କନୱାର ଅଭୟାରଣ୍ୟ
ଦେଖଣା
କନୱାର ଅଭୟାରଣ୍ୟ ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର କୁଲ୍ଲୂ ନିକଟସ୍ଥ ପାର୍ବତୀ ଉପତ୍ୟକାରେ ଅବସ୍ଥିତ । କୋଶଳ ଅଞ୍ଚଳରୁ ଗରାହନ ନଲ୍ଲା କଡା ଦେଇ ପର୍ବତ ଉପରକୁ ପଦ ପଥରେ ଦେଓଦାର ଓ ଏଫଆଇଆର ଜଙ୍ଗଲ ଦେଇ ଅରିହାନର ଅନୁଭୂତି ଖୁବ ରୋମାଞ୍ଚକର ହେଇଥାଏ । ଏହି ଅରଣ୍ୟରେ ବହୁ ସଂଖ୍ୟାରେ ହିମାଳୟନ ଥାର ଜନ୍ତୁ ରହନ୍ତି । [୧]
ଯାତାୟତ ଓ ପର୍ଯ୍ୟଟକ ସୂଚନା
[ସମ୍ପାଦନା]- କୁଲ୍ଲୂଠାରୁ 10 କିଲୋମିଟର୍ଦୂରବର୍ତି ଭୁନ୍ତର ବିମାନ ଅବତରଣ କେନର ରହିଛି
- କୁଲ୍ଲୂଠାରୁ 95 କିଲୋମିଟର ଦୂର ଯୋଗିନଦାରନଗରଠାରେ ରେଳ ଷ୍ଟେସନ ରହିଛି ।
- ଅଭୟାରଣ୍ୟକୁ ରାସ୍ତାର ପର୍ଯ୍ୟାପ୍ତ ସଂଯୋଗ ରହିଛି
- ଦିଲ୍ଲୀରୁ ମାଣ୍ଡୀ 530 କିଲୋମିଟର ଦୁରବର୍ତୀ
- ସିମଳାଠାରୁ ଏହାର ଦୂରତା 240 କିଲୋମିଟର
- ଏହା ବେସରକାରୀ ମାଲିକାନାରେ ରହିଛି
ଆଧାର
[ସମ୍ପାଦନା]- ↑ "himachaltourism.gov.in". Archived from the original on 2010-03-24. Retrieved 2016-11-30.
ବାହାର ଲିଙ୍କ
[ସମ୍ପାଦନା]- himachaltourism.nic.in Archived 2007-01-15 at the Wayback Machine.
- hptdc.gov.in Archived 2019-03-15 at the Wayback Machine.
- Kanwar Sanctuary Archived 2013-05-07 at the Wayback Machine.
This Himachal Pradesh location article is a stub. You can help Wikipedia by expanding it. |