ଉମିଆମ ହ୍ରଦ
Umiam Lake | |
---|---|
ଅବସ୍ଥାନ | Meghalaya |
ଦିଗବାରେଣି | 25°39′12″N 91°53′03″E / 25.6532°N 91.8843°E |
Type | Reservoir |
ଅବବାହିକା | 220 sq Km |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | India |
ଜନବସତି | Shillong |
ଉମିଆମ ହ୍ରଦ ( ସ୍ଥାନୀୟ ଭାବେ ବରପାଣି ହ୍ରଦ ନାମରେ ପରିଚିତ ) ଭାରତୀୟ ରାଜ୍ୟ ମେଘାଳୟରେ ଶିଲଂର 15 କିଲୋମିଟର ଉତ୍ତର ଅଞ୍ଚଳର ପର୍ବତରେ ରେ ରହିଥିବା ଏକ ଜଳାଶୟ । ଏହାକୁ ଉମିଆମ ନଦୀରେ 1960 ମସିହା ପରେ ବନ୍ଧ ନିର୍ମାଣଦ୍ୱାରା ସୃଷ୍ଟି କରାଯାଇଥିଲା । ଏହାର ଜଳ ଗ୍ରହଣ ଅଞ୍ଚଳ ଅଞ୍ଚଳ 220 ବର୍ଗକିଲୋମିଟର ।
ଇତିହାସ
[ସମ୍ପାଦନା]1960 ମସିହାରେ ଆସାମ ରାଜ୍ୟ ବିଦ୍ୟୁତ ବୋର୍ଡଦ୍ୱାରା ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ଉମିଆମ ବନ୍ଧ ନିର୍ମାଣ କରାଯାଇଥିଲା ।ଉମିଆମ ପ୍ରକଳ୍ପର ପ୍ରଥମ ସ୍ତରରେ 9 ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ପାୱାର ହାଉସ ନିର୍ମିତ ହୋଇଛି । ଏହା କାର୍ଯ୍ୟକାରୀ ହେଲା । ଉତ୍ତର ଭାରତରେ ଏହା ପ୍ରଥମ ଜଳ ବିଦ୍ୟୁତ ପ୍ରକଳ୍ପ ଥିଲା । ଏହା ପରେ 3ଟି ଭିଣା ଜଳବିଦ୍ୟୁତ ପ୍ରକଳ୍ପ ତଳ ମୁଣ୍ଡରେ କାର୍ଯ୍ୟକାରୀ ହେଲାଣି । 1965 ମସିହାରେ iam Project were subsequently built downstream.
ପର୍ଯ୍ୟଟକ ଆକର୍ଷଣ
[ସମ୍ପାଦନା]ମେଘାଳୟ ରାଜ୍ୟର ଏହା ଏକ ମୁଖ୍ୟ ପର୍ଯ୍ୟଟକ ଆକର୍ଷଣ ବେଇପାରିଛି । ଏଠାରେ ବିଭିନ୍ନ ପ୍ରକାର ଜଳକ୍ରୀଡା ପାଇଁ ସୁବିଧା ରହିଛି । ଜଳ ଉପରେ କୟାକ ଚାଳନା , ବୋଟିଙ୍ଗ ଓ ସ୍କୁଟର ଚାଳନା କରିବାର ସୁଯୋଗ ରହିଛି ।
ପ୍ରକୃତି
[ସମ୍ପାଦନା]ଜଳ ବିଦ୍ୟୁତ ସହ ଏହି ହ୍ରଦଦ୍ୱାରା ତଳ ଅଞ୍ଚଳରେ ଜଳସେଚନ , ମାଛ ଚାଷ , ପାନୀଯ ଜଳ ଯୋଗାଣ ଆଦି ସମ୍ଭବ ହେଇଥାଏ । ଏହା ଛଡା ଏହା ଯାଇବାମଣ୍ଡଳର ସମତୁଳତା ରକ୍ଷ୍ୟା କରିବାରେ ବହୁଳ ପରିମାଣରେ ସହାୟତା ହେଇଥାଏ ।
ବିପତ୍ତି
[ସମ୍ପାଦନା]ଜନସଂଖ୍ୟା ବୃଦ୍ଧି ସହ ଉପର ଅଞ୍ଚଳରେ ଶିଲଂ ସହରର ବର୍ଜ୍ୟ ଜଳ ଏଠାରେ ପଡୁଥିବାରୁ ଏହାର ଜଳ ବହୁ ପରିମାଣରେ ଦୂଷିତ ହେଇଯାଉଛି । ତାହା ବ୍ଯତୀତ ଆକଳନ ଅନୁସାର ଏହି ହ୍ରଦକୁ ବାର୍ଷିକ 40,000 ଘାନା ମିଟର ପଟୁ ମାଟି ଜଳ ସହିତ ଆସୁଥିବାରୁ ହ୍ରଦର ଜଳଧାରଣ କ୍ଷ୍ୟମତ ହ୍ରାସ ପାଉଛି ।
ଗ୍ୟାଲେରି
[ସମ୍ପାଦନା]-
View of Umiam Lake
-
View of Umiam Lake
-
View of Umiam Lake