ଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦ

ଉଇକିପିଡ଼ିଆ‌ରୁ
ବିଭିନ୍ନ ପ୍ରକାର ମସଲା

ଏହି ପୃଷ୍ଠାରେ କିଛି ଓଡ଼ିଆ ମସଲା ଏବଂ ତାହାର ଇଂରାଜୀ ପ୍ରତିଶବ୍ଦ ରଖାଯାଇଛି ।

ଅଦା - Ginger
ଚାରୁ ମଞ୍ଜି -Chironji
ଆମ୍ବ ଅଦା - Mango ginger
ସୋରିଷ - Mustard
ପୋସ୍ତୋ - Poppy seeds
ପାନମଧୂରୀ - Fennel
ଜିରା - Cumin
ଲଙ୍କା - Chilli
ମେଥୀ - fenugreek
କଳାଜିରା - Nigella
ଖଜୁରି -Dates
ବାଦାମ - Almonds
ଧନିଆ - Coriander
ଧନିଆ ପତ୍ର- Coriander leaves
ତେଜ ପତ୍ର - Bay leaf
ଡାଲ୍‌ଚିନି - Cinnamon
ଅଳେଇଚ - Cardamon
ଲବଙ୍ଗ Labanga - Cloves
ହିଙ୍ଗୁ - Asafoetida
ଶୁଣ୍ଠି- Dry Ginger
ଜାଇ ଫଳ - Nutmeg
ଜାଇତ୍ରି- Mace
ଜୁଆଣୀ- Carom (Ajwain)
ହଲଦi - Turmeric
କଳା ମରିଚ - Peppercorns
ରାଶି Rasi - Sesame
ଜୁଆଣି - Carom seeds
ଆମ୍ବୁଲ - Dry Mango slices ( prepared by salting and sun-drying raw mangoes )
ନଡିଆ କୋରୋ - Shredded Coconut
ରସୁଣ - Garlic
ତେନ୍ତୁଳୀ - Tamarind
ଳୁଣ - Salt
ଭୁର୍‌ସୁଙ୍ଗା ପତ୍ର - curry leaves
କର୍ପୁର - Camphor
ଚିନା ବାଦାମ୍‌ - Peanuts
କୁଙ୍କୁମ ଫୁଲ - Saffron

ବାହାର ଲିଙ୍କ[ସମ୍ପାଦନା]

  1. http://www.whatiscalled.com/spice-names-in-oriya/
  2. http://learnoriya.blogspot.in/2012/04/kinds-of-spices-in-oriya.html
  3. http://authenticoriyafood-oriyarasoi.blogspot.in/2011/06/oriya-to-english-translations-of.html