ଏପକୋରିଟାମାବ
| Monoclonal antibody | |
|---|---|
| Type | Bi-specific T-cell engager |
| Source | Humanized |
| Target | CD3E, CD20 |
| Clinical data | |
| Trade names | Epkinly |
| Synonyms | Epcoritamab-bysp, GEN3013 |
| data |
|
| Routes of administration | Subcutaneous |
| Legal status | |
| Legal status | |
| Chemical and physical data | |
| Formula | C6471H9999N1735O2007S44 |
| Molar mass | ୧,୪୫,୬୨୪.୯୫ g·mol−1 |
ଏପକୋରିଟାମାବ (ଇଂରାଜୀ ଭାଷାରେ Epcoritamab), ବିକ୍ରୟ ନାମ ଏପକିନଲି (Epkinly), ହେଉଛି ଏକ ଔଷଧ ଯାହା ଡିଫ୍ୟୁଜ ଏହା ବିରାଟ ବି-ସେଲ ଲିମ୍ଫୋମା (DLBCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯେତେବେଳେ ଅନ୍ୟ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ସେତେବେଳେ ଏହା ବ୍ୟବହୃତ ହୁଏ ।[୧] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇଟୋକାଇନ ରିଲିଜ ସିଣ୍ଡ୍ରୋମ, ଥକ୍କା, ମାଂସପେଶୀ-ଅସ୍ଥି ଯନ୍ତ୍ରଣା, ଇଞ୍ଜେକସ ଦେବା ସ୍ଥାନରେ ପ୍ରତିକ୍ରିୟା, ଜ୍ୱର, ପେଟ ଯନ୍ତ୍ରଣା, ଅଇ, ଏବଂ ତରଳ ଝାଡ଼ା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ ସ୍ୱଳ୍ପ ରକ୍ତ କଣିକା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏକ ବାଇସ୍ପେସିଫିକ ସିଡି୨୦ (CD20)- ନିର୍ଦ୍ଦେଶିତ ସିଡି୩ (CD3) ଟି-ଜୀବକୋଷ ଜଡିତ ଅଟେ ।[୧]
୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଏପକୋରିଟାମାବ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧୮,୦୦୦ ଡଲାର ଅଟେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Epcoritamab-bysp- epcoritamab injection, solution Epcoritamab-bysp- epcoritamab injection, solution, concentrate". DailyMed. 16 May 2023. Archived from the original on 25 May 2023. Retrieved 24 May 2023.
- ↑ "Epkinly Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 15 August 2023. Retrieved 15 August 2023.