କନୱାର ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ

କନୱାର ଅଭୟାରଣ୍ୟ  ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର କୁଲ୍ଲୂ ନିକଟସ୍ଥ ପାର୍ବତୀ ଉପତ୍ୟକାରେ ଅବସ୍ଥିତ । କୋଶଳ ଅଞ୍ଚଳରୁ ଗରାହନ ନଲ୍ଲା କଡା ଦେଇ ପର୍ବତ ଉପରକୁ ପଦ ପଥରେ ଦେଓଦାର ଓ ଏଫଆଇଆର ଜଙ୍ଗଲ ଦେଇ ଅରିହାନର ଅନୁଭୂତି ଖୁବ ରୋମାଞ୍ଚକର ହେଇଥାଏ । ଏହି ଅରଣ୍ୟରେ ବହୁ ସଂଖ୍ୟାରେ ହିମାଳୟନ ଥାର ଜନ୍ତୁ ରହନ୍ତି । [୧]

ଯାତାୟତ ଓ ପର୍ଯ୍ୟଟକ ସୂଚନା [ସମ୍ପାଦନା]

  • କୁଲ୍ଲୂଠାରୁ 10 କିଲୋମିଟର୍ଦୂରବର୍ତି ଭୁନ୍ତର ବିମାନ ଅବତରଣ କେନର ରହିଛି 
  • କୁଲ୍ଲୂଠାରୁ 95 କିଲୋମିଟର ଦୂର ଯୋଗିନଦାରନଗରଠାରେ ରେଳ ଷ୍ଟେସନ ରହିଛି । 
  • ଅଭୟାରଣ୍ୟକୁ ରାସ୍ତାର ପର୍ଯ୍ୟାପ୍ତ ସଂଯୋଗ ରହିଛି 
  • ଦିଲ୍ଲୀରୁ ମାଣ୍ଡୀ 530 କିଲୋମିଟର ଦୁରବର୍ତୀ 
  • ସିମଳାଠାରୁ ଏହାର ଦୂରତା 240 କିଲୋମିଟର 
  • ଏହା ବେସରକାରୀ ମାଲିକାନାରେ ରହିଛି 

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]