ଉମରକୋଟ ଶିବ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ଉମରକୋଟ ଶିବ ମନ୍ଦିର
Umerkot Fort In Umerkot
Umerkot Fort In Umerkot
ଉମରକୋଟ ଶିବ ମନ୍ଦିର is located in Sindh
ଉମରକୋଟ ଶିବ ମନ୍ଦିର
ଉମରକୋଟ ଶିବ ମନ୍ଦିର
Location within Sindh
ଭୌଗୋଳିକ ଅବସ୍ଥିତି
ଦିଗବାରେଣି25°21′41″N 69°44′37″E / 25.3614°N 69.7436°E / 25.3614; 69.7436Coordinates: 25°21′41″N 69°44′37″E / 25.3614°N 69.7436°E / 25.3614; 69.7436
ଜିଲ୍ଲାUmerkot Division
ପରମ୍ପରା
ମୁଖ୍ୟ ଆରାଧ୍ୟShiva
ମୁଖ୍ୟ ପର୍ବପର୍ବାଣୀShiv Ratri
Architecture
ତିଆରି ଶୈଳୀHindu temple
ମନ୍ଦିର ସଂଖ୍ୟା1
ଇତିହାସ ଓ ପାଳନ
ପରିଚାଳନା ସଙ୍ଘPakistan Hindu Council
ୱେବସାଇଟhttp://www.pakistanhinducouncil.org/

ଉମରକୋଟ ଶିବ ମନ୍ଦିର, ଏକ ଶିବ ମନ୍ଦିର । ଏହା ପାକିସ୍ତାନ ଦେଶର ସିନ୍ଧ ପ୍ରଦେଶ ଅଞ୍ଚଳରେ ଜାହାଙ୍ଗୀର ଗୋଠ ଅଞ୍ଚଳରେ ରହିଛି । ସେଠାରେ ହଜରତ ନିମାନୋ ଶାହ ଦରଗହ ମଧ୍ୟ ରହିଛି । [୧]

ତାପର୍ଜୀ[ସମ୍ପାଦନା]

ସିନ୍ଧ ଅଞ୍ଚଳରେ ରହୁଥିବା ହିନ୍ଦୁ ଲୋକଙ୍କ ପାଇଁ ଏହି ମନ୍ଦିର ଖୁବ ପବିତ୍ର ଓ ଏହା ମହତ୍ୱପୂର୍ଣ ଭକ୍ତିପୀଠ । ଏଠାରେ ଅସୁବିଧାରେ ଥିବା ଅନେକ ଭକ୍ତ ଆଶ୍ରୟ ନିଅନ୍ତି । 

ଆରାଧ୍ୟ ଦେବତା [ସମ୍ପାଦନା]

ଏଠାରେ ବିଶ୍ୱର ସାନୁଠାରୁ ଚମତ୍କାର ଶିବ ଲିଙ୍ଗା ରହିଥିବା କୁହାଯାଇଥାଏ ।ସ୍ଥାନୀୟ ଲୋକଙ୍କ କଥାନୁସାରେ  ତାହାର ଆକାର ବର୍ଦ୍ଧନ ହେଇଥିବା କଥା ମଧ୍ୟ ଜଣାଯାଇଥାଏ । 

ଯାନୀ ଯାତ୍ରା [ସମ୍ପାଦନା]

ପ୍ରତିବର୍ଷ ଏଠାରେ ମହଶିବରାତ୍ରି ପାଳନ ହେବା ସହ ଆଖ ପାଖ ଅଞ୍ଚଳରୁ ଅନେକ ଭକ୍ତଙ୍କ ସମାଗମ ହେଇ ମେଳା ମଧ୍ୟ ହେଇଥାଏ । ମେଳାରେ ବହୁ ପ୍ରକାର ସଂସ୍କୃତିକ କରଜ୍ୟକରମ ଅନୁଷ୍ଠିତ ହେଇଥାଏ । 3 ଇନ ଧରି ଏଠାରେ ଜନସମାଗମ ହେଇଥାଏ । ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି । 

ଇତିହାସ [ସମ୍ପାଦନା]

କୁହ ଯାଏ ଯେ ହଜାର  ବର୍ଷ ଆଗରୁ ଏକ ବ୍ୟକ୍ତି ଏଠାରେ ଗାଈ ଗୋରୁ ରାଖୀ ଜୀବିକା ଅର୍ଜନ କରୁଥିଲେ । ଦିନେ ଦେଖିଲେ ଯେ ଏକ ଗାଈ ଏକ ସ୍ଥାନକୁ ଯାଇ ଆପେ ଆପେ ତାହାର କ୍ଷୀର ଏହା ସ୍ଥାନରେ ପ୍ରଦାନ କରୁଛି । ସେ ସ୍ଥାକୁ ଯାଇ ଦେଖିଲେ ଯେ ସେଠାରେ ମାଟି ତଳୁ ଏକ ଶିବଲିଙ୍ଗର ଅବିଭାବ ହେଇଛି । ତା ପରେ ସ୍ଥାନୀୟ ଲୋକ ଆସି ସେଠାରେ ଶିବ ମନ୍ଦିର ନିର୍ମାଣ କରି ଆରାଧନା ଆରମ୍ଭ କରିଥିଲେ । ତେବେ ଏହି କାହାଣୀ ତ ସତ୍ୟତା ନେଇ କିଛି ପ୍ରମାଣ ମିଳିନହି । 

ପୁନଶ୍ଚ ଦେଖଣା[ସମ୍ପାଦନା]

ଛାଞ୍ଚ:Col div

ଛାଞ୍ଚ:Col div end


ଆଧାର [ସମ୍ପାଦନା]

  1. "Tharparkar famine: Feeding the soul". Tribune. 30 March 2014. Retrieved 20 October 2014.