ଋତୁ ବେରୀ
ଋତୁ ବେରୀ | |
---|---|
ଜନ୍ମ | ୩ ମଇ ନୂଆଦିଲ୍ଲୀ, ଭାରତ |
ବୃତ୍ତି(ସମୂହ) | ଫ୍ୟାଶନ୍ ଡିଜାଇନର୍, ପରାମର୍ଶଦାତା ରିଷିହୁଡ୍ ବିଶ୍ୱବିଦ୍ୟାଳୟ |
Label | ଋତୁ ବେରୀ |
ପୁରସ୍କାର |
ଋତୁ ବେରୀ ଜଣେ ଭାରତୀୟ ଫ୍ୟାଶନ ଡିଜାଇନର ଅଟନ୍ତି । ମାର୍ଚ୍ଚ ୨୦୦୨ ମସିହାରେ ସେ ଫ୍ରେଞ୍ଚ ଫ୍ୟାଶନ ବ୍ରାଣ୍ଡ, ଜାନ-ଲୁଇ ସ୍କେରେର[୩]ର ରେଡି ଟୁ ୱେୟାର ବିଭାଗର ମୁଖ୍ୟ ହୋଇଥିଲେ ।
ସେ ଭାରତର ବିଳାସପୂର୍ଣ୍ଣ ଶିଳ୍ପରେ ସୃଜନଶୀଳତା ଏବଂ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଣ-ଲାଭକାରୀ ସଂସ୍ଥା "ଦି ଲକ୍ସରୀ ଲିଗ୍" ଆରମ୍ଭ କରିଥିଲେ ।[୪] ସେ ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଏକ ଅଂଶ ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ (କେଭିଆଇସି)ର ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ ।[୫]
ସେ ରିଷିହୁଡ୍ ବିଶ୍ୱବିଦ୍ୟାଳୟର ଜଣେ ପରାମର୍ଶଦାତା ମଧ୍ୟ ଅଟନ୍ତି ।[୬]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ୨୦୦୪ ମସିହାରେ ସେ ରପ୍ତାନିକାରୀ ବବି ଚଢ଼ାଙ୍କୁ ବିବାହ କରିଥିଲେ ।[୭] ତାଙ୍କ ପିତା ବଳବୀର ସିଂହ ବେରୀ ଜଣେ ପୂର୍ବତନ ସେନା ଅଧିକାରୀ ଅଟନ୍ତି । ତାଙ୍କ ମା' ଇନ୍ଦୁ ବେରୀ ଜଣେ ଉଦ୍ୟୋଗୀ ଅଟନ୍ତି ।
ବୃତ୍ତି
[ସମ୍ପାଦନା]୨୦୦୦ ମସିହାରେ, ବେରୀ ଫ୍ରେଞ୍ଚ ଫ୍ୟାଶନ ହାଉସର ମୁଖ୍ୟ ହୋଇଥିଲେ । ଜାନ ଲୁଇ ସ୍କେରେର, ସେମାନଙ୍କର ପ୍ରେଟ-ଏ-ପୋର୍ଟର କଲେକସନକୁ ଡିଜାଇନ କରିଥିଲେ ।
୨୦୧୦ ମସିହାରେ ଫ୍ରାନ୍ସ ସରକାରଙ୍କଦ୍ୱାରା ଋତୁ ବେରୀଙ୍କୁ ଚେଭାଲିଅର୍ ଡେସ ଆର୍ଟ ଏଟ ଡେସ୍ ଲେଟ୍ରେସ୍ (ନାଇଟ୍ ଅଫ୍ ଅର୍ଡର ଅଫ୍ ଆର୍ଟ ଆଣ୍ଡ ଲେଟର୍ସ) ପ୍ରଦାନ କରାଯାଇଥିଲା ।[୮]
୯ ଏପ୍ରିଲ ୨୦୧୬ ମସିହାରେ, ବେରୀ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ; ଡିଜାଇନ୍ସ ଅଫ ରେଷ୍ଟଲେସ ମାଇଣ୍ଡ ଏବଂ ଫାୟାର ଅଫ ଏ ରେଷ୍ଟଲେସ ମାଇଣ୍ଡ ।[୯][୧୦]
ସମ୍ମାନ
[ସମ୍ପାଦନା]ବର୍ଷ | ଆଖ୍ୟା |
---|---|
୨୦୧୬ | ପାୱାର୍ ବ୍ରାଣ୍ଡ୍ ହଲ୍ ଅଫ୍ ଫେମ୍[୧୧] |
୨୦୧୪ | ଅର୍ଡର ଅଫ୍ ସିଭିଲ୍ ମେରିଟ୍ ସ୍ପେନ ସରକାରଙ୍କ ଦ୍ୱାରା[୧୨] |
୨୦୧୦ | ଫ୍ରାନ୍ସ ସରକାରଙ୍କଦ୍ୱାରା Chevalier des Arts et des Lettres[୧୩] |
ଆଧାର
[ସମ୍ପାଦନା]- ↑ "Ritu Beri gets French honour - | Photo1 | India Today |". indiatoday.intoday.in. Retrieved 2016-08-05.
- ↑ IANS (29 November 2014). "Designer Ritu Beri gets Spain honour". Retrieved 2016-08-05.
- ↑ "rediff.com: Ritu Beri takes over at Scherrer". www.rediff.com. Retrieved 2016-07-28.
- ↑ "How Ritu Beri is putting India's luxury labels on the global map". VOGUE India (in ଆମେରିକୀୟ ଇଂରାଜୀ). 18 January 2016. Retrieved 2016-08-05.
- ↑ IANS. "Need to make Khadi the fabric of the moment: Ritu Beri". Times of India. Archived from the original on 30 December 2016. Retrieved 18 May 2018.
- ↑ Admin, India Education Diary Bureau (2020-08-05). "Rishihood University gears up to host 'Atmanirbhar Bharat Summit' – a two-day virtual event". India Education,Education News India,Education News | India Education Diary (in ଆମେରିକୀୟ ଇଂରାଜୀ). Archived from the original on 2021-02-07. Retrieved 2021-02-02.
- ↑ "Designer Ritu Beri marries Bobby Chadha". www.indiatraveltimes.com. Retrieved 2016-08-05.
- ↑ "Ritu Beri conferred French honour". Deccan Herald. 22 October 2010. Retrieved 2016-08-05.
- ↑ "Fashion designer Ritu Beri launches two books". 2016-04-10. Retrieved 2016-08-05.
- ↑ Beri, Ritu (2016-01-01). The Designs of a Restless Mind (in English) (1ST ed.). Limited Edition an Imprint of Academic Foundation. ISBN 9789332703582.
{{cite book}}
: CS1 maint: unrecognized language (link) - ↑ ANI (19 July 2016). "Power Brands 2016 launched with special issue of Sunday Indian on Niti Aayog". Retrieved 2016-08-20.
- ↑ IANS (29 November 2014). "Designer Ritu Beri gets Spain honour". Retrieved 2016-08-05.
- ↑ "Ritu Beri gets French honour - | Photo1 | India Today |". indiatoday.intoday.in. Retrieved 2016-08-05.