ଓପନ୍-ମିଡ୍ ବ୍ୟାକ୍ ଗୋଲାକାର ସ୍ୱରବର୍ଣ୍ଣ

ଉଇକିପିଡ଼ିଆ‌ରୁ
Open-mid back rounded vowel
ɔ
IPA number306
Encoding
Entity (decimal)ɔ
Unicode (hex)U+0254
X-SAMPAO
KirshenbaumO
Braille⠣ (braille pattern dots-126)
Sound
noicon

ଓପନ୍-ମିଡ୍ ବ୍ୟାକ୍ ଗୋଲାକାର ସ୍ୱରବର୍ଣ୍ଣ, କିମ୍ବା ଲୋ-ମିଡ୍ ବ୍ୟାକ୍ ଗୋଲାକାର ସ୍ୱରବର୍ଣ୍ଣ ଏକ ପ୍ରକାରର ସ୍ୱରବର୍ଣ୍ଣ ଏବଂ ଏହା କେତେକ କଥିତ ଭାଷାରେ ବ୍ୟବହୃତ ହୁଏ । ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପିରେ (ଆଇପିଏ) ଏହି ଶବ୍ଦ ɔ ଭାବେ ଉପସ୍ଥାପିତ । ଆଇପିଏ ସଙ୍କେତଟି ଏକ ଓଲଟା c ଅକ୍ଷର ଏବଂ ଉଭୟ ଚିହ୍ନ ତଥା ଧ୍ୱନି ସାଧାରଣତଃ "ଓପନ୍-ଓ" ବୋଲି ଜଣା । "ଓପନ୍-ଓ" ନାମଟି ଧ୍ୱନିକୁ ପ୍ରତିନିଧିତ୍ୱ କରିଥାଏ । ଏହା o ବା ବନ୍ଦ-ମଧ୍ୟ ପଛ ଗୋଲାକାର ସ୍ୱରବର୍ଣ୍ଣ ଧ୍ୱନି ଭଳି ହେଲେ ହେଁ ତାହାଠୁ ଅଧିକ ଖୋଲା । ଏହା ମଧ୍ୟ ଏକ ବନ୍ଦ ବୃତ୍ତାକାର ଆକୃତିର o ଚିହ୍ନକୁ "ଖୋଲିବା" ଭଳି ମନେରଖାଯାଇପାରେ ।

ବୈଶିଷ୍ଟ୍ୟ[ସମ୍ପାଦନା]

  • ଏହାର ସ୍ୱରବର୍ଣ୍ଣର ଉଚ୍ଚତା ଖୋଲା-ମଧ୍ୟଭାଗ । ଏହା ନିମ୍ନ-ମଧ୍ୟ ବୋଲି ମଧ୍ୟ ଜଣା ଅର୍ଥାତ ଜିଭ ଏକ ଖୋଲା ସ୍ୱରବର୍ଣ୍ଣ (ଏକ ଅଳ୍ପ ସ୍ୱରବର୍ଣ୍ଣ) ଏବଂ ମଧ୍ୟମ ସ୍ୱରବର୍ଣ୍ଣ ମଝିରେ ଅଧବାଟରେ ଅବସ୍ଥିତ ।
  • ଏହାର ସ୍ୱରବର୍ଣ୍ଣ ପଛ-ସ୍ଥିତି ପଛରେ ଅର୍ଥାତ ହେଉଛି ଜିଭ ପାଟି ଭିତରେ ପଛପଟକୁ ରହି ସଂକ୍ଷିପ୍ତ କରିବା ହେତୁ ଏକ ବ୍ୟଞ୍ଜନ ଭାବରେ ଶ୍ରେଣୀଭୁକ୍ତ ହୁଏ ।
  • ଏହାର ଗୋଲାକାରତା ବ୍ୟାପକ ଅର୍ଥାତ ଓଠର କୋଣଗୁଡ଼ିକ ଏକତ୍ର ଟଣାଯାଇ ଭିତର ପୃଷ୍ଠଗୁଡ଼ିକ ଖୋଲା ଯାଇଥାଏ ।

ଟୀକା[ସମ୍ପାଦନା]

 

ବାହାର ଲିଙ୍କ[ସମ୍ପାଦନା]