ଓଲାରାଟୁମାବ
Monoclonal antibody | |
---|---|
Type | Whole antibody |
Source | Human |
Target | PDGF-R α |
Clinical data | |
Trade names | Lartruvo |
Synonyms | IMC-3G3, LY-3012207 |
AHFS/Drugs.com | monograph |
data | |
Routes of administration | Intravenous infusion |
Legal status | |
Legal status | |
Pharmacokinetic data | |
Protein binding | None |
Metabolism | Proteolytic enzymes |
Elimination half-life | 11 days |
Chemical and physical data | |
Formula | C6554H10076N1736O2048S40 |
Molar mass | ୧,୪୭,୨୪୧.୨୧ g·mol−1 |
(verify) |
ଓଲାରାଟୁମାବ (ଇଂରାଜୀ ଭାଷାରେ Olaratumab), ଲାର୍ଟ୍ରୁଭୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କୋମଳ ତନ୍ତୁ ସାର୍କୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଉପକାର ଅଭାବ ହେତୁ ଏହା ଆଉ ସୁପାରିଶ କରାଯାଏ ନାହିଁ ।[୧] ଏହାକୁ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇଥିଲା ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଥକ୍କା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଯନ୍ତ୍ରଣା, କମ ପ୍ଲାଟେଲେଟ, ପେଟ ଯନ୍ତ୍ରଣା, କମ୍ ରକ୍ତ ପୋଟାସିଅମ୍, ମୁଣ୍ଡବିନ୍ଧା, ଫୁଲା ଏବଂ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ଲାଟେଲେଟ୍-ଉତ୍ପାଦିତ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର ଆଲଫାକୁ ପ୍ରତିରୋଧ କରିଥାଏ ।[୧]
୨୦୧୬ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓଲାରାଟୁମାବ ଅନୁମୋଦିତ ହୋଇଥିଲା ।[୧] [୨] ୨୦୧୯ ରେ ଲାଭ ଅଭାବରୁ ଏହାକୁ ବଜାରରୁ ପ୍ରତ୍ୟାହାର କରାଯାଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ପାଇଁ ଏହା ପ୍ରାୟ ୨୬୦୦ ଡଲାରରେ ବିକ୍ରି ହୋଇଥିଲା ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Olaratumab Monograph for Professionals". Drugs.com (in ଇଂରାଜୀ). Retrieved 7 November 2021.
- ↑ "Lartruvo". Archived from the original on 25 September 2020. Retrieved 7 November 2021.
- ↑ "Lartruvo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 7 November 2021.