Jump to content

ଉର୍ବଶୀ ଚୌଧୁରୀ

ଉଇକିପିଡ଼ିଆ‌ରୁ
ଉର୍ବଶୀ ଚୌଧୁରୀ
ସିସିଏଲ୍ କ୍ରିକେଟ୍ ପୋଷାକରେ ଉର୍ବଶୀ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍

ଉର୍ବଶୀ ଚୌଧୁରୀ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ୨୦୧୩ ମସିହାର ସେଲିବ୍ରିଟି କ୍ରିକେଟ୍ ଲିଗ୍‌ର ଭୋଜପୁରୀ ଦବଙ୍ଗ ଦଳର ବ୍ରାଣ୍ଡ ଆମ୍ବାସଡର୍ ଥିଲେ ।[] ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ଟ୍ରମ୍ପ କାର୍ଡ଼ରେ ଶାଇନା ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।[]

ଅଭିନୟ ଜୀବନ

[ସମ୍ପାଦନା]

ଚଣ୍ଡିଗଡ଼ରେ ଦଶମ ଶ୍ରେଣୀରେ ପଢ଼ିବା ସମୟରେ, ସେ ମଡେଲିଂ କରିଥିବା ଆରମ୍ଭ କରିଥିଲେ । ୨୦୦୬ ମସିହାରେ, ସେ ଇସ୍କ ନା କର୍‌ନା ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୯ ମସିହାରେ, ସେ ଟ୍ରମ୍ପ କାର୍ଡ଼ କଥାଚିତ୍ର ଜରିଆରେ ଲୋକପ୍ରିୟତା ପାଇଥିଲେ । ୨୦୧୧ ମସିହାରେ, ତାଙ୍କ ଅଭିନୀତ କହୋ ନା କହୋ ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ଇସ୍କ ନା କର୍‌ନା (୨୦୦୬)[][]
  • ଟ୍ରମ୍ପ୍ କାର୍ଡ଼ (୨୦୦୯) - ଶାଇନା
  • କହୋ ନା କହୋ (୨୦୧୧) - ରୋଶ୍ନୀ
  1. "हिंदी फिल्मों की ये एक्ट्रेस कुछ यूं बिखेर रही है सीसीएल में जलवा, देखें तस्वीरें!". Bhaskar.com. Retrieved 24 April 2013.
  2. "Urvashi Chaudhari on location of film Trump Card in Madh Island on 6th Jan 2009". Hamara Photos (in ଆମେରିକୀୟ ଇଂରାଜୀ). Retrieved 2023-06-15.
  3. Hungama, Bollywood (2006-04-14). "Ishq Na Karna Cast List | Ishq Na Karna Movie Star Cast | Release Date | Movie Trailer | Review- Bollywood Hungama" (in ଇଂରାଜୀ). Retrieved 2023-06-15.
  4. "Ishq Na Karna Movie Trailer, Star Cast, Release Date, Box Office, Movie Review | Ishq Na Karna Movie budget and Collection | Ishq Na Karna | Indian Film History". www.indianfilmhistory.com (in ଇଂରାଜୀ). Retrieved 2023-06-15.

ବାହାର ଲିଙ୍କ୍

[ସମ୍ପାଦନା]