କଙ୍କାଳିନୀ ମନ୍ଦିର

Coordinates: 26°33′N 86°55′E / 26.55°N 86.92°E / 26.55; 86.92
ଉଇକିପିଡ଼ିଆ‌ରୁ
କଙ୍କଳିନୀ ମନ୍ଦିର
କଙ୍କାଳିନୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictSaptari
ଦେବାଦେବୀKankalini
Festivals Dashahara/Dashami/Bada Dashain
Location
ସ୍ଥାନBhardaha
StateSagarmatha
CountryNepal
କଙ୍କାଳିନୀ ମନ୍ଦିର is located in Nepal
କଙ୍କାଳିନୀ ମନ୍ଦିର
ନେପାଳର କଙ୍କାଳିନୀ ମନ୍ଦିର
ଭୌଗଳିକ ଅବସ୍ଥିତି26°33′N 86°55′E / 26.55°N 86.92°E / 26.55; 86.92
A sculpture of Krishna in the temple.

କଙ୍କାଳିନୀ ମନ୍ଦିର (Nepali language:कंकालिनी मन्दिर) ଏକ ଶକ୍ତିପୀଠ ମନ୍ଦିର ଯାହା ପୂର୍ବ ନେପାଳର ସପତାରି ଜିଲ୍ଲାର ଭରଦାହାଠାରୁ ୧୯ କିମି ଦୂରରେ ବିରପୂର ସୀମାରେ ଥିବା ରାଜବିରାଜ ହେଡକ୍ୱାଟରରେ ଅବସ୍ଥିତ । ଭାରତ ଓ ନେପାଳରୁ ତୀର୍ଥଯାତ୍ରୀ ଦଶଇନ ଉତ୍ସବ ସମୟରେ ଏଠାକୁ ଆସନ୍ତି ।[୧] ଏଠାରେ ହଜାର ହଜାର ଛେଳି ବଳି ଦିଆଯାଏ ।[୨] ଭରଦାହ ସେକସନର ମହେନ୍ଦ୍ର ରାଜପଥ ପାଖରେ ଏହି ମନ୍ଦିର ଅବସ୍ଥିତ ।


ଇତିହାସ[ସମ୍ପାଦନା]

ଇତିହାସ ଓ କିମ୍ବଦନ୍ତୀ ଅନୁସାରେ ଭାରଦାହରେ ବସବାସ କରିବା ପାଇଁ ଭୂମି ଖନନ ସମୟରେ ମାଟି ତଳେ ଦୁର୍ଗାଙ୍କର ଏକ ପ୍ରସ୍ତର ମୂର୍ତ୍ତି ମିଳିଲା । ସେତେବେଳେ ସେମାନେ ମୂର୍ତ୍ତିକୁ କଙ୍କାଳିନୀ ମନ୍ଦିରରେ ରଖି ପୂଜା ଆରମ୍ଭ କରିଥିଲେ । .[୩] ଦେବୀଙ୍କୁ ପ୍ରଭୂତ ଶ୍ରଦ୍ଧା ସହକାରେ ପ୍ରାର୍ଥନା କଲେ ମାନସିକ ପୂରଣ ହେଉଥିବା ବିଶ୍ୱାସ କରାଯାଏ ।[୪]

ପରିବହନ[ସମ୍ପାଦନା]

ରାସ୍ତା ପରିବହନ[ସମ୍ପାଦନା]

ରାସ୍ତାରେ ଗଲେ ମହେନ୍ଦ୍ର ରାଜପଥରେ ଅତି ସହଜରେ ମିଳିଯାଏ ।[୫] ଏହା ନିକଟବର୍ତ୍ତୀ ସହରଠାରୁ ୧୭ କିମି ଦୂର ।

ମନ୍ଦିରର ନିକଟତମ ଏୟାରପୋର୍ଟ ହେଉଛି ରାଜବିରାଜ ଏୟାରପୋର୍ଟ । ଜିଲ୍ଲା ହେଡ କ୍ୱାଟର ଓ ନିକଟବର୍ତ୍ତୀ ରାଜବିରାଜ ସହରଠାରୁ ଏହି ମନ୍ଦିର ୨୦ କିମି ଦୂରରେ ଅବସ୍ଥିତ । ରାଜବିରାଜ ଓ କାଠମାଣ୍ଡୁ ମଧ୍ୟରେ ଶ୍ରୀ ଏୟାରଲାଇନ ପ୍ରତ୍ୟହ ଉଡ଼ାଣ କରିଥାଏ ।[୬]

ଆଧାର[ସମ୍ପାଦନା]

  1. "कंकालिनी मन्दिर". Madesh Special. Archived from the original on 2017-06-30. Retrieved 2022-08-28.
  2. "Kankalini Temple". Boss Nepal. Retrieved 1 November 2012.
  3. Dāsa, Harikāntalāla (2003). Saptarī Jillākā pramukha sāṃskr̥tika sthalaharu : eka adhyayana : laghuanusandhānakārya (1. saṃskaraṇa. ed.). Kāṭhamāḍauṃ: Nepāla Rājakīya Prajñā-Pratishṭhāna. p. 120. ISBN 9789993350569.
  4. "Kankalini Temple is another famous temple situated in Saptari district". Saptari Online. Archived from the original on 23 January 2021. Retrieved 27 October 2014.
  5. "Kankalini Temple – Boss Nepal".
  6. "Rajbiraj Airport to resume its flight services from May 8 as Shree Airline prepares for flight operation". 24 April 2019.

ବାହ୍ୟ ଲିଙ୍କ[ସମ୍ପାଦନା]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଛାଞ୍ଚ:Cultural heritage sites in Saptari ଛାଞ୍ଚ:Hindu temples in Nepal