ଏବି ଡି ଭିଲିୟର୍ସ

ଉଇକିପିଡ଼ିଆ ରୁ
Jump to navigation Jump to search
ଏବି ଡି ଭିଲିୟର୍ସ
AB de Villiers 2.jpg
De Villiers training with South Africa in 2009
ଖେଳାଳିଙ୍କ ତଥ୍ୟ
ପୁରା ନାଆଁ Abraham Benjamin de Villiers
ଜଣାଶୁଣା ନାଆଁ AB, ABD, Mr. 360, Superman
ଉଚ୍ଚତା ୧.୮୧ m (୫ ft ୧୧ in)
ବ୍ୟାଟିଙ୍ଗ ପ୍ରକାର Right-handed
ବୋଲିଂ ପ୍ରକାର Right-arm medium
ଭୁମିକା Batsman, Wicket-keeper and South Africa ODI Captain
ସମ୍ପର୍କ Wife: Danielle de Villiers (ବିବାହ 2013–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: Danielle de Villiers to ଏବି ଡି ଭିଲିୟର୍ସ" Location: (linkback://or.wikipedia.org/wiki/%E0%AC%8F%E0%AC%AC%E0%AC%BF_%E0%AC%A1%E0%AC%BF_%E0%AC%AD%E0%AC%BF%E0%AC%B2%E0%AC%BF%E0%AD%9F%E0%AC%B0%E0%AD%8D%E0%AC%B8)
Son: Abraham de Villiers (born 2015)
ବିଶ୍ଵ ତଥ୍ୟ
ନିଜ ଦେଶ ପଟ ଦକ୍ଷିଣ ଆଫ୍ରିକା
ପ୍ରଥମ ଟେଷ୍ଟ (cap 297) 17 December 2004 v England
ଶେଷ ଟେଷ୍ଟ 30 March 2018 v Australia
ପ୍ରଥମ ଦିନିକିଆ 2 February 2005 v England
ଶେଷ ଦିନିକିଆ କ୍ରିକେଟ 13 February 2018 v India
ଦିନିକିଆ ଜାମା ନମ୍ବର 17
ପ୍ରଥମ ଟି୨୦ 24 February 2006 v Australia
ଶେଷ ଟି୨୦ଆଇ 17 February 2018 v India
Domestic team information
Years ଦଳ
2003–2004 Northerns
2004– Titans (squad no. 17)
2011–present Royal Challengers Bangalore (squad no. 17)
କ୍ୟାରିଅର ତଥ୍ୟ
ପ୍ରତିଯୋଗିତା Test ODI FC LA
ମ୍ୟାଚ 114 228 141 263
ରନ 8765 9,577 10,689 11,123
ବ୍ୟାଟିଙ୍ଗ ହାର 50.66 53.53 49.71 49.20
ଶତକ/ଅର୍ଦ୍ଧଶତକ 22/46 25/53 25/60 29/63
ସବୁଠୁ ବେସି ସ୍କୋର 278* 176 278* 176
ବୋଲିଂ କରିଥିବା ବଲ 204 192 234 192
ଉଇକେଟ 2 7 2 7
ବୋଲିଂ ହାର 52.00 28.85 69.00 28.85
ଇନିଙ୍ଗସରେ ୫ଟି ଉଇକେଟ 0 0 0 0
ମ୍ୟାଚରେ ୧୦ଟି ଉଇକେଟ 0 0 0 0
ସବୁଠୁ ଭଲ ବୋଲିଙ୍ଗ 2/49 2/15 2/49 2/15
କ୍ୟାଚ/ଷ୍ଟମ୍ପ କରାଯାଇଥିବା 222/5 176/5 275/6 203/5
Source: ESPNcricinfo, 28 July

'ଆବ୍ରାହାମ୍ ବେଞ୍ଜାମିନ 'ଏବି ଡି ଭିଲିୟର୍ସ' (ଜନ୍ମ ୧୭ ଫେବୃୟାରୀ ୧୯୮୪) ସେ ଜଣେ ସାଉଥ୍ ଆଫ୍ରିକୀୟ କ୍ରିକେଟର।ଯିଏକି ସାଉଥ୍ ଆଫ୍ରିକା ଦିନିକିଆ(ODI) ଦଳର ଅଧିନାୟକ।[୧] ସେ ବର୍ତ୍ତମାନର ପୃଥିବୀର ସର୍ବୋତ୍ତମ ବ୍ୟାଟ୍ସମ୍ୟାନ ଓ ସବୁଦିନ ପାଇଁ ପ୍ରସିଦ୍ଧ ମଧ୍ଯ।ସେ ୨୦୧୫ର ସବୁଠାରୁ ଉତମ ବ୍ୟାଟ୍ସମ୍ୟାନ ଓ ଆଇସିସି ଦିନିକିଆ(ODI)ଓ ଟେଷ୍ଟରେ ଶ୍ରେଷ୍ଠ ତୃତୀୟ ରାଙ୍କ୍ରେ ଅବସ୍ଥିତ। ଏବି ଡି (ଆଫ୍ରିକାନ ବୟେଯ୍ ଉଚ୍ଚ ବିଦ୍ୟାଳୟ)ରେ ପଢୁଥିଲେ।ପେଟୋରିୟର ଏକ ପବ୍ଲିକ ବିଦ୍ୟାଳୟରେ।ଏବି ଡି ଡାହାଣ ହାତରେ ବ୍ୟାଟିଂ କରୁଥିଲେ।ସେ ବହୁତ ଅଳ୍ପ ସମୟରେ ମଧ୍ଯରେ ଟେଷ୍ଟ କ୍ରିକେଟ୍ରେ ୨୧ଟା ଶତକ ଓ ୩୬ଟା ଅର୍ଦ୍ଧଶତକ ହାସଲ କରିଛନ୍ତି।ସେ ସାଉଥ ଆଫ୍ରିକା ପାଇଁ ଦୁତୀୟ ଏକମାତ୍ର ବ୍ୟକ୍ତି ଯିଏକି ଏକାକି (୨୭୮*)ରନ୍ କରିଛନ୍ତି।୨୦୧୨ ପର୍ଯ୍ୟନ୍ତ ସେ ସାଉଥ ଆଫ୍ରିକା ପାଇଁ ବେଳେ ବେଳେ ଉଇକେଟ କିପିଙ୍ଗ୍ ମଧ୍ଯ କରୁଥିଲେ।ଯଦିଓ ନିୟମିତ ଉଇକେଟ କିପର୍ ମାର୍କ ବୋଉଚରଙ୍କ ଅବସର ଗ୍ରହଣ କରିବା ପରେ,ସେ ନିଜର ଅଧିନାୟିତ୍ୱରେ (odi,test,t20)ରେ ନିୟମିତ ଉଇକେଟ କିପିଙ୍ଗ୍ କଲେ।କିନ୍ତୁ କୁଏଣ୍ଟେନ ଡି କକ୍ଙ୍କ ଡେବୁଟ୍ ପରେ ସେ ଉଇକେଟ କିପିଙ୍ଗ୍ ପରିତ୍ୟାଗ କରିଥିଲେ।ତା ପରେ ସେ ଆରମ୍ଭ କରିଥିଲେ ଗୋଟେ ପାଟ୍ ଟାଇମ୍ ବୋଲର ହେବା ପାଇଁ।ଏବି ଡି ଓ ଜେପି ଡୁମିନି ଓ ତାଙ୍କ ସହ ଫରାନ୍ ବିହାରଦୁନି ୨୦୧୫ ବିଶ୍ୱକପ୍ରେ ପଞ୍ଚମ ବୋଲର ସ୍ଥାନ ପୂରଣ କରିଥିଲେ।

ତାଙ୍କ ନାମରେ ସବୁଠାରୁ ଦ୍ରୁତଗାମୀ ଅର୍ଦ୍ଧଶତକ ୫୦(୧୬) ଓ ଶତକ ୧୦୦(୩୧)ଓ ୧୫୦(୬୪)ସେ ଦିନିକିଆ ଖେଳରେ ରେକର୍ଡ କରିଛନ୍ତି।ତାହା ସହ ଟେଷ୍ଟରେ ଦ୍ରୁତଗାମୀ ଶତକ ଓଟି ୨୦ରେ ମଧ୍ଯ ଦ୍ରୁତଗାମୀ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଅନ୍ୟ କ୍ରୀଡା[ସମ୍ପାଦନା]

ସେ ଜଣେ ପ୍ରତିଭାଶାଳୀ ଖେଳାଳି ଓ ତାହା ସହ ମଧ୍ଯ ଗଲ୍ଫ,ବ୍ୟାଡମିଣ୍ଟନ୍,ପହଁରା ଓ ଟେନିସ୍ ଖେଳରେ ମାହିର।ସେ ତାଙ୍କ ବିଦ୍ୟାଳୟରେ u-୧୪ କ୍ରିକେଟ ଦଳରେ ଭାଗ ନେଇଥିଲେ।ସେ ଗଲ୍ଫ ମଧ୍ଯ ଖୁବ ଭଲ ଖେଳି ପାରନ୍ତି।[୨]

ବାଲ୍ୟଜୀବନୀ[ସମ୍ପାଦନା]

କ୍ୟାରିୟର[ସମ୍ପାଦନା]

କୃତୀତ୍ୱ[ସମ୍ପାଦନା]

ରେକର୍ଡ଼[ସମ୍ପାଦନା]

ପୁରସ୍କାର[ସମ୍ପାଦନା]

AB de Villiers Test batting graph.svg
AB de Villiers Test batting graph with 10-innings average.svg
Test batting career of AB de Villiers as of 1 June 2012 with career batting average (left) and 10 innings moving average (right).
















Opponent[୩] Matches Innings Not out Runs High Score 100 50 Average Strike rate Catches/Stumpings
Asia XI (for Africa XI) 5 5 0 150 70 0 1 44.52 90.90 5/–
 ଅଷ୍ଟ୍ରେଲିଆ 45 23 4 1189 136* 1 10 62.57 99.74 11/2
 ବଙ୍ଗଳାଦେଶ 6 5 2 213 69* 0 2 71.00 82.55 9/–
 England 21 19 1 520 121 1 0 28.88 80.12 8/–
 ଭାରତ 24 24 3 921 119 5 5 46.05 105.31 10/1
 Ireland 3 3 0 64 40 0 0 21.33 136.17 1/–
 Kenya 2 2 0 39 28 0 0 19.50 100.00 1/–
 Netherlands 3 2 0 134 134 1 0 67.00 134.00
 New Zealand 17 17 7 560 106* 1 2 56.00 89.88 9/1
 ପାକିସ୍ତାନ 31 30 7 1423 128 3 5 61.86 91.39 13/1
 Scotland 1 1 0 62 62 0 1 62.00 137.77 1/–
 Sri Lanka 17 16 2 756 125* 2 3 54.00 103.29 8/–
 United Arab Emirates 1 1 0 99 99 0 1 99.00 120.73 -
 West Indies 21 19 3 1219 162* 5 4 76.18 113.28 10/–
 Zimbabwe 13 13 2 527 109 3 2 47.90 107.03 13/–
TOTAL 209 179 31 7,791 162* 20 45 54.48 99/5

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

  1. "BIO". Espn. Retrieved 31 July 2018.
  2. Miller, Andrew (12 January 2005). "The bigger the pressure, the more I relax". Retrieved 8 June 2016.
  3. "Statistics / Statsguru / AB de Villiers / ODIs". Cricinfo. Retrieved 1 June 2012.