କଡାପ୍ପା ଫିଡର ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
Kadapa Feeder Expressway
Route information
Length:104.05 km (୬୪.୬୫ mi)
Major junctions
North end:Amaravati Anantapur Expressway
South end:Kadapa
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

କଡାପ୍ପା ଫିଡର ଏକ୍ସପ୍ରେସୱେ ଏକ ପ୍ରସ୍ତାବିତ ସବୁଜ ଏକ୍ସପ୍ରେସୱେ। ଏହା ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ </ref>[୧]>ରେ ଭାରତୀୟ ରାଜପଥ ସଂସ୍ଥାନଦ୍ୱାରା ଜାତୀୟ ରାଜପଥ ଉନ୍ନୟନ କର୍ଜ୍ୟକ୍ରମର ଷଷ୍ଠ ସୋପାନରେ ଆରମ୍ଭ ହେବ । 

ପ୍ରକଳ୍ପ [ସମ୍ପାଦନା]

 ଏହି ପ୍ରକଳ୍ପ ପାଇଁ 27,635 କୋଟି[୨]ତାଙ୍କର ବ୍ୟୟ ଅଟାକଳ କରାଯାଇଛି । ଏହା ଅମରାବତିରୁ କୁରନୂଲ ପର୍ଯ୍ୟନ୍ତ ରାସ୍ତାପଥରେ ଯାତ୍ରା ସମୟ 70 ମିନିଟ ହ୍ରାସ କରିବ । ଏହି ଏକ୍ସପ୍ରେସବେ 4 -ଲେନ ବିଶିଷ୍ଟ ହେବା ସହ ଏଥିରେ 120 କିଲୋମିଟର ବେଗରେ ବାହନ ଚଳାଚଳ କରି ପାରିବ । ପାର୍ବତ୍ଯ ଅଞ୍ଚଳରେ ତନେଲ ନିର୍ମାଣ ହେବ [୩]। ଏହି ରାଜପଥରେ ସମସ୍ତ ପ୍ରକାର ସୁବିଧା ରହିବ । 

Route[ସମ୍ପାଦନା]

ସମୁଦାୟ ଦୈର୍ଘ୍ୟ 104.05 କିଲୋମିଟରର ଏହି ଏକ୍ସପ୍ରେସବେଦ୍ୱାରା ଅମରାବତି -ଅନନ୍ତପୁରଏକ୍ସପ୍ରେସବେ ସହ ମଧ୍ୟ ସଂଯୋଗ ରକ୍ଷ୍ୟା କରି ହେବ । ଏଥିରେ ସମୁଦାୟ 2 କିଲୋମିଟରର ଟନେଲ ରହିବା । [୪]

References[ସମ୍ପାଦନା]

  1. "Amaravati-Anantapur highway to cost Rs 27,635 crore". Vijayawada: Deccan Chronicle. 4 October 2016. Retrieved 9 November 2016.
  2. "Amaravati-Anantapur highway to cost Rs 27,635 crore". www.deccanchronicle.com/. 4 October 2016. Retrieved 9 November 2016.
  3. "Amaravati-Anantapur highway to cost Rs 27,635 crore".
  4. "Green Field Express Way (Anantapur to Amaravati)". Archived from the original on 2017-10-26. Retrieved 2016-12-24.