ଓଟୋ କୋନିଙ୍ଗ୍ସବର୍ଗର

ଉଇକିପିଡ଼ିଆ‌ରୁ
ଓଟୋ କୋନିଙ୍ଗ୍ସବର୍ଗର
ଜନ୍ମ(1908-10-13)ଅକ୍ଟୋବର ୧୩, ୧୯୦୮
ମୃତ୍ୟୁ୩ ଜାନୁଆରୀ ୧୯୯୯(1999-01-03) (ବୟସ ୯୦)
ଜାତୀୟତାଜର୍ମାନ
ବୃତ୍ତିସ୍ଥପତି
ପ୍ରସିଦ୍ଧିସ୍ଥାପତ୍ୟ, ନଗରାଞ୍ଚଳ ଯୋଜନା

ଓଟୋ କୋନିଙ୍ଗ୍ସବର୍ଗର (୧୨ ଅକ୍ଟୋବର ୧୯୦୮ – ୩ ଜାନୁଆରୀ ୧୯୯୯) ଜଣେ ଜର୍ମାନ ସ୍ଥପତି ଥିଲେ । ସେ ଆଫ୍ରିକା, ଏସିଆ ଓ ଲାଟିନ ଆମେରିକା ଓ ମିଳିତ ଜାତିସଂଘରେ ସହରାଞ୍ଚଳ ବିକାଶ ଯୋଜନାରେ କାମ କରିଥିଲେ ।[୧][୨][୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କୋନିଙ୍ଗ୍ସବର୍ଗର ୧୯୦୮ ମସିହାରେ ବର୍ଲିନରେ ଜନ୍ମଲାଭ କରିଥିଲେ । ସେ ସେଠାକାର ଟେକନିକାଲ ଇଉନିଭର୍ସିଟିରେ ଜଣେ ସ୍ଥପତି ଭାବେ ଶିକ୍ଷାଲାଭ କରି ୧୯୩୧ ମସିହାରେ ସ୍ନାତକ ଲାଭ କରିଥିଲେ । ୧୯୩୩ ମସିହାରେ ତାଙ୍କୁ ସ୍ଥାପତ୍ୟ ପାଇଁ ସିଙ୍କେଲ ପୁରସ୍କାରରେ[୪] ଏହା ତାଙ୍କୁ ଅଲିମ୍ପିକ ଷ୍ଟାଡ଼ିଅମ ନିର୍ମାଣ ଲାଗି ମିଳିଥିଲା । ତେବେ ନାଜି ଦଳର ଶାସନ ଉତ୍ଥାନ ପରେ ତାଙ୍କ କକା ମାକ୍ସ ବର୍ଣଙ୍କ ଭଳି କୋନିଙ୍ଗ୍ସବର୍ଗରଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା । କୋନିଙ୍ଗ୍ସବର୍ଗର ପରେ ବର୍ଣଙ୍କ ଜଣାଶୁଣା ପଦାର୍ଥ ବିଜ୍ଞାନ ଲେଖା "ଦି ରେଷ୍ଟଲେସ ଇଉନିଭର୍ସ" (୧୯୩୫ରେ ପ୍ରକାଶିତ)ର ଚିତ୍ରଣ କରିଥିଲେ ।[୫]

କୋନିଙ୍ଗ୍ସବର୍ଗର ତା' ପରର ୬ ବର୍ଷ କାଇରୋସ୍ଥିତ ସୁଇସ ଇନଷ୍ଟିଚ୍ୟୁଟ ଫର ଦି ହିଷ୍ଟ୍ରି ଅଫ ଇଜିପ୍ଟିଆନ ଆର୍କିଟେକ୍ଚରେ ବିତାଇଥିଲେ । ସେଠାରେ ସେ ତାଙ୍କର ଡକ୍ଟରେଟ କରିଥିଲେ ।

ପ୍ରକାଶନ[ସମ୍ପାଦନା]

  • Abrams, Charles; United Nations. (1959). A housing program for the Philippine Islands. New York: United Nations Technical Assistance Administration.
  • Koenigsberger, Otto H.; Steven Groák (1981). A Review of Land Policies. Pergamon Press. p. 200. ISBN 0-08-026078-0.
  • Koenigsberger, Otto H.; Carl Mahoney; Martin Evans (1971). Climate and House Design. United Nations. p. 93.
  • Koenigsberger, Otto H.; S. Groak (1978). Essays in Memory of Duccio Turin, 1926-1976: Construction and Economic. Pergamon Press. p. 204. ISBN 0-08-021844-X.
  • Bernstein, Beverly; International Urbanization Survey. (1973). Infrastructure problems of the cities of developing countries. New York: International Urbanization Survey, Ford Foundation.
  • Koenigsberger, Otto; Tata iron and steel company, limited. (1945). Jamshedpur development plan. Bombay: Printed by S. Ramu at the Commercial printing press.Cite uses deprecated parameter |author2= (help)
  • Koenigsberger, Otto (1952). "New towns in India". Town Planning Review. 23 (2): 95–131. ISSN 0041-0020.
  • Koenigsberger, Otto H.; Robert Lynn (1965). Roofs in the Warm Humid Tropics. Published for the Architectural Association by Lund, Humphries. p. 56.
  • Koenigsberger, Otto; Nations Unies. (1975). The absorption of newcomers in the cities of Developing countries. New York: United Nations.
  • Koenigsberger, Otto (1971-02-01). "The City in Newly Developing Countries". Urban Studies. 8 (1): 75–76. doi:10.1080/00420987120080111. ISSN 0042-0980.

ଆଧାର[ସମ୍ପାଦନା]

  1. Patrick Wakely (1999-01-26). "Cities of light from slums of darkness". London: The Guardian. Retrieved 2008-02-09.
  2. "Otto Konigsberger (1908-1999)". 2007-06-19. Archived from the original on 2008-01-08. Retrieved 2008-02-08.
  3. Dennis Sharp (1999-01-13). "Obituary: Otto Konigsberger". Retrieved 2008-02-10.
  4. ସମ୍ମାନୀତ କରାଯାଇଥିଲା । ଏହି ପୁରସ୍କାର ଆର୍କିଟେକ୍ଟେନ ଅଣ୍ଡ ଇଞ୍ଜିନିଉଏର ଭେରେଇନ (ଜର୍ମାନ: Architekten- und Ingenieur-Verein zu Berlin, ଇଂରାଜୀ: ଆର୍କିଟେକ୍ଚର ଆଣ୍ଡ ଇଞ୍ଜିନିୟରିଂ ଅଫିସ ଅଫ ବର୍ଲନ) ଦ୍ୱାରରା ୧୯୫୨ ମସିହାରୁ ଦିଆଯାଇଆସୁଛି ।"Architekten- und Ingenieursverein zu Berlin". 2007-01-30. Archived from the original on 2007-10-07. Retrieved 2008-02-09.
  5. Born, Max (1951). The Restless Universe. Dover Publications. p. 315. ISBN 0-486-20412-X.; originally published by Blackie and Son Limited, 1935.