Jump to content

ଏପିନାଷ୍ଟାଇନ

ଉଇକିପିଡ଼ିଆ‌ରୁ
ଏପିନାଷ୍ଟାଇନ
Clinical data
Trade namesAlesion, Elestat, Purivist, Relestat
SynonymsEpinastine hydrochloride
AHFS/Drugs.commonograph
MedlinePlusa604011
Pregnancy
category
  • C
Routes of
administration
Eye drops
Pharmacokinetic data
Protein binding64%
Onset of actionWithin 5 min[୧]
Elimination half-life12 hours
Duration of action8 hrs[୧]
Identifiers
  • (RS)-3-amino-9,13b-dihydro-1H-dibenz(c,f)imidazo(1,5-a)azepine
ECHA InfoCard100.120.187 Edit this at Wikidata
Chemical and physical data
FormulaC16H15N3
Molar mass୨୪୯.୩୨ g·mol−1
3D model (JSmol)
  • N\4=C(\N3c1c(cccc1)Cc2c(cccc2)C3C/4)N
  • InChI=1S/C16H15N3/c17-16-18-10-15-13-7-3-1-5-11(13)9-12-6-2-4-8-14(12)19(15)16/h1-8,15H,9-10H2,(H2,17,18) checkY
  • Key:WHWZLSFABNNENI-UHFFFAOYSA-N checkY
  (verify)

ଏପିନାଷ୍ଟାଇନ (ଇଂରାଜୀ ଭାଷାରେ Epinastine), ଅନ୍ୟମାନଙ୍କ ମଧ୍ୟରେ ଏଲେଷ୍ଟାଟ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଲର୍ଜିକ କଞ୍ଜକ୍ଟିଭାଇଟିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୧] ଔଷଧର ପ୍ରଭାବ ୫ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । [୧] ଏହା ୮ ସପ୍ତାହ ପର୍ଯ୍ୟନ୍ତ ବ୍ୟବହୃତ ହୋଇପାରେ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିରେ ଜ୍ୱାଳା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ଆଖି ଏବଂ ସ୍ୱାଦର ପରିବର୍ତ୍ତନ ହୋଇପାରେ ।[୨] ଏହା ଏକ ଆଣ୍ଟିହାଇଷ୍ଟାମାଇନ୍ ଏବଂ ମାଷ୍ଟ୍ ସେଲ୍ ସ୍ଥିରକାରୀ। [୧] ଏହା ରକ୍ତ-ମସ୍ତିଷ୍କ-ପ୍ରତିବନ୍ଧକ ଅତିକ୍ରମ କରେ ନାହିଁ ।[୧]

୧୯୮୦ ମସିହାରେ ଏପିନାଷ୍ଟାଇନ ପେଟେଣ୍ଟ ହୋଇଥିଲା ଏବଂ ୧୯୯୪ରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫ ମିଲି ଔଷଧର ମୂଲ୍ୟ ପ୍ରାୟ ୧୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୧ ଡଲାର ଅଟେ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Epinastine Monograph for Professionals". Drugs.com (in ଇଂରାଜୀ). Archived from the original on 1 March 2021. Retrieved 15 December 2021.
  2. ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1205. ISBN 978-0857114105.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 549. ISBN 9783527607495. Archived from the original on 2020-12-27. Retrieved 2021-03-08.
  4. "Epinastine Prices, Coupons & Savings Tips - GoodRx". GoodRx. Archived from the original on 8 May 2016. Retrieved 15 December 2021.