ଉସେନ ବୋଲ୍ଟ
Appearance
ମୁଁ ଜଣେ ମହାପୁରୁଷ।ମୁଁ ବଞ୍ଚି ଥିବା ସର୍ବଶ୍ରେଷ୍ଠ ଆଥଲେଟର I.
— ଉସେନ ବୋଲ୍ଟ,,କ୍ରମାଗତ ଭାବେ ସାତ ଥର୧୦୦ ମିଟର ଏବଂ ୨୦୦ ମିଟର ଜିତିବା ପରେ, ୯ ଅଗଷ୍ଟ ୨୦୧୨[୪]
Personal bests
[ସମ୍ପାଦନା]ଟୁର୍ଣ୍ଣାମେଣ୍ଟ | ଇଭେଣ୍ଟ | ସମୟ (ସେକେଣ୍ଡ) | ସ୍ତାନ | ତାରିଖ | ରେକର୍ଡ |
---|---|---|---|---|---|
ବିଶ୍ୱ ଚାମ୍ପିଅନସିପ | ୨୦୦ ମିଟର | ୧୯.୯୧ | ଓସାକା(ଜାପାନ) | ୨୦୦୭ | ଦ୍ୱିତୀୟ |
ବିଶ୍ୱ ଚାମ୍ପିଅନସିପ | ୪x୧୦୦ ମିଟର | ୩୭.୮୯ | ଓସାକା(ଜାପାନ) | ୨୦୦୭ | ଦ୍ୱିତୀୟ |
ଅଲମ୍ପିକ୍ସ | ୧୦୦ମିଟର | ୯.୬୯ | ବେଜିଂ (ଚୀନ) | ୨୦୦୮ | |
ଅଲମ୍ପିକ୍ସ | ୨୦୦ ମିଟର | 19.30 | ବେଜିଂ (ଚୀନ) | ୨୦୦୮ | |
ଅଲମ୍ପିକ୍ସ | ୪x୧୦୦ ମିଟର | ୩୭.୧୦ | ବେଜିଂ (ଚୀନ) | ୨୦୦୮ | |
ବିଶ୍ୱ ଚାମ୍ପିଅନସିପ | ୧୦୦ ମିଟର | ୯:୫୮ | ବର୍ଲିନ(ଜର୍ମାନୀ) | ୧୬ ଅଗଷ୍ଟ ୨୦୦୯ | |
ବିଶ୍ୱ ଚାମ୍ପିଅନସିପ | ୨୦୦ ମିଟର | ୧୯.୧୯ | ବର୍ଲିନ(ଜର୍ମାନୀ) | 20 ଅଗଷ୍ଟ ୨୦୦୯ | |
ବିଶ୍ୱ ଚାମ୍ପିଅନସିପ | ୪x୧୦୦ ମିଟର | ୩୭.୩୧ | ବର୍ଲିନ(ଜର୍ମାନୀ) | ୨୦୦୯ | |
୧୫୦ ମିଟର | ୧୪.୩୫ | ମାଞ୍ଚେଷ୍ଟର, ଯୁନାଇଟେଡ କିଂଡମ | ୧୭ ମେ ୨୦୦୯ | World best[୫] | |
୩୦୦ ମିଟର | ୩୦.୯୭ | ଓଷ୍ଟ୍ରଭା, | ୨୭ ମେ ୨୦୧୦ | ||
ବିଶ୍ୱ ଚାମ୍ପିଅନସିପ | ୨୦୦ ମିଟର | ୧୯.୪୦ | ଦାଏଗୁ | ୨୦୧୧ | ପ୍ରଥମ |
ବିଶ୍ୱ ଚାମ୍ପିଅନସିପ | ୪x୧୦୦ ମିଟର | ୩୭.୦୪ | ଦାଏଗୁ | ୨୦୧୧ | |
ଅଲମ୍ପିକ୍ସ | ୧୦୦ମିଟର | ୯.୬୩ | ଲଣ୍ଡନ(ବ୍ରିଟେନ) | ୨୦୧୨ | ପ୍ରଥମ |
ଅଲମ୍ପିକ୍ସ | ୨୦୦ ମିଟର | ୧୯.୬୬ | ଲଣ୍ଡନ(ବ୍ରିଟେନ) | ୨୦୧୨ | ପ୍ରଥମ |
ଅଲମ୍ପିକ୍ସ | ୪x୧୦୦ ମିଟର | ୩୬.୮୪ | ଲଣ୍ଡନ(ବ୍ରିଟେନ) | ୨୦୧୨ | |
ବିଶ୍ୱ ଚାମ୍ପିଅନସିପ | ୧୦୦ ମିଟର | ୯.୭୭ | ମସ୍କୋ(ଋଷିଆ) | ୨୦୧୩ | ପ୍ରଥମ |
ବିଶ୍ୱ ଚାମ୍ପିଅନସିପ | ୨୦୦ ମିଟର | ୧୯.୬୬ | ମସ୍କୋ(ଋଷିଆ) | ୨୦୧୩ | ପ୍ରଥମ |
ବିଶ୍ୱ ଚାମ୍ପିଅନସିପ | ୪x୧୦୦ ମିଟର | ୩୭.୩୬ | ମସ୍କୋ(ଋଷିଆ) | ୨୦୧୩ | ପ୍ରଥମ |
ରାଜ୍ୟଗୋଷ୍ଟୀ କ୍ରୀଡ଼ା | ୪x୧୦୦ ମିଟର | ୩୭.୫୮ | ଗ୍ଲାସଗୋ, ସ୍କଟଲାଣ୍ଡ | ୨୦୧୪ | ପ୍ରଥମ |
ବିଶ୍ୱ ରିଲେ ଚାମ୍ପିଅନସିପ | ୪୦୦ ମିଟର | ୩୬.୬୮ | ନାସାଉ,(ବାହାମା) | ୨୦୧୫ | ଦ୍ୱିତୀୟ |
ବିଶ୍ୱ ଚାମ୍ପିଅନସିପ | ୧୦୦ ମିଟର | ୯.୭୯ | ବେଜିଂ (ଚୀନ) | ୨୦୧୫ | ପ୍ରଥମ |
ବିଶ୍ୱ ଚାମ୍ପିଅନସିପ | ୨୦୦ ମିଟର | ୧୯.୫୫ | ବେଜିଂ (ଚୀନ) | ୨୦୧୫ | ପ୍ରଥମ |
ଉସେନ ବୋଲ୍ଟଙ୍କ ସର୍ବଶ୍ରେଷ୍ଠ ପ୍ରଦଶନ ୧୦୦ମିଟର ଏବଂ ୨୦୦ ମିଟର ସେକଣ୍ଡ ରେ, ୨୦୦୧-୨୦୧୫ | |||||||||
---|---|---|---|---|---|---|---|---|---|
| |||||||||
ଆଧାର
[ସମ୍ପାଦନା]- ↑ Ferdinand, Rio (1 February 2009). "Local heroes: Usain Bolt". The Observer. Retrieved 3 February 2009.
- ↑ "Usain Bolt". sports-reference.com. Sports Reference LLC. Retrieved 17 January 2014.
- ↑ "Biography". Archived from the original on 19 September 2015. Retrieved 28 November 2013.
- ↑ Bolt Wins 200, Declares he's a "Legend" Archived 2012-08-10 at the Wayback Machine. by Alan Abrahamson, NBC Olympics, 9 August 2012
- ↑ This is not an official world record as the IAAF, the international athletics governing body, does not recognise the distance.
- ↑ ୬.୦ ୬.୧ "Athletes – Bolt Usain Biography". Iaaf.org. Retrieved 15 July 2015.