କବାଟ
ଦେଖଣା

କବାଟ ସାଧାରଣତଃ ଦ୍ୱାର ବନ୍ଦ କରିବାରେ ସାହାଯ୍ୟ କରିଥାଏ । ଏହା ଘରକୁ ସୁରକ୍ଷା ପ୍ରଦାନ କରିଥାଏ । ଏହାକୁ ଗେଟ ମଧ୍ୟ କୁହାଯାଏ । ଗାଡିର କବାଟ ମଧ୍ୟ ସେହି କାମ ପାଇଁ ବ୍ୟବହାର ହୁଏ ।
ଇତିହାସ
[ସମ୍ପାଦନା]
ପ୍ରଥମେ ଇଜିପ୍ଟିୟାନମାନେ ଗୋଟିଏ କାଠରେ କବାଟ ତିଆରି କରିଥିଲେ ।ଆଗରୁ କବାଟ ମାନ ଝୁଲଂତା ଅବସ୍ଥାରେ ରହୁଥିଲା । (୨.୫୪ମି ଚଉଡା,୨୭ ଫୁଟ ଲମ୍ବା) ।

ରୋମାନମାନେ ଗୋଟିକିଆ , ଦିଟିକିଆ ବା ତିନିଟିକିଆ କବାଟ ବ୍ୟବହାର କରୁଥିଲେ ।

ସେମାନେ ତମ୍ବାରେ କବାଟ ତିଆରି କରି ସେଥିରେ ନାନା କାରୁକାର୍ଜ୍ୟ କରୁଥିଲେ । ଭାରତରେ ପଥରରେ କବାଟ ତିଆରି କରୁଥିଲେ ।