ଏବି ଡି ଭିଲିୟର୍ସ

ଉଇକିପିଡ଼ିଆ‌ରୁ


Abraham de Villiers
AB de Villiers 2.jpg
De Villiers training with South Africa in 2009
ବ୍ୟକ୍ତିଗତ ତଥ୍ୟ
ନାମAbraham Benjamin de Villiers
ଜନ୍ମ (1984-02-17) ୧୭ ଫେବୃଆରୀ ୧୯୮୪ (ବୟସ ୩୯)
Warmbad, Transvaal Province, South Africa
ଡାକ ନାମAB, ABD, Mr. 360, Superman
ଉଚ୍ଚତା1.81 m (5 ft 11 in)
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight-arm medium
ଭୂମିକାBatsman, Wicket-keeper and South Africa ODI Captain
ସମ୍ପର୍କୀୟWife:
Danielle de Villiers
(m. ୨୦୧୩)

Son: Abraham de Villiers (born 2015)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 297)17 December 2004 v England
ଶେଷ ଟେଷ୍ଟ30 March 2018 v Australia
ପ୍ରଥମ ଦିନିକିଆ (cap 78)2 February 2005 v England
ଶେଷ ଦିନିକିଆ13 February 2018 v India
ଦିନିକିଆ ଜାମା ନମ୍ବର17
ପ୍ରଥମ ଟି୨୦ (cap 20)24 February 2006 v Australia
ଶେଷ ଟି୨୦17 February 2018 v India
ଘରୋଇ ଦଳ ତଥ୍ୟ
YearsTeam
2003–2004Northerns
2004–Titans (squad no. 17)
2011–presentRoyal Challengers Bangalore (squad no. 17)
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 114 228 141 263
ମୋଟ ରନ 8765 9,577 10,689 11,123
ବ୍ୟାଟିଂ ହାର 50.66 53.53 49.71 49.20
ଶତକ/ଅର୍ଦ୍ଧଶତକ 22/46 25/53 25/60 29/63
ସର୍ବାଧିକ ରନ 278* 176 278* 176
ବଲ ସଂଖ୍ୟା 204 192 234 192
ଉଇକେଟ 2 7 2 7
ବୋଲିଂ ହାର 52.00 28.85 69.00 28.85
ଇନିଙ୍ଗସରେ ୫ଟି ଉଇକେଟ 0 0 0 0
ମ୍ୟାଚରେ ୧୦ଟି ଉଇକେଟ 0 0 0 0
ସବୁଠୁ ଭଲ ବୋଲିଂ 2/49 2/15 2/49 2/15
କ୍ୟାଚ/ଷ୍ଟମ୍ପିଙ୍ଗ 222/5 176/5 275/6 203/5
Source: ESPNcricinfo, 28 July 2018

'ଆବ୍ରାହାମ୍ ବେଞ୍ଜାମିନ 'ଏବି ଡି ଭିଲିୟର୍ସ' (ଜନ୍ମ ୧୭ ଫେବୃୟାରୀ ୧୯୮୪) ସେ ଜଣେ ସାଉଥ୍ ଆଫ୍ରିକୀୟ କ୍ରିକେଟର।ଯିଏକି ସାଉଥ୍ ଆଫ୍ରିକା ଦିନିକିଆ(ODI) ଦଳର ଅଧିନାୟକ।[୧] ସେ ବର୍ତ୍ତମାନର ପୃଥିବୀର ସର୍ବୋତ୍ତମ ବ୍ୟାଟ୍ସମ୍ୟାନ ଓ ସବୁଦିନ ପାଇଁ ପ୍ରସିଦ୍ଧ ମଧ୍ଯ।ସେ ୨୦୧୫ର ସବୁଠାରୁ ଉତମ ବ୍ୟାଟ୍ସମ୍ୟାନ ଓ ଆଇସିସି ଦିନିକିଆ(ODI)ଓ ଟେଷ୍ଟରେ ଶ୍ରେଷ୍ଠ ତୃତୀୟ ରାଙ୍କ୍ରେ ଅବସ୍ଥିତ। ଏବି ଡି (ଆଫ୍ରିକାନ ବୟେଯ୍ ଉଚ୍ଚ ବିଦ୍ୟାଳୟ)ରେ ପଢୁଥିଲେ।ପେଟୋରିୟର ଏକ ପବ୍ଲିକ ବିଦ୍ୟାଳୟରେ।ଏବି ଡି ଡାହାଣ ହାତରେ ବ୍ୟାଟିଂ କରୁଥିଲେ।ସେ ବହୁତ ଅଳ୍ପ ସମୟରେ ମଧ୍ଯରେ ଟେଷ୍ଟ କ୍ରିକେଟ୍ରେ ୨୧ଟା ଶତକ ଓ ୩୬ଟା ଅର୍ଦ୍ଧଶତକ ହାସଲ କରିଛନ୍ତି।ସେ ସାଉଥ ଆଫ୍ରିକା ପାଇଁ ଦୁତୀୟ ଏକମାତ୍ର ବ୍ୟକ୍ତି ଯିଏକି ଏକାକି (୨୭୮*)ରନ୍ କରିଛନ୍ତି।୨୦୧୨ ପର୍ଯ୍ୟନ୍ତ ସେ ସାଉଥ ଆଫ୍ରିକା ପାଇଁ ବେଳେ ବେଳେ ଉଇକେଟ କିପିଙ୍ଗ୍ ମଧ୍ଯ କରୁଥିଲେ।ଯଦିଓ ନିୟମିତ ଉଇକେଟ କିପର୍ ମାର୍କ ବୋଉଚରଙ୍କ ଅବସର ଗ୍ରହଣ କରିବା ପରେ,ସେ ନିଜର ଅଧିନାୟିତ୍ୱରେ (odi,test,t20)ରେ ନିୟମିତ ଉଇକେଟ କିପିଙ୍ଗ୍ କଲେ।କିନ୍ତୁ କୁଏଣ୍ଟେନ ଡି କକ୍ଙ୍କ ଡେବୁଟ୍ ପରେ ସେ ଉଇକେଟ କିପିଙ୍ଗ୍ ପରିତ୍ୟାଗ କରିଥିଲେ।ତା ପରେ ସେ ଆରମ୍ଭ କରିଥିଲେ ଗୋଟେ ପାଟ୍ ଟାଇମ୍ ବୋଲର ହେବା ପାଇଁ।ଏବି ଡି ଓ ଜେପି ଡୁମିନି ଓ ତାଙ୍କ ସହ ଫରାନ୍ ବିହାରଦୁନି ୨୦୧୫ ବିଶ୍ୱକପ୍ରେ ପଞ୍ଚମ ବୋଲର ସ୍ଥାନ ପୂରଣ କରିଥିଲେ।

ତାଙ୍କ ନାମରେ ସବୁଠାରୁ ଦ୍ରୁତଗାମୀ ଅର୍ଦ୍ଧଶତକ ୫୦(୧୬) ଓ ଶତକ ୧୦୦(୩୧)ଓ ୧୫୦(୬୪)ସେ ଦିନିକିଆ ଖେଳରେ ରେକର୍ଡ କରିଛନ୍ତି।ତାହା ସହ ଟେଷ୍ଟରେ ଦ୍ରୁତଗାମୀ ଶତକ ଓଟି ୨୦ରେ ମଧ୍ଯ ଦ୍ରୁତଗାମୀ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଅନ୍ୟ କ୍ରୀଡ଼ା[ସମ୍ପାଦନା]

ସେ ଜଣେ ପ୍ରତିଭାଶାଳୀ ଖେଳାଳି ଓ ତାହା ସହ ମଧ୍ଯ ଗଲ୍ଫ,ବ୍ୟାଡମିଣ୍ଟନ୍,ପହଁରା ଓ ଟେନିସ୍ ଖେଳରେ ମାହିର।ସେ ତାଙ୍କ ବିଦ୍ୟାଳୟରେ u-୧୪ କ୍ରିକେଟ ଦଳରେ ଭାଗନେଇଥିଲେ।ସେ ଗଲ୍ଫ ମଧ୍ଯ ଖୁବ ଭଲ ଖେଳି ପାରନ୍ତି।[୨]

ବାଲ୍ୟଜୀବନୀ[ସମ୍ପାଦନା]

କ୍ୟାରିୟର[ସମ୍ପାଦନା]

କୃତୀତ୍ୱ[ସମ୍ପାଦନା]

ରେକର୍ଡ଼[ସମ୍ପାଦନା]

ପୁରସ୍କାର[ସମ୍ପାଦନା]

AB de Villiers Test batting graph.svg
AB de Villiers Test batting graph with 10-innings average.svg
Test batting career of AB de Villiers as of 1 June 2012 with career batting average (left) and 10 innings moving average (right).
















Opponent[୩] Matches Innings Not out Runs High Score 100 50 Average Strike rate Catches/Stumpings
Asia XI (for Africa XI) 5 5 0 150 70 0 1 44.52 90.90 5/–
 ଅଷ୍ଟ୍ରେଲିଆ 45 23 4 1189 136* 1 10 62.57 99.74 11/2
 ବଙ୍ଗଳାଦେଶ 6 5 2 213 69* 0 2 71.00 82.55 9/–
 England 21 19 1 520 121 1 0 28.88 80.12 8/–
 India 24 24 3 921 119 5 5 46.05 105.31 10/1
 Ireland 3 3 0 64 40 0 0 21.33 136.17 1/–
 Kenya 2 2 0 39 28 0 0 19.50 100.00 1/–
 Netherlands 3 2 0 134 134 1 0 67.00 134.00
 New Zealand 17 17 7 560 106* 1 2 56.00 89.88 9/1
 ପାକିସ୍ତାନ 31 30 7 1423 128 3 5 61.86 91.39 13/1
 Scotland 1 1 0 62 62 0 1 62.00 137.77 1/–
 Sri Lanka 17 16 2 756 125* 2 3 54.00 103.29 8/–
 ୟୁଏଇ 1 1 0 99 99 0 1 99.00 120.73 -
 West Indies 21 19 3 1219 162* 5 4 76.18 113.28 10/–
 Zimbabwe 13 13 2 527 109 3 2 47.90 107.03 13/–
TOTAL 209 179 31 7,791 162* 20 45 54.48 99/5

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

  1. "BIO". Espn. Retrieved 31 July 2018.
  2. Miller, Andrew (12 January 2005). "The bigger the pressure, the more I relax". Retrieved 8 June 2016.
  3. "Statistics / Statsguru / AB de Villiers / ODIs". Cricinfo. Retrieved 1 June 2012.