Jump to content

ଏନାସିଡେନିବ

ଉଇକିପିଡ଼ିଆ‌ରୁ
ଏନାସିଡେନିବ
Clinical data
Trade namesIdhifa
SynonymsEnasidenib mesylate, AG-221
AHFS/Drugs.commonograph
MedlinePlusa617040
data
Pregnancy
category
  • AU: D
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    Chemical and physical data
    FormulaC19H17F6N7O
    Molar mass୪୭୩.୩୮ g·mol−1
    3D model (JSmol)
    • CC(C)(CNC1=NC(=NC(=N1)NC2=CC(=NC=C2)C(F)(F)F)C3=NC(=CC=C3)C(F)(F)F)O
    • InChI=InChI=1S/C19H17F6N7O/c1-17(2,33)9-27-15-30-14(11-4-3-5-12(29-11)18(20,21)22)31-16(32-15)28-10-6-7-26-13(8-10)19(23,24)25/h3-8,33H,9H2,1-2H3,(H2,26,27,28,30,31,32)
    • Key:DYLUUSLLRIQKOE-UHFFFAOYSA-N

    ଏନାସିଡେନିବ (ଇଂରାଜୀ ଭାଷାରେ Enasidenib), ଇଧିଫା ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଆଇସୋସାଇଟ୍ରେଟ୍ ଡିହାଇଡ୍ରୋଜେନେଜ୍ ୨ (IDH2) ଜିନର ମ୍ୟୁଟେସନ ସହିତ ତୀବ୍ର ମାଇଲୋଏଡ୍ ଲ୍ୟୁକେମିଆ (AML) ଥିବା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ ସେତେବେଳେ ଏହା ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ଉଚ୍ଚ ବିଲିରୁବିନ ସ୍ତର ଏବଂ ଅରୁଚି ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରେଟିନୋଇକ ଏସିଡ ସିଣ୍ଡ୍ରୋମ, ଟ୍ୟୁମର ଲାଇସିସ ସିଣ୍ଡ୍ରୋମ, ଫୁସଫୁସ ସମସ୍ୟା, ଅନୁର୍ବରତା ଏବଂ ବୃକ୍‌କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ପରିବର୍ତ୍ତିତ ଆଇଡିଏଚ ୨ର (IDH2) କାର୍ଯ୍ୟକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏନାସିଡେନିବ ଅନୁମୋଦିତ ହୋଇଥିଲା ।[] ପର୍ଯ୍ୟାପ୍ତ ଉପକାରର ପ୍ରମାଣ ଅଭାବ ହେତୁ ୨୦୧୯ ମସିହାରେ ୟୁରୋପରେ ଅନୁମୋଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ମାସର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୯,୫୦୦ ଡଲାର ଥିଲା ।[]

    1. 1 2 3 "Enasidenib Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 15 December 2021.
    2. 1 2 "DailyMed - IDHIFA- enasidenib mesylate tablet, film coated". dailymed.nlm.nih.gov. Archived from the original on 23 March 2021. Retrieved 15 December 2021.
    3. 1 2 "Idhifa: Withdrawal of the marketing authorisation application". Archived from the original on 20 November 2021. Retrieved 15 December 2021.
    4. "Idhifa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 April 2021. Retrieved 15 December 2021.