅତିରିକ୍ତ ସାମଗ୍ରୀ ଯେପରି କଟା ହୋଇଥିବା 'ଫେନେଲ ବଲବ', ପିଆଜ ଏବଂ ଅଲିଭ ସହିତ ନାରଙ୍ଗୀ ସ୍ଲାଇସ ମିଶା ଯାଇଥାଏ ।[୧] ଏହି ମାମଲାରେ ପ୍ରାୟତଃ ଏକ ବାଇନିଗ୍ରୀଟ ମଧ୍ୟ ଯୋଡ଼ା ଯାଇଥାଏ, ଯାହା ଅଲିଭ ତେଲ, ସଫା ଭିନେଗାର, ଲୁଣ, କଳା ମରିଚ ଏବଂ ବିଭିନ୍ନ ଜଡ଼ିବୁଟିରୁ ପ୍ରସ୍ତୁତ ହୋଇଥାଏ । ଉଦାହରଣ: "ରୋଜମେରୀ" ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Edward Behr, James MacGuire: The Art of Eating. University of California Press 2011, ISBN 978-0-520-27029-9, p. 102 (online copy at Google Books)
  2. Jeremy MacVeigh: International Cuisine. Cengage Learning 2008, ISBN 978-1-4180-4965-2, p. 88 (online copy at Google Books)