Jump to content

ଓଲସାଲାଜାଇନ

ଉଇକିପିଡ଼ିଆ‌ରୁ
ଓଲସାଲାଜାଇନ
Clinical data
Trade namesDipentum
SynonymsOlsalazine sodium
AHFS/Drugs.commonograph
MedlinePlusa601088
data
Pregnancy
category
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Protein binding99%
    Elimination half-life0.9 hours
    Identifiers
    ECHA InfoCard100.116.494 Edit this at Wikidata
    Chemical and physical data
    FormulaC14H10N2O6
    Molar mass୩୦୨.୨୪ g·mol−1
    3D model (JSmol)
    • O=C(O)c1cc(ccc1O)/N=N/c2cc(C(O)=O)c(O)cc2
    • InChI=1S/C14H10N2O6/c17-11-3-1-7(5-9(11)13(19)20)15-16-8-2-4-12(18)10(6-8)14(21)22/h1-6,17-18H,(H,19,20)(H,21,22)/b16-15+ checkY
    • Key:QQBDLJCYGRGAKP-FOCLMDBBSA-N checkY
      (verify)

    ଓଲସାଲାଜାଇନ (ଇଂରାଜୀ ଭାଷାରେ Olsalazine), ଅନ୍ୟମାନଙ୍କ ମଧ୍ୟରେ ଡିପେଣ୍ଟମ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ୍ୟ ଯାହା ଅଲସେରଟିଭ୍ କୋଲାଇଟିସ୍ ଏବଂ କ୍ରୋନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ସଲଫାସାଲାଜାଇନ ଯାହାର ଦେହରେ ଯାଏନି, ସେହି ଲୋକମାନଙ୍କ ପାଇଁ ଏହା ବ୍ୟବହୃତ ହୁଏ ।[] ଏହାକୁ ପାଟିରେ ବଟିକା ବା କ୍ୟାପସୁଲ୍ ଆକାରରେ ଦିଆଯାଏ ।[] ଯଦି ଆବଶ୍ୟକ ହୁଏ, କ୍ୟାପସୁଲରେ ଥିବା ପଦାର୍ଥ ସବୁ ଖାଦ୍ୟ ଉପରେ ସିଞ୍ଚନ କରାଯାଇପାରେ ।[]

    ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ ଅନୁଭବ ଓ ଦୃତ ହୃଦ୍‌ଗତି ହୋଇପାରେ କିନ୍ତୁ ଏହା କ୍ୱଚିତ ହୁଏ ।[] ଅନ୍ୟାନ୍ୟ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ବୁକୁଜ୍ୱାଳା, ଥକ୍କାଣ ଓ ମୁଣ୍ଡବଥା ହୋଇପାରେ ।[] ବୃକ୍‌‌କ ସମସ୍ୟା ଥିଲେ ସତର୍କ ରହିବାକୁ ହୁଏ ।[] ବୃହଦନ୍ତ୍ରରେ ଏହା ମେସାଲାଜିନରେ ପରିଣତ ହୋଇ କାମ କରେ ।[] ସାଇକ୍ଲୋଅକ୍ସିଜେନେଜ ଓ ଲାଇପୋଅକ୍ସିଜେନେଜ ଦ୍ୱୟକୁ ମେସାଲାଜିନ ପ୍ରତିରୋଧ କରେ ।[]

    ୧୯୯୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓଲସାଲାଜାଇନ୍ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସରେ ଏହା ପିଛା ପ୍ରାୟ ୧୫୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୬୦୦ ଡଲାର ଅଟେ ।[]

    1. 1 2 "Olsalazine (Dipentum) Use During Pregnancy". Drugs.com. 6 September 2019. Archived from the original on 18 January 2021. Retrieved 9 October 2020.
    2. 1 2 3 4 5 "Olsalazine Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 7 November 2021.
    3. 1 2 "Olsalazine Sodium 250 mg Capsules - Summary of Product Characteristics (SmPC) - (emc)". www.medicines.org.uk. Archived from the original on 12 January 2021. Retrieved 9 January 2021.
    4. 1 2 3 4 5 6 "1. Gastro-intestinal system". British National Formulary (BNF) (82 ed.). London: BMJ Group and the Pharmaceutical Press. September 2021 – March 2022. p. 47. ISBN 978-0-85711-413-6.{{cite book}}: CS1 maint: date format (link)
    5. "Olsalazine Prices, Coupons & Savings Tips - GoodRx". GoodRx. Retrieved 7 November 2021.